• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନର୍ଲା ପଞ୍ଚାୟତିରାଜ ନିର୍ବାଚନ ଏକ ସମ୍ମାନସ୍ଥିତି ପାଇଁ ଲଢେଇ

Proprietor Abhimanyu Maharana by Proprietor Abhimanyu Maharana
January 20, 2022
in ଓଡ଼ିଶା, କଳାହାଣ୍ଡି, ରାଜନୀତି, ହୋମ୍
0
ନର୍ଲା ପଞ୍ଚାୟତିରାଜ ନିର୍ବାଚନ ଏକ ସମ୍ମାନସ୍ଥିତି ପାଇଁ ଲଢେଇ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପଞ୍ଚାୟତରାଜ ନିର୍ବାଚନର ନାମାଙ୍କନ ଆରମ୍ଭ ହେବା ପରେ ବିଭିନ୍ନ ଦଳପକ୍ଷରୁ ଓ ସ୍ଥାନୀୟ ନେତା ମାନଙ୍କର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ୧୭ ତାରିଖ ପ୍ରଥମ ଦିନରେ କୋଭିଡ ୧୯ ଟିକୁ ଆଖି ଆଗରେ ରଖି ପୁରାପୁରି କଡ଼ା ନିୟମ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ପ୍ରଥମ ଦିନରେ ୱ।ର୍ଡସଭ୍ୟ ୨୨ ଓ ସମିତି ସଭ୍ୟ ୩ ଜଣ ବଡଧାରପୁର,ମାଣ୍ଡେଲ ଓ ଉଲିକୁପା ପଞ୍ଚାୟତରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ୧୮ ତାରିଖ ଦ୍ଵିତୀୟ ଦିନରେ ୱ।ର୍ଡସଭ୍ୟ ୧୪ ସରପଞ୍ଚ ୪ ଯଥା ବାଗପୁର, ଘଣ୍ଟମାଲ, ରୁପ୍ରାରୋଡ ଓ ସରିଆଁ ପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସମିତି ସଭ୍ୟ ପାଇଁ ୩ ଜଣ ଭାନପୁର,ଗାଡେବନ୍ଧ,ଗିଗିନା ପଞ୍ଚାୟତର ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ଯଦିଓ ପ୍ରକୃତିର ପାଗ ଶୀତଳ ତଥାପି ରାଜନୈତିକ ପାଗ ଉଷ୍ମତା ହେବା ପରେ ବିଭିନ୍ନ ଦଳପକ୍ଷରୁ ଉତ୍ସାହ ବଢିବା ସାଥେ ପ୍ରାର୍ଥୀ ଚୟନରେ ବିଳମ୍ବ ଆଶାୟୀ ପ୍ରାର୍ଥୀମାନଙ୍କ ନିଦ ହଜିଯାଇଛି। କଳାହାଣ୍ଡି ଜିଲ୍ଲା ଷଷ୍ଠ ଥର ପାଇଁ ଜିଲ୍ଲା ପରିଷଦ ନିର୍ବାଚନ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଦଳପକ୍ଷରୁ କିପରି ଭାବରେ ଭୋଟଦାତାଙ୍କୁ ସମ୍ମାନ ପ୍ରଦାନ କରିବେ ସେଥିପାଇଁ ବିଭିନ୍ନ ରଣକୌଶଳ ନିର୍ଦ୍ଧାରଣ କରିଥିବା ଜଣାପଡିଛି । ବିଶେଷ କରି ନର୍ଲା ବ୍ଳକରେ ଚଳିତ ମାସର ୬ ଓ ୭ ତାରିଖ ଦିନ ବିଜେଡ଼ିର ନିର୍ବାଚନ ଦାୟିତ୍ବରେ ଥିବା ନେତାମାନେ ବିଭିନ୍ନ ବ୍ଳକର ଗ୍ରାମପଞ୍ଚାୟତମାନ ଗ୍ରସ୍ତ କରି ରାଜ୍ୟ ସରକାରର କାର୍ଯ୍ୟକାରୀ ହୋଇଥିବା ଯୋଜନା ସହ ମହିଳା ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଇ ଭୋଟ ହାତେଇବା ପାଇଁ ଚେଷ୍ଟା କରିଛି ।

ସେହିପରି ବିଜେପି କେନ୍ଦ୍ରୀୟ ଯୋଜନା ସହ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଗତ ନିର୍ବାଚନରେ ଜିଲ୍ଲା ପରିଷଦର ସଫଳତାକୁ ଦୋହରାଇବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ କଂଗ୍ରେସ ମମିତା ମେହେର ମିଷ୍ଟ୍ରିକୁ ଆୟୁଧ କରି ନିର୍ବାଚନ ଲଢିବା ଯୋଜନା ରଖିଥିବା ବେଳେ ଏହି ସେମିଫାଇନାଲ ନିର୍ବାଚନ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦିଅନ୍ତି। ଚଳିତ ପଞ୍ଚାୟତରାଜ ନିର୍ବାଚନରେ ନର୍ଲା ବ୍ଳକର ୩ଗୋଟି ଜୋନ ଯଥା ୧ ନଂ ପାଇଁ ସାଧାରଣ ମହିଳା, ୨ନଂ ପାଇଁ ଅନୁସୂଚିତ ଜନଜାତି ଓ ୩ ନଂ ସକାଶେ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷିତ ରହିଛି ।

ତେବେ ୨୦୧୭ ନିର୍ବାଚନରେ ସମସ୍ତ ତିନୋଟି ଯାକ ଆସନ ବିଜେପିର ଅକ୍ତିଆରରେ ରହିଥିଲା ବର୍ତ୍ତମାନ କିପରି ତାହା ବଜାୟ ରଖିବ ତାହା ବିଜେପି ପକ୍ଷରେ ଚିନ୍ତାର ବିଷୟ ହୋଇଛି। ବିଜେପିର ସ୍ଥାନୀୟ ନେତୃବୃନ୍ଦ ପଞ୍ଚାୟତର ସମିତି ଓ ଗ୍ରାମପଞ୍ଚାୟତ ନିର୍ବାଚନରେ ବ୍ୟସ୍ତ ରହୁଥିବାରୁ ତାହା ବିଜେପି କିପରି ମୁକାବିଲା କରିବ ଏବେ ବିଜେପି ନେତା ମାନଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବିଜେଡି ଦଳ ସକାଶେ ଏହି ବ୍ଳକ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି। ଗତ ନିର୍ବାଚନର କ୍ଷତି ଏ ଯାଏଁ ଭରଣ ହୋଇନାହିଁ।

ଯଦିଓ ବିଜେଡି ବିଧାୟକ ନର୍ଲାରୁ ପ୍ରତିନିଧିତ୍ଵ କରୁଛନ୍ତି ତଥାପି ସେ ସ୍ଥାନୀୟ ଦଳୀୟ ନେତୃବୃନ୍ଦଙ୍କୁ ଅସମର୍ଥ ହୋଇଥିବାରୁ ଏହି ନିର୍ବାଚନରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କଂଗ୍ରେସ ନର୍ଲା ବ୍ଳକରେ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିବା ବେଳେ କଂଗ୍ରେସ କର୍ମୀମାନେ କେତେ ମନୋବଳ ବଢାଇ ନିଜର ସ୍ଥିତି ଜାହିର କରିବେ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ। ଚଳିତ ନିର୍ବାଚନ ଆଗାମୀ ଦିନରେ ବିଭିନ୍ନ ଦଳ ସହ ସ୍ଥାନୀୟ ନେତୃବୃନ୍ଦ ସକାଶେ ଆତ୍ମ ସମୀକ୍ଷା କରିବା ପାଇଁ ଇନ୍ଧନ ଯୋଗାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏହି ନିର୍ବାଚନ ନର୍ଲା ବ୍ଳକରେ ସମ୍ମାନ ସ୍ଥିତି ପାଇଁ ଲଢେଇ ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

March 16, 2026
ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

March 16, 2026
ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

March 16, 2026
ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

Australian Consul General Visits CSIR-IMMT to Strengthen Indo-Australian Collaboration in Critical Minerals

March 16, 2026
ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

ଭକ୍ତମାନଙ୍କୁ ପାଣି ଓ ଦହି ପାଣି ଦେଲେ ସିଂହଦ୍ୱାର ଥାନା ପୋଲିସ

March 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version