• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଆଗେଇନେବା ପାଇଁ ଭାରତକୁ ନେଇ ଆମୱେର ବୃହତ ଯୋଜନା – ମିଲିନ୍ଦ ପନ୍ତ, ଗ୍ଲୋବାଲ ସିଇଓ, ଆମୱେ

Proprietor Abhimanyu Maharana by Proprietor Abhimanyu Maharana
December 24, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଆଗେଇନେବା ପାଇଁ ଭାରତକୁ ନେଇ ଆମୱେର ବୃହତ ଯୋଜନା – ମିଲିନ୍ଦ ପନ୍ତ, ଗ୍ଲୋବାଲ ସିଇଓ, ଆମୱେ
Share on FacebookShare on TwitterWhatsapp

– ଆମୱେର ବହୁବର୍ଷୀୟ ରଣନୀତି ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଔଦ୍ୟୋଗିକତା ଉପରେ କେନ୍ଦ୍ରୀଭୂତ ବିଶ୍ୱସ୍ତରୀୟ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଉଛି
– ନିୟୁତାଧିକ ଭାରତୀୟଙ୍କ ପାଇଁ ଔଦ୍ୟୋଗିକି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ରଖିଛି
– ନବୋନ୍ମେଷ ଓ ବିଜ୍ଞାନ, ଡିଜିଟାଲ ପ୍ରଯୁକ୍ତି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ଭୁବନେଶ୍ୱର :- ବିଶ୍ୱର ଏକ ନମ୍ବର ପ୍ରତ୍ୟକ୍ଷ ବିକ୍ରେତା କମ୍ପାନୀ ଆମୱେ, ଏହାର ପୋଷଣ ଓ କଲ୍ୟାଣକାରୀ ଉତ୍ପାଦ ବର୍ଗ ସହିତ ଔଦ୍ୟୋଗିକ ଗୋଷ୍ଠୀ ସୃଷ୍ଟି ପାଇଁ ପ୍ରୟାସ ଜରିଆରେ ଭାରତରେ ନିଜର ଅଭିବୃଦ୍ଧି ଧାରା ନିରନ୍ତର ଜାରି ରଖିଛି । କମ୍ପାନୀ ସଂପ୍ରତି ପରବର୍ତ୍ତୀ ରୂପାନ୍ତରଣ ସ୍ତରକୁ ଯିବାକୁ ପ୍ରସ୍ତୁତ, ଏହାର ଗ୍ଲୋବାଲ ସିଇଓ ମିଲିନ୍ଦ ପନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସନନ୍ଦ ଆଧାରରେ ଏହା ଅଭିବୃଦ୍ଧି ରଣକୌଶଳ ପୁନଃ ପ୍ରସ୍ତୁତ କରୁଛି ।

ଔଦ୍ୟୋଗିକତା ସୁଯୋଗ ସୃଷ୍ଟି ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ ବର୍ଗରେ ଦୀର୍ଘସୂତ୍ରୀ ମୂଲ୍ୟ ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଏହା ପ୍ରଦାନ କରିଆସୁଥିବା ଗୁରୁତ୍ୱ ଅନୁଯାୟୀ ଆମୱେ ନବୋନ୍ମେଷ ଓ ବିଜ୍ଞାନ, ଡିଜିଟାଲ ପ୍ରଯୁକ୍ତି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସକାଶେ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ପାଇଁ ବରାଦ କରିଛି ।

ଆମୱେ ବ୍ୟବସାୟ ପରିଚାଳନା କରୁଥିବା ୧୦୦ରୁ ଅଧିକ ବଜାର ମଧ୍ୟରେ ଭାରତ ଅନ୍ୟତମ ମୁଖ୍ୟ ଅଭିବୃଦ୍ଧି ବଜାର ହୋଇଛି । ଏଥିସହିତ ଡିଜିଟାଲ, ବିନିର୍ମାଣ ସ୍ୱୟଂଚାଳନା, ନବୋନ୍ମେଷ ଏବଂ ପୋଷଣ ବିଭାଗରେ ପ୍ରାଧାନ୍ୟ ପୂର୍ବକ ଆମୱେ ପାଇଁ ଭାରତ ଶ୍ରେଷ୍ଠ ତିନିଟି ପସନ୍ଦଯୋଗ୍ୟ ପୁଞ୍ଜିନିବେଶ ସ୍ଥଳ ମଧ୍ୟରେ ରହିଛି । ନିଜର ଗୁଣବତ୍ତା ସଂପନ୍ନ ସ୍ୱାସ୍ଥ୍ୟକର ଏବଂ କଲ୍ୟାଣକାରୀ ଉତ୍ପାଦ ତଥା ଅତୁଳନୀୟ ବ୍ୟବସାୟିକ ସୁଯୋଗ ପାଇଁ ପରିଚିତ ଆମୱେ, ଏହାର କାର୍ଯ୍ୟକାରିତାର ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ନିଜ ପାଇଁ ମଜଭୁତ ସ୍ଥାନ ସୃଷ୍ଟି କରିଛି ।

ଏହି ଅଗ୍ରଣୀ ଉଦ୍ୟୋଗୀ-ନେତୃତ୍ୱକାରୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଗବେଷଣା ଓ ବିକାଶ, ବିନିର୍ମାଣ ସ୍ୱୟଂଚାଳନା, ନବୋନ୍ମୋଷ ଏବଂ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ତଥା ଭାରତରେ ଡିଜିଟାଲ ସାମର୍ଥ୍ୟକୁ ସୁଦୃଢ କରିବା ସକାଶେ ୨୦ ନିୟୁତ ଡଲାରରୁ ଅଧିକ (୧୭୦ କୋଟି ଟଙ୍କା) ନିବେଶ କରିବାକୁ ଘୋଷଣା କରିଥିଲା । ଆମୱେ ଗ୍ଲୋବାଲ ସିଇଓ, ମିଲିନ୍ଦ ପନ୍ତ କହିଛନ୍ତି, “ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ଧାରା ସ୍ୱାସ୍ଥ୍ୟ ଓ କଲ୍ୟାଣ ଏବଂ ଔଦ୍ୟୋଗିକତା ଉପରେ ଦୃଷ୍ଟିନିବଦ୍ଧ କରୁଛି । ସଂପ୍ରତି ଔଦ୍ୟୋଗିକତାର ଯେଭଳି ଭାବରେ ଗଣତାନ୍ତ୍ରିକିକରଣ କରାଯାଉଛି ତାହା ପୂର୍ବରୁ କେବେ ହୋଇନଥିଲା ।

ଏବଂ ଆମୱେରେ, ଉଦ୍ୟୋଗୀ-ନେତୃତ୍ୱକାରୀ ଏକ ସାମାଜିକ ଭାବଧାରା ଭାବରେ, ଆମର ଦୂରଦୃଷ୍ଟି ହେଉଛି ଆମର ସର୍ବ-ସମାବେଶୀ ବ୍ୟବସାୟିକ ସୁଯୋଗକୁ ନେଇ ପରବର୍ତ୍ତୀ ପିଢିର ଉଦ୍ୟୋଗୀ ସୃଷ୍ଟିକରିବା, ନିୟୋଜିତ ଉପଭୋକ୍ତାଙ୍କର ଏକ ଗୋଷ୍ଠୀ ସୃଷ୍ଟି କରିବା ଏବଂ ତାହାକୁ ବଜାୟ ରଖିବା ପ୍ରକ୍ରିୟା ସେମାନଙ୍କ ପାଇଁ ୧୦ ଗୁଣ ସହଜ କରି ଗଙ୍ଘିତୋଳିବା । ନିଯୁକ୍ତି ଦୃଶ୍ୟପଟ୍ଟରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଏବଂ ଆଗ୍ରହପୂର୍ଣ୍ଣ ଅର୍ଥନୀତିର ଉତ୍‍ଥାନ ଫଳରେ ଔଦ୍ୟୋଗିକତା ଅନ୍ୟତମ ପସନ୍ଦଯୋଗ୍ୟ ବିଷୟ, ବିଶେଷକରି ମହିଳା ଏବଂ ଯୁବବର୍ଗଙ୍କ ନିମନ୍ତେ ହୋଇଛି ।

ଆମୱେ ଏକ ସୁସଂହତ ପରିବ୍ୟବସ୍ଥା ସୃଷ୍ଟି ଜରିଆରେ ସେହି ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା ଅଥବା ଆର୍ଥିକ ପରିସ୍ଥିତି ନିର୍ବିଶେଷରେ ସେମାନଙ୍କର ଆଗ୍ରହ ଏବଂ ଇଛା ମୁତାବକ ବ୍ୟବସାୟର ମାଲିକ ହେବା ଏବଂ ତାହା ପରିଚାଳନା କରିବା ନିମନ୍ତେ ସୁଯୋଗ ଯୋଗାଇ ଦେଇ ଏହି ଅଭିବୃଦ୍ଧିଶୀଳ ଧାରାର ସଦୁପଯୋଗ କରୁଛି । ଆମୱେ ପ୍ରତ୍ୟେକଙ୍କ ପାଇଁ !

ଔଦ୍ୟୋଗିକତାକୁ ଆଗେଇନେବା କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ, ବିଶେଷକରି ମହିଳା ଓ ସହସ୍ରାବ୍ଦର ଯୁବବର୍ଗଙ୍କ ମଧ୍ୟରେ ନାରୀ ଶକ୍ତି ଏବଂ ଆମ୍‍ୟଙ୍ଗ ଭଳି ବିବିଧ ପ୍ରୟାସ ଜରିଆରେ ସେମାନଙ୍କ ଆଗ୍ରହକୁ ଆଗେଇ ନେବାରେ ସହାୟତା କରିବା ଏବଂ ସେମାନଙ୍କ ପାଇଁ ସଫଳ ବ୍ୟବସାୟିକ ଉଦ୍ୟୋଗ ସୃଷ୍ଟି କରିବାରେ ସଫଳ ହୋଇଛୁ, ଏବଂ ପରିଣତିରେ ସେମାନଙ୍କୁ ସେମାନଙ୍କୁ ଆଗ୍ରହରଉଦ୍ୟୋଗୀ (ପାସନପ୍ରିନ୍ୟୋର୍ସ)ରେ ପରିଣତ କରିପାରିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version