• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ୯ ବର୍ଷ ପୁର୍ତିର୍

Proprietor Abhimanyu Maharana by Proprietor Abhimanyu Maharana
March 7, 2022
in ଓଡ଼ିଶା, ମହାନଗର, ହୋମ୍
0
ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ୯ ବର୍ଷ ପୁର୍ତିର୍

??????

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ୧୦୮ ଆମ୍ବୁଲାନ୍ସ ସେବା ଚଳିତ ମାର୍ଚ୍ଚ ୫ ତାରିଖରେ ଓଡିଶାରେ ଏହାର ନିରବଚ୍ଛିନ୍ନ ଜରୁରୀକାଳୀନ ସେବାର ୯ ବର୍ଷ ପୂରଣ କରିଛି । ୨୦୧୩ ମାର୍ଚ୍ଚ ମାସରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ପରଠାରୁ ଏହା ୭୫ ଲକ୍ଷରୁ ଅଧିକ ଲୋକଙ୍କ ମୂଲ୍ୟବାନ ଜୀବନ ବଂଚାଇଛି । ରାଜ୍ୟର ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳର ରୋଗୀମାନେ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି, ଯାହାକି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ଅଟେ । ଏହି ଅବସରରେ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍‌ର ରାଜ୍ୟ ମୁଖ୍ୟ, ଶ୍ରୀ ସବ୍ୟସାଚି ବିଶ୍ୱାଳ କହିଛନ୍ତିଯେ, “ଆମେ ରାଜ୍ୟବାସୀଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନ କରିବାରେ ୯ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।

ଆମେ କମ୍ ସଂଖ୍ୟକ ୧୦୮ ଆମ୍ବୁଲାନ୍ସ ରୁ ଆରମ୍ଭ କରିଥିଲୁ ଏବଂ ବର୍ତମାନ ଆମର ଓଡ଼ିଶାରେ ୧୧୦୦ରୁ ଅଧିକ ଆମ୍ବୁଲାନ୍ସ ରହିଛି । ଯେକୌଣସି ପ୍ରକାରର ଦୁର୍ଗମ ଅଂଚଳକୁ ଅଣଦେଖା କରି ଏହା ସାରା ରାଜ୍ୟବାସୀଙ୍କୁ ସେବା ଯୋଗାଉଛି । ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃ୍‌ତିକ ବିପର୍ଯ୍ୟୟ ସମୟରେ ଆମର କ୍ରିୟୁ ସଦସ୍ୟମାନେ କର୍ତବ୍ୟ ପ୍ରତି ସେମାନଙ୍କର ଅତ୍ୟଧିକ ନିଷ୍ଠା ପ୍ରଦର୍ଶନ କରିଛନ୍ତି । ଗତ ଦୁଇ ବର୍ଷ ଆମ ପାଇଁ ଏପର୍ଯ୍ୟନ୍ତ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା, କାରଣ କୋଭିଡ-୧୯ ମହାମାରୀ ସତ୍ୱେ ମଧ୍ୟ ଆମର କ୍ରିୟୁ ମେମ୍ବରମାନେ ବିନା ଦ୍ୱିଧାରେ ରୋଗୀଙ୍କୁ ନେବାରେ ଅସାଧାରଣ ନିଷ୍ଠା ଦେଖାଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଆମେ ଅଧିକ ଗଠନମୂଳକ ଅଭ୍ୟାସ ସହିତ ବିକଶିତ ହୋଇଛୁ ଏବଂ ଲୋକଙ୍କ ପାଇଁ ଆମ ସେବାକୁ ଅଧିକ ସୁବିଧାଜନକ କରିବା ଲାଗି ଆମେ ପ୍ରତିବଦ୍ଧ ।”

ବର୍ତମାନ ଏହି ପରିଚାଳନା ସଂସ୍ଥା, ଜରୁରୀକାଳୀନ ସେବା ପାଇଁ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୧୨୪ଟି ୧୦୮ ଆମ୍ବୁଲାନ୍ସ ଯୋଗାଇଛି । ୧୦୮ ଆମ୍ବୁଲାନ୍ସ ସେବା ମାଧ୍ୟମରେ ସମୁଦାୟ ୭୫,୩୪,୮୧୫ ଲକ୍ଷ ଲୋକ ଏହି ଆମ୍ବୁଲାନ୍ସ ସେବାର ବ୍ୟବହାର କରୁଛନ୍ତି । ସମାନ ରୂପେ ରାଜ୍ୟର ଜଳବନ୍ଦୀ ଏବଂ ବିଚ୍ଛିନ୍ନ ଅଂଚଳର ଲୋକମାନଙ୍କ ପାଇଁ ଏହି ସେବାରେ ୬ଟି ୧୦୮ ବୋଟ୍ ଆମ୍ବୁଲାନ୍ସକୁ ସାମିଲ କରାଯାଇଛି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରର ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ସୁବିଧା କେନ୍ଦ୍ରରୁ ପରିଚାଳନା କରାଯାଉଛି । ଉକ୍ତ ସଂସ୍ଥାର ଏକ ସମର୍ପିତ କଲ୍ ସେଂଟର୍ ରୋଗୀମାନଙ୍କଠାରୁ କଲ୍ ଗ୍ରହଣ କରିବା ଓ ସେମାନଙ୍କୁ ଯଥାଶୀଘ୍ର ନିକଟସ୍ଥ ହସ୍ପିଟାଲକୁ ପଠାଇବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଭୁବନେଶ୍ୱରସ୍ଥିତ ଇଂଟିେଗ୍ରେଟେଡ୍ ସେଂଟର୍‌ର ଅଧିକାରୀମାନେ ରୋଗୀଙ୍କ ସଠିକ୍ ଲୋକେଶନକୁ ଚିହ୍ନଟ କରିଥାନ୍ତି ଓ ସେମାନଙ୍କୁ ନିକଟରେ ଉପଲବ୍ଧ ଆମ୍ବୁଲାନ୍ସ ପାଇବାରେ ଯଥାସମ୍ଭବ ସହଯୋଗ କରିଥାନ୍ତି ।

ଗତ ନଅ ବର୍ଷ ମଧ୍ୟରେ ଆମେ ଏଭଳି ଅନେକ ଉଦାହରଣ ଦେଖିଛୁ ଯେଉଁଠାରେ ଅନେକ ଆହ୍ୱାନ ସତ୍ୱେ ମଧ୍ୟ ଆମର କ୍ରିୟୁ ସଦସ୍ୟମାନେ ବହୁମୂଲ୍ୟ ଜୀବନ ବଂଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୂଲାଇଛନ୍ତି । ଏଭଳି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠାରେ କ୍ରିୟୁ ସଦସ୍ୟମାନେ ନିଜ କାର୍ଯ୍ୟରେ ସଚ୍ଚୋଟତା ଓ ମାନବିକତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ୧୦୮ କର୍ମଚାରୀମାନେ ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀକୁ ସେମାନଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ଫେରାଇବା, ଜରୁରୀକାଳୀନ ସମୟରେ ଅଭାବ ରୋଗୀଙ୍କୁ ରକ୍ତଦାନ କରିବା ଏବଂ ଦୂରଦୂରାନ୍ତ ପର୍ଯ୍ୟନ୍ତ ଚାଲି ଚାଲି ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ଭଳି ମେସାନଙ୍କର ଅନେକ ସାହାଯ୍ୟକାରୀ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛନ୍ତି ।

କର୍ମଚାରୀମାନେ ସେମାନଙ୍କର ଏହିଭଳି ପ୍ରଂଶସନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅବସରରେ ଜନସାଧାରଣ ତଥା ସଂଙ୍ଗଠନ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ଗୁଡ଼ିକ ଏପରିଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି, ଯାହା ଦ୍ୱାରା ସର୍ବନିମ୍ନ ସମୟ ମଧ୍ୟରେ ସମ୍ପୁର୍ଣ୍ଣ ଜିଲ୍ଲାର ବିଭିନ୍ନ ଅଂଚଳକୁ ଏହା ଅନ୍ତର୍ଭୁକ୍ତ କରିପାରିବା ନେଇ ଜିକିତ୍ସା ପକ୍ଷରୁ ନିଶ୍ଚିତ କରାଯାଇଛି । ଜଣେ ବ୍ୟକ୍ତି କଲ୍ କରିବାଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ମଧ୍ୟରେ ଆବଶ୍ୟକୀୟ ହସ୍ପିଟାଲ ପୂର୍ବବର୍ତୀ ଯତ୍ନ ପ୍ରଦାନ କରିବା ଓ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ଭଳି ସମସ୍ତ ସେବା ଓଡିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version