• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜି ଭାରତ ବର୍ଷ ରେ ସମ୍ମାନ ଓ ସମ୍ବାଦ ଉଭୟ ର କଣ୍ଠ ରୋଧ କରାଯାଉଛି – ଉର୍ମିଲେଶ ଗାନ୍ଧୀ ଙ୍କ ମତରେ ଦଳ ନୁହଁ ପ୍ରାର୍ଥୀ ଙ୍କ ଭୋଟର ପ୍ରତି ପ୍ରତିବଦ୍ଧତା ହିଁ ନିର୍ବାଚନ ର ମାପକାଠି ହେବା ଦରକାର : ସତ୍ୟ ନାରାୟଣ ସାହୁ

Proprietor Abhimanyu Maharana by Proprietor Abhimanyu Maharana
February 1, 2022
in ଓଡ଼ିଶା, ବରଗଡ଼, ହୋମ୍
0
ଆଜି ଭାରତ ବର୍ଷ ରେ ସମ୍ମାନ ଓ ସମ୍ବାଦ ଉଭୟ ର କଣ୍ଠ ରୋଧ କରାଯାଉଛି – ଉର୍ମିଲେଶ ଗାନ୍ଧୀ ଙ୍କ ମତରେ ଦଳ ନୁହଁ ପ୍ରାର୍ଥୀ ଙ୍କ ଭୋଟର ପ୍ରତି ପ୍ରତିବଦ୍ଧତା ହିଁ ନିର୍ବାଚନ ର ମାପକାଠି ହେବା ଦରକାର : ସତ୍ୟ ନାରାୟଣ ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ବରଗଡ : – ଆଜି ଗାନ୍ଧୀ ଙ୍କ ଭାରତ ବର୍ଷ ରେ ସର୍ବଧର୍ମ ସମନ୍ଵୟ , ଭାଇଚାରା, ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରେ ଅବକ୍ଷୟ ଘଟିଛି ଏବଂ ଏକ ନିର୍ଦ୍ଧିଷ୍ଟ ଧର୍ମୀୟ ଭାବନା ରେ ଜନ ସାଧାରଣ ଙ୍କୁ ଆକର୍ଷିତ କରି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପ୍ରତି ଆସୁୟା ଭାବ ସୃଷ୍ଟି କରିବା ଭଳି ବାତାବରଣ ସୃଷ୍ଟି କରାଯାଉଛି ବୋଲି ବିଶିଷ୍ଟ ସାମ୍ବାଦିକ ଊର୍ମିଲେଶ ଶହୀଦ ଦିବସ ଅବସରରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଆଭାଷୀକ ୱେବିନାର ରେ ନିଜର ବକ୍ତବ୍ୟ ରେ କହିଛନ୍ତି । ଗାନ୍ଧୀ ସ୍ମୃତି ପାଠାଗାର ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ଙ୍କ ସଭାପତିତ୍ବ ରେ ଓ ଉପ ସଭାପତି ଡ. ପ୍ରଦୀପ କୁମାର ହୋତା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଭାଷୀକ ୱେବିନାର ରେ ଶ୍ରୀ ଉର୍ମିଲେଶ ” ଗାନ୍ଧୀ ଓ ଜାମ୍ମୁ କାଶ୍ମୀର ” ପ୍ରସଙ୍ଗ ଉପରେ ନିଜର ସାର ଗର୍ଭକ ଉପସ୍ଥାପନା ରେ ତତ୍କାଳୀନ ଭାରତୀୟ ସ୍ଵାଧୀନତା ଓ ତତ୍ ପରବର୍ତ୍ତୀ ସମୟରେ ଜାମ୍ମୁ କାଶ୍ମୀର ରେ ସ୍ଥିତି ଓ ତତ୍କାଲିନ ରାଜା ଓ ସେଠାକାର ଜନ ସାଧାରଣ ଙ୍କ ଭାରତ ବର୍ଷ ରେ ବିଲୀନ ହେବାର ପ୍ରକ୍ରିୟା ରେ ମହାତ୍ମା ଗାନ୍ଧୀ ଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।

ସେ ଏହି ପ୍ରକ୍ରିୟା ରେ ପ୍ରାୟ ସମସ୍ତ ଶ୍ରେୟ ତତ୍କାଲିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ନେସନାଲ କନଫରେନ୍ସ ଦଳ ର ମୁଖ୍ୟ ସେକ ଅବ୍ଦୁଳା ଓ ଜମ୍ମୁ କାଶ୍ମୀର ର ମହାରାଜା ହରି ସିଂ ଙ୍କ ହିଁ ମୁଖ୍ୟ ଅବଦାନ ରହିଛି ବୋଲି କହିଥିଲେ । ଗାନ୍ଧିଜୀ ସେକ ଅବ୍ଦୁଳା, ହରି ସିଂ ଓ ଭାରତ ସରକାର ମଧ୍ୟରେ ଏକ ସମାନ୍ତରାଳ ଖିଅ ଟାଣି ନେହେରୁ ,ସର୍ଦ୍ଦାର ପଟେଲ ଙ୍କ ସହ ମିଶି ଜାମ୍ମୁ କାଶ୍ମୀର କୁ ଭାରତ ବର୍ଷ ସହ ମିଶିବାର ପ୍ରକ୍ରିୟା କୁ ସଫଳତା ସହ ବାଟ ଫିଟାଇ ଥିଲେ। ସେ କହିଥିଲେ ଯେ ଆଜି ଦେଶରେ ଏହି ସବୁ ଇତିହାସ କୁ ଅନ୍ୟ ରୂପ ଦେଇ କଦର୍ଥ କରି ପରିବେଷଣ କରାଯାଉଛି ଓ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୁଦ୍ଧରେ ମନୋବିଜ୍ଞାନିକ ଭାବରେ ପ୍ରସ୍ତୁତ କରାଯାଉଛି।ଭାରତବାସୀ ଙ୍କ ମନରେ ସମଗ୍ର ଜାମ୍ମୁ କାଶ୍ମୀର ର ଜନ ସାଧାରଣ ଙ୍କୁ ଏହି ଦେଶର ଶତ୍ରୁ ସଦୃଶ ଉପସ୍ଥାପନ କରାଯାଉଛି।

ସେ ଅତି କ୍ଷୋଭ ର ସହ କହିଥିଲେ ଯେ ଆଜି ଭାରତ ବର୍ଷ ରେ ‘ସମ୍ମାନ ଓ ସମ୍ବାଦ’ ଉଭୟ ର କଣ୍ଠ ରୋଧ କରାଯାଉଛି ବୋଲି ଶ୍ରୀ ଉର୍ମିଲେଶ ଅତି କ୍ଷୋଭ ର ସହ କହିବା ସହ ଭାରତ ବର୍ଷ ଭଳି ଏକ ସର୍ବ ବୃହତ୍ ଗଣତାନ୍ତ୍ରିକ ଦେଶ ରେ ଏଥିରେ ପରିବର୍ତନ ଆଣିବା ଦରକାର ଓ ଦେଶରେ ସର୍ବଧର୍ମ ସମନ୍ଵୟ ,ଭାଇଚାରା,ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବାର ଜରୁରୀ ଅଟେ ବୋଲି କହିଥିଲେ। ଅନ୍ୟତମ ବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ସତ୍ୟ ନାରାୟଣ ସାହୁ , “ଗାନ୍ଧୀ ଓ ନିର୍ବାଚନ ” ପ୍ରସଙ୍ଗ ରେ ନିଜର ମତ ରଖି କହିଥିଲେ ଯେ ମହାତ୍ମା ଗାନ୍ଧୀ ଙ୍କ ମତରେ ଭୋଟର ପ୍ରତି ପ୍ରତିବଦ୍ଧତା ହିଁ ନିର୍ବାଚନ ର ମାପକାଠି ହେବା ଦରକାର । ଗାନ୍ଧିଜୀ କହୁଥିଲେ ଯେ ଜଣେ ନେତା ଯିଏ ଜନତା ଙ୍କ ପାଖ ରୁ ଭୋଟ ର ଆଶା ରଖେ ସେ ଜନ ସାଧାରଣ ଙ୍କ ଅଭାବ,ଅସୁବିଧା ଓ ଆବଶ୍ୟକତା ଉପରେ ସଂପୂର୍ଣ୍ଣ ଜ୍ଞାନ ଥିବା ଦରକାର ଓ ସେ ତାକୁ ଦୂର କରିବାର ଆନ୍ତରିକତା ରହିବା ଦରକାର। ଭୋଟ ବ୍ୟକ୍ତି ଙ୍କ ବ୍ୟକ୍ତିତ୍ଵ ଓ ସମସ୍ୟା ପ୍ରତି ତାଙ୍କ ଆନ୍ତରିକତା ଦେଖି ଦେବା କଥା ନା କି ଜାତି କି ଧର୍ମ କୁ ଦେଖି।

ସେ ମହିଳା ମାନଙ୍କ ସମସ୍ୟା ର ଦୂରୀକରଣ ପାଇଁ ମହିଳା ମାନଙ୍କ ରାଜନୀତି ରେ ଭାଗିଦାରୀ ର ଘୋର ସପକ୍ଷବାଦୀ ଥିଲେ । ଗାନ୍ଧୀ ଭୋଟ ଦାନ ର ଅଧିକାର, ନିର୍ବାଚନ ରେ କମ ଅର୍ଥ ର ବ୍ୟବହାର ତଥା ନିର୍ବାଚନ ସଂସ୍କାର ଉପରେ ଗୁରୁତ୍ବ ଦେଉଥିଲେ । ଶ୍ରୀ ସାହୁ କହିଥିଲେ ଯେ ଆଜି ଦେଶ ରେ ଗାନ୍ଧିଜୀ ଙ୍କ ମତ ର ବିପରୀତ ରେ କାର୍ଯ୍ୟ ହେଉଛି । ଗାନ୍ଧୀ ବହୁଳ ଅର୍ଥ ର ବିନିଯୋଗ ର ବିରୋଧୀ ଥିବା ବେଳେ ଆଜି ଦଳ ଗୁଡ଼ିକ ବହୁଳ ଅର୍ଥ ର ବ୍ୟବହାର କରୁଛନ୍ତି । ଏଭଳି କି କେଉଁ ଦଳ କୁ କେତେ ଚାନ୍ଦା ମିଳୁଛି ତାରି ଉପରେ ଆଜି ପ୍ରତିଯୋଗିତା ଚାଲିଛି । ଶ୍ରୀ ସାହୁ କହିଥିଲେ ଆଜି ସମୟ ଆସିଛି ଗାନ୍ଧିଜୀ ଙ୍କ ଆଦର୍ଶ କୁ ଆପଣେଇବାକୁ ପଡ଼ିବ ଏବଂ ଭାରତ ବର୍ଷ ରେ ନିର୍ବାଚନୀ ସଂସ୍କାର ଆଣି ଗାନ୍ଧିଜୀ ଙ୍କ ସ୍ଵପ୍ନ କୁ ସାକାର କରିବାକୁ ପଡ଼ିବ।ପାଖାପାଖି ଦେଢ଼ ଘଂଟା ଧରି ଆୟୋଜିତ ଏହି କାର୍ଯ୍ୟକ୍ରମେ ରେ ୬୦ ଜଣ ଶ୍ରୋତା ଭାଗ ନେଇଥିଲେ । ଶେଷରେ ଗାନ୍ଧୀ ସୃତି ପାଠାଗାର ର ସାଧାରଣ ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ସକାଳେ ପାଠାଗାର ର ସମସ୍ତ କର୍ମକର୍ତ୍ତା ସକାଳେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version