• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଧାୟକ ଅରବିନ୍ଦ ଢାଲୀଙ୍କୁ ଅଣଦେଖା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେବେ ବୋଲି ଜଣାପଡିଛି ।

Proprietor Abhimanyu Maharana by Proprietor Abhimanyu Maharana
January 20, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିଧାୟକ ଅରବିନ୍ଦ ଢାଲୀଙ୍କୁ ଅଣଦେଖା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେବେ ବୋଲି ଜଣାପଡିଛି ।
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳିସ୍ଥିତି ଲାଗି ରହିଥିବା ବେଳେ ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିସ୍ଫୋରକ ରୂପ ନେଇଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଟିକେଟ ବଂଟାକୁ ନେଇ ବିଜେଡିରେ ଗୋଷ୍ଠୀ ବିବାଦ ବଢିବାରେ ଲାଗିଛି ।ବିଧାୟକଙ୍କୁ ଅଣଦେଖା କରି ‘ହାରୁନେତା’ ତଥା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ଦେବାରୁ ବିଜେଡିରେ ବିସ୍ଫୋରଣ ହୋଇଛି । ବିଧାୟକ ଅରବିନ୍ଦ ଢାଲୀଙ୍କୁ ଅଣଦେଖା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେବେ ବୋଲି ଜଣାପଡିଛି ।

ବିଜେଡିର ବରିଷ୍ଠ ନେତା ଅରବିନ୍ଦ ଢାଲି ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ମଧ୍ୟ ହୋଇଛନ୍ତି । ଏପରିକି ନବୀନ ସରକାରରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ତେବେ ୨୦୧୯ରେ ନିର୍ବାଚିତ ହୋଇଥିଲେ ମଧ୍ୟ ଦଳରେ ତାଙ୍କୁ ଅଣଦେଖା କରାଯାଇଥିଲା । ମୁଖ୍ୟତଃ ଜିଲ୍ଲା ସଭାପତି ତଥା ଜଟଣୀର ‘ହାରୁନେତା’ ବିଭୂତିଭୂଷଣ ବଳବନ୍ତରାୟଙ୍କ ସହ ତାଙ୍କର ଜତିପାତ ପଡିନଥିଲେ । ଫଳରେ ବିଭୂତି ଗୋଷ୍ଠୀ ତାଙ୍କୁ ଦଳରେ କୋଣାଠେସା କରିଦେଇଥିଲେ । ଢାଲିଙ୍କୁ ଚେକ ଦେବାକୁ ବିଭୂତି ଗୋଷ୍ଠୀ ଆମ ସଂଗଠନକୁ ଜୟଦେବରେ ପ୍ରୋମୋଟ କରିବା ଆରମ୍ଭ କରିଥିଲେ ।

ପରିସ୍ଥିତି ଏଭଳି ହୋଇଥିଲା ଯେ ବିଭିନ୍ନ ସରକାରୀ କିମ୍ବା ଦଳୀୟ କାର‌୍ୟ୍ୟକ୍ରମରେ ମଧ୍ୟ ଆମ ସଂଗଠନର ଦବଦବା ରହୁଥିଲା । ଆମ ସଂଗଠନର ଅଧ୍ୟକ୍ଷ କମଲ ଓରଫ ଚନ୍ଦନ ପାତ୍ରଙ୍କୁ ଛାମୁଆ ରାଜନୀତିକୁ ଆଣିବାକୁ ବିଭୂତି ଗୋଷ୍ଠୀ ଅଂଟା ଭିଡିଥିଲେ । କୋଣାଠେସା ହୋଇଥିବା ଢାଲି ଜିଲ୍ଲା ସଭାପତିଙ୍କ ବିପକ୍ଷରେ ଖୋଲାଖୋଲି ମୁହଁ ଖୋଲିବାକୁ ଉଚିତ ମଣିନଥିଲେ । ଫଳସ୍ୱରୂପ ଆଜି ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନ ଓ ଟିକେଟ ବାଂଟିବା ଦାୟିତ୍ୱ ପ୍ରାୟ ବିଧାୟକଙ୍କ ଉପରେ ଛଡାଯାଇଥାଏ । କିନ୍ତୁ ଜୟଦେବରେ ପ୍ରାର୍ଥୀ ଚୟନ ଓ ଟିକେଟ ବଂଟନ କାର‌୍ୟର୍୍ୟକ୍ରମ ହେଲା, ହେଲେ ବିଧାୟକ ଜାଣିପାରିଲେ ନାହିଁ । ତାଙ୍କୁ ସଭାକୁ ମଧ୍ୟ ଡକାଗଲା ନାହିଁ ।

ଜିଲ୍ଲା ସଭାପତି ବିଭୂତି, ଖୋର୍ଦ୍ଧା ଜିଲ୍ଲା ପର‌୍ୟ୍ୟବେକ୍ଷକ କୈଳାଶ ପାତ୍ର ଓ ଆମ ସଂଗଠନର ଅଧ୍ୟକ୍ଷ ଚନ୍ଦନ ପାତ୍ରଙ୍କ ଦ୍ୱାରା ଚୟନ କରାଯାଇଥିବା ୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଟିକେଟ ପାଇଥିବା ପ୍ରାର୍ଥୀମାନେ ଆମ ସଂଗଠନର ସଦସ୍ୟ ବୋଲି ଜଣାପଡିଛି । ତେବେ ଜୟଦେବରେ ବିଧାୟକଙ୍କ ଅଗୋଚରରେ ଟିକେଟ ବଂଟା ପରେ ଢାଲିଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ ହେଉଛି । ଦଳରେ ରହି ଏଭଳି ଅପମାନକୁ ସହ୍ୟ କରିନପାରି, ବିଧାୟକ ଢାଲି ଦଳରୁ ଇସ୍ତାଫା ଦେବେ ବୋଲି ତାଙ୍କର ନିକଟତମ ମହଲରୁ ସୂଚନା ମିଳିଛି । ଶୁକ୍ରବାର କିମ୍ବା ଶନିବାର ଦିନ ଢାଲି ନିଜର ଇସ୍ତଫା ପତ୍ର ଦଳ ସୁପ୍ରିମୋଙ୍କୁ ପଠାଇବେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଧାୟକଙ୍କୁ ବିରୋଧ କରି ବିଭୂତି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଏକ ଚାଲେଞ୍ଜ ହେବ, ଏଥିରେ ସନ୍ଦେହ ନାହିଁ ।

ଢାଲିଙ୍କ ଜଣେ ସମର୍ଥକ ନିଜ ନାମ ଗୋପନ ରଖି କହିଛନ୍ତି, ବିଭୁତି ନନା ଯେମିତି ନିର୍ବାଚନ ବେଳେ ଆସି ବିଜେଡି ଟିକେଟ ବାଂଟେିଲ ସେମିତି ଆଗରୁ ବାତ୍ୟା, ବନ୍ୟା ହଉ ବା କରୋନା ସମୟରେ ଦୁଖ କଷ୍ଟ ବାଂଟି ଥାନ୍ତେ ବହୁତ ଭଲ ହୋଇଥାନ୍ତା । ଆଜିବି ଲୋକେ ସମସ୍ୟା ଭିତରେ ଅଛନ୍ତି, କେବେ ଚେଷ୍ଟା କରିଛ ତାଙ୍କ ସହିତ କଥା ହେବା ପାଇଁ.. । ଯେମିତି ମାନ୍ୟବର ମୁଖ୍ୟମନ୍ତ୍ରୀ କହନ୍ତି ଓଡିଶାର ସାଢେଚାରି କୋଟି ଲୋକ ମୋ ପରିବାର କେବେ ଆପଣ କହିଛନ୍ତି ଜୟଦେବବାସୀ ମୋ ପରିବାର । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଦୟିତ୍ୱ ଦେଇଛନ୍ତି, କିନ୍ତୁ ବିଜେଡିକୁ ଦୁଇଭାଗ କରନ୍ତୁ ନାହିଁ । ଯଦି ପାରୁଛ ଦୁଇ ଭାଗକୁ ଏକ କରନ୍ତୁ, ବିଧାୟକ ଏବଂ ଅମ ସଗଂଠନକୁ ମିଶାଇ ଦିଅନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version