• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସନ୍ଦେହ ବଳୟରେ ଭୋଟିଂବାକ୍ସ ଷ୍ଟ୍ରଙ୍ଗରୁମକୁ ଜଗିରହିଛନ୍ତି ସବୁଦଳର ପ୍ରାର୍ଥୀ,୨୬ରେ ଖୋଲିବ ତାଲା  : ସମସ୍ତଙ୍କ ଦୃଶ୍ୟମାନ ନିମନ୍ତେ ବାହାରେ ସିସିକ୍ୟାମେରାର ଡିସପ୍ଲେ ବୋର୍ଡଲାଗଇଲେ ବିଡିଓ

Proprietor Abhimanyu Maharana by Proprietor Abhimanyu Maharana
February 22, 2022
in ଓଡ଼ିଶା, ରାଜନୀତି, ହୋମ୍
0
ସନ୍ଦେହ ବଳୟରେ ଭୋଟିଂବାକ୍ସ ଷ୍ଟ୍ରଙ୍ଗରୁମକୁ ଜଗିରହିଛନ୍ତି ସବୁଦଳର ପ୍ରାର୍ଥୀ,୨୬ରେ ଖୋଲିବ ତାଲା  : ସମସ୍ତଙ୍କ ଦୃଶ୍ୟମାନ ନିମନ୍ତେ ବାହାରେ ସିସିକ୍ୟାମେରାର ଡିସପ୍ଲେ ବୋର୍ଡଲାଗଇଲେ ବିଡିଓ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) କୋରାଇ :- କୋରାଇ ବ୍ଲକର ୪୦୮ବୁଥ ମଧ୍ୟରୁ ୪୦୪ଟି ବୁଥରେ ହୋଇଛି ଭୋଟ । ଗଣ୍ଡଗୋଳଯୋଗୁ ଗୋଳେଇପୁର ପଂଚାୟତର ୪ଟି (୮, ୯, ୧୦ ଓ ୧୧ନଂ)ବୁଥ ହୋଇ ପରିନି ଭୋଟ । ସେଠାରେ ଆସନ୍ତ ୨୫ତାରିଖ ପୁନଃ ମତଦାନ ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅବଶିଷ୍ଟ ୪୦୪ଟି ବୁଥରେ ହୋଇଥିବା ଭୋଟର ପୂୁଲିଂବାକ୍ସ ଗୁଡିକୁ କୋରାଇ ସ୍ଥିତ କାହ୍ନୁଚରଣ ମହାବିଦ୍ୟାଳୟ ଠାରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଅନୁଷ୍ଠିତ ନିର୍ବାଚନରେ ୧ଲକ୍ଷ ୧ହଜାର ୮୬ଜଣ ଭୋଟ ଦେଇଥିଲା ବେଳେ ୮୨ପ୍ରତିଶତ ଭୋଟିଂ ହୋଇଛି । ଏଥିରେ ୯୦୮ଜଣଙ୍କର ଭାଗ୍ୟ ଭୋଟିଂ ବାକ୍ସ ଭିତରେ ସିଲହୋଇ ରହିଛି ।

ପୂର୍ବନିର୍ବାଚନ ପରି ତାହା ଭୋଟ କେନ୍ଦ୍ରରେ ଗଣନଯାଇ ବ୍ଲକ ଦ୍ୱାରା ନିର୍ମାଣ କରାଯାଇଥିବା ଭୋଟ ପରିଚାଳନା କେନ୍ଦ୍ର କୋରାଇ ସ୍ଥିତ କାହ୍ନୁଚରଣ ମହାବିଦ୍ୟାଳୟକୁ ଅଣାଯାଇ ଷ୍ଟ୍ରଙ୍ଗରୁମରେ ତାଲାପଡି ୨୦ତାରିଖଠାରୁ ରହିଛି । ଏଠାରେ ଭୋଟ ବ୍ୟତୀକ୍ରମ ଆଂଶଙ୍କାରେ ସବୁଦଳର ପ୍ରାର୍ଥୀଙ୍କ ସମେତ ମାଳମାଳ ନେତା ଓ ଦଳଦଳ କର୍ମୀ ଷ୍ଟ୍ରଙ୍ଗରୁମ ସ୧ୁଖରେ ଉଜାଗର ରହିଛନ୍ତି । ଏଥି ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ସତ୍ୱେ ସମସ୍ତଙ୍କ ସନ୍ଦେହ ଦୂରିଭୁତ କରିବା ପାଇଁ ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ପରିଡା ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ।

ଯାହାକି ତାଲାପଡିଥିବା ଷ୍ଟ୍ରଙ୍ଗରୁମ ଭିତରେ ଓ ବାହାରେ ଲାଗିଥିବା ସିସି କ୍ୟାମେରର ଡିସପ୍ଲେ ବୋର୍ଡ ଆଣି ବାହାରେ ସମସ୍ତେ ଦେଖିପାରିବା ନିମନ୍ତେ ଲଗାଇଛନ୍ତି । ତାଙ୍କର ଏପରି ସ୍ୱଚ୍ଛତା କାର୍ଯ୍ୟପାଇଁ ସାଧାରଣରେ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ ଏହି ଷ୍ଟ୍ରରୁମର ତାଲା ଆସନ୍ତା ୨୬ତାରିଖ ପୂର୍ବାହ୍ଣ ୮ଟାରୁ ଖୋଲା ହୋଇ ଗଣତି ଆରମ୍ଭ ହେବ ।

୩ଦିନ ବ୍ୟାପୀ ଗଣତି ହେବାକୁ ଥିବା ଭୋଟ ୨୬ତାରିଖରେ ୧ନମ୍ବର ଜୋନର ସମସ୍ତ ୧୦ଟିଯାଙ୍କ ପଂଚାୟତର ୧୩୪ଟି ବୁଥର ଭୋଟ ଗଣତି କରାଯିବ । ସେହିପରି ୨୭ତାରିଖ ୨ନମ୍ବର ଜୋନର ସମସ୍ତ ୯ଟି ପଂଚାୟତର ୧୩୩ଟିବୁଥ ଓ ୨୮ତାରିଖରେ ୩ନମ୍ବର ଜୋନର ସମସ୍ତ ୯ଟିପଂଚାୟତର ୧୪୧ଟି ବୁଥର ଭୋଟ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ବିଡିଓ ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍‌

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version