No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁରରେ ପୌର ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ତାରିଖ ନିର୍ଦ୍ଧାରିତ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣା ପଡ଼ିଛି | ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଦିନ ରୁ ନାମାଙ୍କନ ଦାଖଲ ହୋଇନାହିଁ ।

ତେବେ ଗତକାଲି ସୁଦ୍ଧା ୨୩ ଟି ପ୍ରାର୍ଥୀ ନାମଙ୍କନ ପତ୍ର ଗ୍ରହଣ କରିଛନ୍ତି । ପ୍ରାର୍ଥୀ ୩ ଟି ଅଧକ୍ଷ ପଦ ଓ ୨୦ ଟି କାଉନସିଲର ପଦ ପାଇଁ ନାମାଙ୍କନ ପତ୍ର ନେଇଥିବା କଥା ନିର୍ବାଚନ ଅଧିକାରୀ ଯୁଗଳ କିଶୋର ମିଶ୍ର ସୂଚନା ଦେଇଥିବା ବେଳେ ନାମଙ୍କନ ପତ୍ର ଦାୟିତ୍ଵ ରେ ଏନଏଏସି ଅଧିକାରୀ ସରୋଜ କୁମାର ମହାନ୍ତି, ଜ୍ୟୋତି ରଞ୍ଜନ ପଟ୍ଟନାୟକ ରହିଥିବା ଜଣା ପଡ଼ିଛି ।

No Result
View All Result