No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଏବେ ନୁତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଢେପାଗୁଡ଼ା ପଞ୍ଚାୟତର ଜଣାଶୁଣା ବିଜେପି ଯୁବ ନେତା ଅଭିମନ୍ୟୁ ଦଳାଇଙ୍କୁ ମଣ୍ଡଳ ସଭାପତି ଭାବେ ରଜନୀ ପ୍ରଧାନଙ୍କ ସୁପାରିଶ କ୍ରମେ ଜିଲ୍ଲା ପ୍ରଭାରୀ ସରୋଜ ସାବତ ଚନ୍ଦ୍ରଗିରି ମଣ୍ଡଳୀ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଅଭିମନ୍ୟୁଙ୍କ ଦଳାଇଙ୍କ ନାମ ମନୋନୀତ କରି ଘୋଷଣା କରିଛନ୍ତି ।
ଦଳ ପକ୍ଷରୁ ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରାଯାଇଛି। ଦଳପକ୍ଷରୁଅନୁଷ୍ଠିତଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କମିଟି ସଦସ୍ୟ ବାପୁନି ସୁଆର, ଶିଵ ମୋହାଙ୍କୁ ଡ଼, ସତ୍ୟ ଦଣ୍ଡସେନା, ଦିବାକର ପ୍ରଧାନ, କାମଦେବ ବଡ଼ନାୟକ, ସୁଧୀର ପାଇକ, ପ୍ରଭାତ ପାତ୍ର, ମନୋଜ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

No Result
View All Result