No Result
View All Result
ଜଣେ ଦକ୍ଷ ସଂଗଠକ, ବିିପିୟୁଟି ଛାତ୍ରସଂଘର ପୂର୍ବତନ ଛାତ୍ରନେତା
ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡ଼ିଶା ପ୍ରଦେଶ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଉପସଭାପତି ରୂପେ ଯୁବସମାଜସେବୀ ଦୀପକ ମହାନ୍ତିଙ୍କୁ ନିଯୁକ୍ତି କରାଯାଇଛି ।
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଜଣାଶୁଣା ଯୁବନେତା ତଥା ଯୁବ ସମାଜସେବୀ ଇଂ ଦୀପକ ମହାନ୍ତିଂକୁ ଭାରତୀୟ ଜନତା ଯୁବମୋର୍ଚା ଭୁବନେଶ୍ବର ର ଉପସଭାପତି ରୂପେ ନିଯୁକ୍ତି କରାଯାଇଛି | ଶ୍ରୀ ମହୀନ୍ତି ଦୀର୍ଘ ଦିନ ଧରି ଛାତ୍ର ଓ ଯୁବ ରାଜନୀତିରେ ସକ୍ରିୟ ରହି କାମ କରୁଥିଲେ ଓ ବିପିୟୁଟି ର ସଂଗଠନର ଉପଦେଷ୍ଟା ରୁପେ କାର୍ଯ୍ୟ କରୁଥିଲେ |

ତା ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହି ବିଭିନ୍ନ ଗଠନମୂଳକ କାର୍ଯ୍ୟ ରେ ନିଜର ଉତ୍କର୍ଷ ଦେଖାଇଛନ୍ତି ଓ ସେଥିପାଇଁ ବହୁବାର ପ୍ରଶଂସିତ ହୋଇଛନ୍ତି | ମାନନୀୟ ପ୍ରଧାନମନତ୍ରୀ ଂକ ବିଭିନନ୍ ଯୋଜନାକଂକୁ ଲୋକଂକ ପାଖରେ ପହଂଚାଇବା ସହ ରାଜ୍ୟର ଯୁବକ ମାନଂକ ଅଧିକାର ପାଇଁ କାର୍ଯ୍ୟ ଜାରିରଖିବେ ବୋଲି କହିଛନ୍ତି |

ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ରାଜ୍ୟ ଯୁବସଭାପତି ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ୱର ଜିଲ୍ଳା ସଭାପତି ଶ୍ରୀଯୁକ୍ତ ବାବୁ ସିିଂ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।


No Result
View All Result