• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ଦେଢ଼ କିଲୋ ରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଚୋରି : ସନ୍ଧେହରେ ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ ଅଟକ

Abhimanyu Maharana by Abhimanyu Maharana
January 14, 2022
in ଅପରାଧ, ଓଡ଼ିଶା, କୋରାପୁଟ, ମହାନଗର, ହୋମ୍
0
ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ଦେଢ଼ କିଲୋ ରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଚୋରି : ସନ୍ଧେହରେ ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ ଅଟକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଶୁକ୍ରବାର ) କୋରାପୁଟ :- କୋରାପୁଟ ଜିଲା ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ପ୍ରାୟ ଦେଢ଼ କିଲୋରୁ ଊର୍ଦ୍ଧ୍ବ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବ୍ଯାଙ୍କରେ ଜଣେ ଗ୍ରାହକ ସୁନା ଅଳଙ୍କାର ବନ୍ଧକ ରଖିଥିଲେ, ତାହାକୁ ମୁକୁଳାଇ ନେବାକୁ ଆସି ଥିଲେ। ତେବେ ତାହାକୁ ଦେବା ପାଇଁ ଷ୍ଟ୍ରଙ୍ଗ ରୁମରେ ଥିବା ଲକରରେ ଖୋଜିଲା ବେଳେ କୁଆଡ଼େ ମିଳିନଥିଲା। ଏଥିଯୋଗୁଁ ଶାଖା ପରିଚାଳକ ସୁଧାଂଶୁ ରାଉତଙ୍କ ସନ୍ଧେହ ହୋଇଥିଲା। ସେ ସମସ୍ତ ଅଳଙ୍କାର ଖୋଜାଖୋଜି କରିବା ପରେ ୧ କିଲୋ ୬୧୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ମିଳିନଥିଲା”, ସେ ସଙ୍ଗେସଙ୍ଗେ ବ୍ଯାଙ୍କର ଉଚ ଅଧିକାରୀଙ୍କୁ ଜଣାଇବା ସହିତ ଥାନାରେ ଏତଲା ଦେଇଥିଲେ।

ଏତଲା କୁ ଗ୍ରହଣ କରି ଥାନା ଅଧିକାରିଣୀ ଶ୍ବେତପଦ୍ମା ସେଠ୍ ଏକ ମାମଲା ରୁଜୁ କରି କୋରାପୁଟରୁ ସନ୍ଧାନୀ କୁକୁର ମଗାଇ ଥିଲେ। ତେବେ ସନ୍ଧାନୀ କୁକୁର ସହିତ ବିଜ୍ଞାନ ସମ୍ଭନ୍ଧିତ ଦଳ ଆସି ତଦନ୍ତ କରି ଫେରିଛନ୍ତି। ଏପରିକି ବ୍ଯାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଏହି କାରନାମାରେ ବ୍ଯାଙ୍କ କର୍ମଚାରୀ ମାନଙ୍କ ହାତଥିବା ଶୁଣିବାକୁ ମିଳୁଥିବା ବେଳେ ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ କୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅଶ୍ବିନୀ କୁମାର ନାଏକ ପ୍ରକାଶ କରିଛନ୍ତି। ଅଧିକ ତଦନ୍ତ ଚାଲିଥିବା କାରଣରୁ ଆସନ୍ତା କାଲି ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀ ନାଏକ ପ୍ରକାଶ କହନ୍ତି। ଉକ୍ତ ତଦନ୍ତରେ ଲକ୍ଷ୍ମୀପୁର ଥାନା ଅଧିକାରିଣୀ ଶ୍ବେତପଦ୍ମା ସେଠ୍ ଙ୍କ ସହିତ କାକିରିଗୁମା ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତ ଓ ନାରାୟଣପାଟଣା ଥାନା ଅଧିକାରୀ ରଂଜିତ କୁମାର ସାହୁ ସାମିଲ ଅଛନ୍ତି।

ସେହିପରି ଉକ୍ତ ଚୋରି ଘଟଣାପରେ ଯେଉଁ ଗ୍ରାହକ ମାନେ ସୁନା ଅଳଙ୍କାର ବନ୍ଧକ ରଖିଥିଲେ ସେମାନଙ୍କ ମନରେ ଛନକା ପଶିଯାଇଛି,” ଚୋରି ସୁନା ଅଳଙ୍କାର ମଧ୍ୟରେ କେଉଁ ମାନଙ୍କ ଅଳଙ୍କାର ଚୋରି ହୋଇଛି ସେନେଇ ସନ୍ଧିହାନ ହୋଇ ପଡ଼ିଛନ୍ତି। ସେହିପରି ଷ୍ଟ୍ରଙ୍ଗ ରୁମରେ ଥିବା ଲକରର ଦାୟିତ୍ବ ଶାଖା ପରିଚାଳକ ଏବଂ କୋଷାଧ୍ୟକ୍ଷଙ୍କ ନିକଟରେ ରହେ”, ଏହାର ତତ୍ତ୍ବାବଧାରକ ଉଭୟେ। କିନ୍ତୁ ତାଲା ନଭାଙ୍ଗି କିପରି ଏତେ ପରିମାଣର ସୁନା ଅଳଙ୍କାର ଚୋରି ହୋଇଛି ତାହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। 

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ଦଶପଲ୍ଲା ପ୍ରେସ କ୍ଲବ ର ନୂତନ ଗୃହ ଉଦ୍ଘାଟନ ଏବଂ ୧୧ତମ ବାର୍ଷିକ ଉତ୍ସବ

ଦଶପଲ୍ଲା ପ୍ରେସ କ୍ଲବ ର ନୂତନ ଗୃହ ଉଦ୍ଘାଟନ ଏବଂ ୧୧ତମ ବାର୍ଷିକ ଉତ୍ସବ

May 26, 2022
ବୈପାରିଗୁଡା ବ୍ଳକରେ ନବନିର୍ବାଚିତ ଲୋକପ୍ରତିନିଥିଙ୍କୁ ନେଇ ପ୍ରଥମ ସମିତି ବୈଠକ ଅନୁଷ୍ଟିତ

ବୈପାରିଗୁଡା ବ୍ଳକରେ ନବନିର୍ବାଚିତ ଲୋକପ୍ରତିନିଥିଙ୍କୁ ନେଇ ପ୍ରଥମ ସମିତି ବୈଠକ ଅନୁଷ୍ଟିତ

May 26, 2022
କାଳବୈଶାଖିର ତାଣ୍ଡବରେ ଉପୁଡିଲା ଗଛ ଉଡିଗଲା ଟିଣ ଓ ଆଜବେଷ୍ଟ : ଲୋକଙ୍କ ଗ୍ରହଣରେ ପହଂଚିଲେ ଲୋକପ୍ରତିନିଥି

କାଳବୈଶାଖିର ତାଣ୍ଡବରେ ଉପୁଡିଲା ଗଛ ଉଡିଗଲା ଟିଣ ଓ ଆଜବେଷ୍ଟ : ଲୋକଙ୍କ ଗ୍ରହଣରେ ପହଂଚିଲେ ଲୋକପ୍ରତିନିଥି

May 26, 2022
ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

ଦୁର୍ନୀତିମୁକ୍ତ ହେବ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ – ରଙ୍ଗୀନ୍ ମହାନ୍ତି

May 26, 2022

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦଶପଲ୍ଲା ପ୍ରେସ କ୍ଲବ ର ନୂତନ ଗୃହ ଉଦ୍ଘାଟନ ଏବଂ ୧୧ତମ ବାର୍ଷିକ ଉତ୍ସବ

ଦଶପଲ୍ଲା ପ୍ରେସ କ୍ଲବ ର ନୂତନ ଗୃହ ଉଦ୍ଘାଟନ ଏବଂ ୧୧ତମ ବାର୍ଷିକ ଉତ୍ସବ

May 26, 2022
ବୈପାରିଗୁଡା ବ୍ଳକରେ ନବନିର୍ବାଚିତ ଲୋକପ୍ରତିନିଥିଙ୍କୁ ନେଇ ପ୍ରଥମ ସମିତି ବୈଠକ ଅନୁଷ୍ଟିତ

ବୈପାରିଗୁଡା ବ୍ଳକରେ ନବନିର୍ବାଚିତ ଲୋକପ୍ରତିନିଥିଙ୍କୁ ନେଇ ପ୍ରଥମ ସମିତି ବୈଠକ ଅନୁଷ୍ଟିତ

May 26, 2022
  • About
  • Advertise
  • Privacy & Policy
  • Contact

© 2020 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2020 Odisha Taza News.