• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ଼ ଜିଲ୍ଲାରେ ୨୯୮୮ ୱାର୍ଡ଼ସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡ଼ସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିବ : ବିରୋଧି ବିଜେପି ଓ କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ସ୍ପଷ୍ଟ

Proprietor Abhimanyu Maharana by Proprietor Abhimanyu Maharana
February 3, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ନୟାଗଡ଼ ଜିଲ୍ଲାରେ ୨୯୮୮ ୱାର୍ଡ଼ସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡ଼ସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିବ : ବିରୋଧି ବିଜେପି ଓ କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ସ୍ପଷ୍ଟ
Share on FacebookShare on TwitterWhatsapp

ନୟାଗଡ଼ ଜିଲ୍ଲାରେ ୪ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ହେବା ବିଜୁ ଜନତା ଦଳ ଉପରେ ଜନସାଧାରଣଙ୍କ ବିଶ୍ୱାସ ଓ ଆସ୍ଥାକୁ ପ୍ରତିପାଦିତ କରୁଛି

ଓଡ଼ିଶା ତାଜା ନ୍ୟୁଜ୍ ( ୩ ଫେବ୍ରୁଆରୀ ଗୁରୁବାର ) ନୟାଗଡ଼ :- ଜିଲ୍ଲାରେ ୨୯୮୮ ୱାର୍ଡ଼ସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡ଼ସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିବା ବିରୋଧି ବିଜେପି ଏବଂ କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ସ୍ପଷ୍ଟ କରୁଛି । ନୟାଗଡ଼ ଜିଲ୍ଲାରେ ବିରୋଧି କେଉଁ ସ୍ଥିତିରେ ଅଛନ୍ତି, ମତଦାନ ପୂର୍ବରୁ ସ୍ପଷ୍ଟ ଅନୁମାନ ହେଲାଣି । ଏଥିସହିତ ଜିଲ୍ଲାରେ ୪ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ହେବା ବିଜୁ ଜନତା ଦଳ ଉପରେ ଜନସାଧାରଣଙ୍କ ବିଶ୍ୱାସ ଓ ଆସ୍ଥାକୁ ପ୍ରତିପାଦିତ କରୁଛି । ନୟାଗଡ଼ ଜିଲ୍ଲାରେ ୮ଟି ବ୍ଲକ, ୨୪ ଜିଲ୍ଲା ପରିଷଦ ଆସନ ରହିଛି ।

୮ ଟି ବ୍ଲକ ଅଧିନରେ ୧୯୪ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ସହ ଜିଲ୍ଲାରେ ୨୯୮୮ ୱାର୍ଡ଼ସଭ୍ୟ ପଦବୀ ପାଇଁ ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଥିଲା । ମାତ୍ର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲାରେ ଏକ ହଜାରରୁ ଉର୍ଦ୍ଧ୍ୱ ୱାର୍ଡ଼ସଭ୍ୟ ଅପ୍ରତିଦ୍ୱନ୍ଦୀ ହେବା ଶାସକ ଦଳ ସପକ୍ଷରେ ନିର୍ବାଚନ ଯିବ ବୋଲି ଚର୍ଚ୍ଚା ହେଉଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ୫୭୪ ୱାର୍ଡ଼ସଭ୍ୟ ମଧ୍ୟରୁ ୨୨୦, ରଣପୁର ବ୍ଲକରେ ୫୧୭ ୱାଡ଼ସଭ୍ୟ ମଧ୍ୟରୁ ୧୫୯, ୪୩୫ ୱାର୍ଡ଼ସଭ୍ୟ ମଧ୍ୟରୁ ୧୮୫, ନୂଆଗାଁ ବ୍ଲକର ୩୪୩ ୱାର୍ଡ଼ସଭ୍ୟ ମଧ୍ୟରୁ ୨୦୩, ଦଶପଲ୍ଲା ବ୍ଲକର ୨୭୬ ୱାର୍ଡ଼ସଭ୍ୟ ମଧ୍ୟରୁ ୧୬୩, ଗଣିଆ ବ୍ଲକ ୧୧୯ ୱାର୍ଡ଼ସଭ୍ୟ ମଧ୍ୟରୁ ୬୩, ଖଣ୍ଡପଡ଼ା ବ୍ଲକର ୩୮୨ ୱାର୍ଡ଼ସଭ୍ୟ ମଧ୍ୟରୁ ୧୭, ଭାପୁର ବ୍ଲକର ୩୪୨ ୱାର୍ଡ଼ସଭ୍ୟ ମଧ୍ୟରୁ ୬୯ ଜଣ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ଭାବେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ନଡ଼ିଆଳି ପଞ୍ଚାୟତ ସରପଞ୍ଚ, ବାଣ୍ଠପୁର ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗାତେରୀ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ଜିଲ୍ଲାରେ ଏକ ଅନ୍ୟନ୍ୟ ରାଜନୈତିକ ପରିସ୍ଥିତି ସୃଷ୍ଟି କରିଛି । ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ୱାର୍ଡ଼ସଭ୍ୟଙ୍କ ମଧ୍ୟରୁ ୯୮ ପ୍ରତିଶତ ବିଜୁ ଜନତା ଦଳ ସମର୍ଥିତ ବୋଲି ଆଭାସ ମିଳିଛି । ସେହିଭଳି ଭାବେ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେଡି ସମର୍ଥୀତ ବୋଲି ଜଣାଯାଇଛି ।

ଜିଲ୍ଲାରେ ବିରୋଧି ଦଳ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶ ପାଇଁ ବିଜେଡି ସମର୍ଥୀତ ପ୍ରାର୍ଥୀ ସହଜ ବିଜୟ ଲାଭ କରିବେ ବୋଲି ଆଲୋଚନା ହେଉଛି । ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିଶ୍ରମ ଏବଂ ସଂଗ୍ରାମର ମୁଲ୍ୟ ନୟାଗଡ଼ ବାସୀ ଚଳିତ ନିର୍ବାଚନରେ ପ୍ରତିଫଳିତ କରିବେ ବୋଲି ଆଭାସ ମିଳୁଛି । ନୟାଗଡ଼ ପୁଣି ଥରେ ବିଜେଡି ଗଡ଼ ଭାବେ ଉଭା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 24, 2026
ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

September 24, 2026
ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ

ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ

September 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version