ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟରେ ସମାପ୍ତ ହୋଇଛି । ଭୋଟବାକ୍ସ ଗୁଡ଼ିକୁ ପୋଲିଂ ପାର୍ଟିମାନେ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗ୍ରୁମ ଗୁଡ଼ିକରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଖାଯାଇଛି ଏହି ଷ୍ଟ୍ରଙ୍ଗ୍ମ ଗୁଡ଼ିକ ଆସନ୍ତା ୨୬, ୨୭ ଏବଂ୨୮ ଫେବୃଆରୀରେ ଭୋଟ ଗଣତି ହେବା ପର୍ଯ୍ୟନ୍ତ ୨୪ଘଂଟା ପୋଲିସ ପହରା ଏବଂ ସିସି ଟିଭି କ୍ୟାମେରାର ସତର୍କ ଦୃଷ୍ଟିରେ ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଡା. ଟୁଡୁ ଆଜିର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହିତ ଆଗାମି ଦିନରେ ହେବାକୁ ଥୁବା ଅବଶିଷ୍ଟ ଦୁଇଗୋଟି ପର୍ଯ୍ୟାୟରେ ଜିଲ୍ଲାବାସୀ ଏଭଳି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।© 2023 Odisha Taza News.