No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ଆଜି ଅପରାହ୍ନ ୪ ଘଟିକା ସମୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜେପି ଏବଂ ଜାତୀୟ କଂଗ୍ରେସ ର ପ୍ରଭାବ ଶାଳି ନେତା ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ, ଉପସଭାପତି ବିରଞ୍ଚି ନାରାୟଣ ମହାସୂପକାର,ଏକାମ୍ର ସଭାପତି ରାଜେନ୍ଦ୍ର ସମର୍ଥ ।
ଯୁବ ସଭାପତି ସମରେଶ ବେଉରା,ଦାଶରଥି ଗରାବଡୁ ଚନ୍ଦ୍ର ଶେଖର ମାଲିଆଙ୍କ ଉପସ୍ଥିତ ରେ ବିଜେପି ନେତା ଶିବ ପ୍ରସାଦ ବେହେରା,ରଘୁ ମହାନ୍ତି,କଂଗ୍ରେସ,ଏଇସି ସି ସଦସ୍ୟ ଅଞ୍ଚଳ ବତୁ, କମଳାକାନ୍ତ ବଟୁ,ହିମାଦ୍ରି ଶେଖର ମହାପାତ୍ର, ପ୍ରଫୁଲ୍ଲ ସ୍ୱାଇଁ, ସତ୍ୟାନନ୍ଦ ବଟୁ, ସୁବ୍ରତ ବଟୁ, ସଞ୍ଜୟ ମହାପାତ୍ର, ଚନ୍ଦ୍ର ଭାନୁ ବଟୁ,ଶରତ ମହାପାତ୍ର,ସଞ୍ଜୀବ ଲୋଚନ ମହାସୁଆର,ସୁବ୍ରତ ପଣ୍ଡା, ପାପୁନ୍ ମହାପାତ୍ର, ପ୍ରଦୀପ ମହାପାତ୍ର, ଙ୍କ ସହ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ


No Result
View All Result