No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଶୁକ୍ରବାର ) ରଣପୁର :- ଗୁରୁବାର ୩୦.୧୨.୨୦୨୧ ସନ୍ଧ୍ୟାରେ ସାମ୍ବାଦିକ ଅଭିମନ୍ୟୁ ମହାରଣା ଙ୍କ ମା କୁନ୍ତଳା ମହାରଣା ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳ କୁ ତାଙ୍କୁ ୮୫ ବର୍ଷ ହୋଇଥିଲା । କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡିଥିବାରୁ କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିଲେ । ମୃତ୍ୟୁ ବେଳକୁ ତିନି ପୁଅ, ବୋହୁ ,ଝିଅ ସମେତ ନାତି , ନାତୁଣୀ , ନାତୁଣୀ ବୋହୁ ସମସ୍ତେ ଉପସ୍ଥିତ ଥିଲେ । ଗୁରୁବାର ୩୦.୧୨.୨୦୨୧ ସନ୍ଧ୍ୟାରେ ତାଙ୍କ ବାସଭବନ ରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସେ ଜଣେ ଧର୍ମପରାୟଣ ମହିଳା ଥିବା ସହ ଛୋଟ ଛୋଟ ପିଲାମାନଙ୍କୁ ଝଡା ଫୁଙ୍କା କରି ବିଭିନ୍ନ ପ୍ରକାର ରୋଗରୁ ଭଲ କରୁଥିଲେ । ଗୁରୁବାର ୩୦.୧୨.୨୦୨୧ ତାଙ୍କର ମୃତ୍ୟୁ ରେ ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରାଜନୈତିକ ମହଲ ରେ ଏଭଳି ଏକ ଧାର୍ମିକ ମହିଳା ଙ୍କ ବିୟୋଗରେ ଦୁଃଖିତ ହେବା ସହ ପରିବାର କୁ ସମବେଦନା ଜଣାଇଛନ୍ତି ।


No Result
View All Result