No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩ ଫେବ୍ରୁଆରୀ ଗୁରୁବାର ) ନୂଆଗାଁ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ନୂଆଗାଁ ପୁଲିସ୍ ଦ୍ଵାରା ମାଇଛେଳି ,ମହିପୁର,ବଡ଼ ଗୋଠ ପଞ୍ଚାୟତ ରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ମାଇ ଛେଳି ପଞ୍ଚାୟତ ର ସମ୍ପଡ଼ା,

ମହିପୁର,ବଡ଼ ଗୋଠ ପଞ୍ଚାୟତ ଡିମିରି ଝରି ଆଦି ସମ୍ବେଦନ ଶିଳ ଗ୍ରାମ ଗୁଡିକରେ ନୂଆଗାଁ ପୁଲିସ୍ ଦ୍ଵାରା ଫ୍ଲାଗ ମାର୍ଚ୍ଚ କରାଯାଇଛି।ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୂପେ ପଞ୍ଚାୟତ ନିର୍ବାଚନ ସମାପ୍ତି ହେବା ନେଇ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି ।

No Result
View All Result