• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ଼ର ଖବର କାଗଜ ବିତରକ – ବାବୁଲା

Proprietor Abhimanyu Maharana by Proprietor Abhimanyu Maharana
January 1, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ନୟାଗଡ଼ର ଖବର କାଗଜ ବିତରକ – ବାବୁଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ନୟାଗଡ଼ :- ଏ କଥାଟି କହିଛନ୍ତି ଆଜକୁ କ୍ରମାଗତ ଭାବେ ୩୯ ବର୍ଷ ହେଲା ଖରା, ବର୍ଷା, ଶୀତ, କାକରକୁ ଖାତିର ନକରି ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ନୟାଗଡ଼ ସହରରେ ସମସ୍ତ ଙ୍କ ଘରେ ଖବର କାଗଜ ପକେଇ ଦେଉଥିବା ନୀଳକଣ୍ଠ…. ସହରର ଅତିପ୍ରିୟ ବାବୁଲା….| ବିଭନ୍ନ ବର୍ଗର ଲୋକ ପରସ୍ପରକୁ ନବ ବର୍ଷର ସୁଭେତ୍ସା, ଅଭିନନ୍ଦନ ଜଣାଉଥିଲା ବେଳେ ସକାଳୁ ସକାଳୁ ସମସ୍ତ ପାଖରେ ତାଜା ଖବର ପହଞ୍ଚାଉଥିବା, ନିତିଦିନର ଖବର ଜଣାଇବାରେ ମୁଖ୍ୟ ମାଧ୍ୟମ ପାଲଟି ଥିବା ଆମ ଖବର କାଗଜ ବିତରକ ମାନଙ୍କୁ ସାଧାରଣତଃ କେହି ଅଭିନନ୍ଦନ ଜଣାଇନଥାନ୍ତି….

ଏ କଥାଟି ମୋତେ ବେଶ ଆନ୍ଦୋଳିତ କରିଥାଏ ଆଉ ଆଜି ମଧ୍ୟ କଲା…. ଏହି ପରିପ୍ରେକ୍ଷୀରେ ମୁଁ ଆଜି ଆଉ କୁଆଡେ କିଛି କାମ ନରଖି କାହା ପାଖକୁ ନଯାଇ କେବଳ ଯଦି ଜଣେ ହେଉନା କାହିଁକି ଜଣେ ଖବର କାଗଜ ବିତରକଙ୍କୁ ହିଁ ଅଭିନନ୍ଦନ ଆଉ ସୁଭେତ୍ସା ଜଣାଇବା ପାଇଁ ସ୍ଥିର କାଲି….. ଆଉ ସୌଭାଗ୍ୟକୁ ନୟାଗଡ଼ ସହରରେ 1983 ମସିହାରୁ ନିଜ ପିତାଙ୍କ ସହ ଆସି ଖବର କାଗଜ ବିତରଣ କରୁଥିବା ନୀଳକଣ୍ଠଙ୍କୁ (ବାବୁଲା) ହାତରେ ସାଇକେଲ ଧରି ଚାଲି ଚାଲି ଖବର କାଗଜ ଦେଇ ଫେରୁଥିବା ବେଳେ ଦେଖାହେଲା ….

ସଂଗେ ସଂଗେ ନିକଟରେ ଥିବା ଗୋଟିଏ ଫୁଲ ଦୋକାନରୁ ଗୋଟିଏ ଗୋଲାପ ଫୁଲ କିଣି ଆଣିଲି ଆଉ ବାବୁଲାଙ୍କୁ କୁଣ୍ଢାଇ ଧରିଲି ଆଉ ତାଙ୍କୁ ସ୍ନେହରେ ନବ ବର୍ଷ 2022 ର ଅଭିନନ୍ଦନ, ତାଙ୍କର ମଙ୍ଗଳ କାମନା ସହ ସୁଭେତ୍ସା ଜଣାଇଲି…. ଲକ୍ଷ କଲି ବାବୁଲା କାନ୍ଦ କାନ୍ଦ ହୋଇ ଯାଉଛନ୍ତି ଆଉ ତା ଭିତରେ ଦେଖିଲି ବାବୁଲାଙ୍କର ହସ କାନ୍ଦ ମିଶା ଲୋତକ ପୂର୍ଣ୍ଣ ଆଖି ଯୋଡିକ ମୋ ଆଡେ ଚାହିଁଛନ୍ତି…. ପଚାରିଲି ବାବୁଲା କଣ କହିବକି..???? ଉତ୍ତର ଦେଲେ ବାବୁଲା ଯିଏ ଯା’ଠୁ କିଛି ପାଉଛନ୍ତି ବା ପାଇବାର ଆଶା ରଖିଛନ୍ତି ଏଠି ସେମାନଙ୍କ ଭିତରେ ଅଭିନନ୍ଦନ ଦିଆ ନିଆ ଚାଲିଛି…

ହେଲେ ଆପଣ ମୋଠୁ କିଛି ପାଇବେ ନାହିଁ ଜାଣି ମଧ୍ୟ ମୋତେ ଗୋଟେ ବଡ଼ ଆସନରେ ବସେଇ ଦେଲେ କେହି କେବେ ଆମକୁ ଅଭିନନ୍ଦନ ଜଣାଉ ନଥିବାବେଳେ ଆପଣ ଦେଲେ ସେଥିପାଇଁ ଆପଣଙ୍କୁ ମହାପ୍ରଭୁ ଦୀର୍ଘାୟୁ କରନ୍ତୁ….ଆଉ କଣ ଖବରକାଗଜ ବିତରକ ବାବୁଲା କହିଲେ ଜାଣିଛନ୍ତି ରାମବାବୁ ଆପଣ ସ୍ନେହ ଦେଲେ, ମମତା ଦେଲେ ଆଉ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦେଲେ…. କଣ ଦେଲେ ନା କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ୨ ବର୍ଷର କୋଭିଡ ଆର୍ଥିକ ସହାୟତା ୩ ହାଜର ଟଙ୍କା ଲେଖାଏଁ ୬ ହଜାର ଟଙ୍କା ଦେଲେ….

ଏଇଠି ଥାଇ ମୁଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନବ ବର୍ଷର ଅଭିନନ୍ଦନ ଜଣାଉଛି…. ନବୀନଙ୍କର ମଧ୍ୟ ଦୀର୍ଘ ନିରାମୟ ଜୀବନ ମହାପ୍ରଭୁଙ୍କ ନିକଟରେ ରଖୁଛି….କେହି ଆମ ଖବର କାଗଜ ବିତରକଙ୍କୁ କେବେ ଆର୍ଥିକ ପୁରସ୍କାର ଦେଇ ନଥିଲେ ନବୀନ ଦେଲେ ଆଉ ନୟାଗଡ଼ରେ ଦୀର୍ଘ ୩୯ ବର୍ଷ ଧରି ଖବର କାଗଜ ବିତରଣ କରି ଆସୁଥିଲେ ମଧ୍ୟ କେହି କେବେ ଫୁଲଟିଏ ଦେଇ ମୋତେ ଅଭିନନ୍ଦନ ଜଣାଇ ନଥିଲେ ଆପଣ ଜଣାଇଲେ….ତେଣୁ କହିଲି ରାମବାବୁ ଆପଣ ଦେଲେ…. ଆଉ ନବୀନ ବାବୁ ଦେଲେ…. ଏ କଥା ବାବୁଲାଙ୍କ ଠାରୁ ଶୁଣି ମୋର ମଧ୍ୟ ଆଖିରେ ଲୁହ ଆସି ଯାଇଥିଲା ଆଉ ନିଜର ନବ ବର୍ଷ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇବା ପର୍ବଟି ଉଚିତ ବ୍ୟକ୍ତିଙ୍କ ପାଖରେ ସମ୍ପର୍ଣ୍ଣ ହୋଇଥିବାରୁ…. ବାବୁଲାଙ୍କ ଅନୁରୋଧ କ୍ରମେ ତାଙ୍କ ସହ ଫୋଟୋ ଟିଏ ଉଠାଇ ନିଜ କର୍ତବ୍ୟ ପଥରେ ଅଗ୍ରସର ହେଲି…|

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

June 25, 2026
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version