No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ନୟାଗଡ଼ :- ସମୁଦାୟ 1976 ଜଣ ଙ୍କୁ ବଣ୍ଟନ କରାଗଲା. ଆଜି ଆୟୋଜିତ 2 ଟି କେନ୍ଦ୍ର ମାଧ୍ୟମରେ ଏହି କାର୍ଡ ପ୍ରଦାନ କରାଯାଇଛି. ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ଓ ମା ଦକ୍ଷୀଣ କାଳୀ ପଡିଆରେ ଏଥିପାଇଁ 2 ଟି କେନ୍ଦ୍ର କରାଯାଇ ଥିଲା. ପୌର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଉଭୟ କେନ୍ଦ୍ରରେ କାର୍ଡ ବଣ୍ଟନ କରାଯାଇଥିଲା.
ସହରକୁ 52 କୋଟି ଟଙ୍କା ମଞ୍ଜୁର କରାଯାଇଛି ଏହି ଅର୍ଥ ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିବା ସହିତ ସହରରେ ଆଉ 23 km ରାସ୍ତା କୁ LED ଲାଇଟ୍ ସଂଯୋଗ କରାଯିବ ବୋଲି ସୂଚନା ଦେଇଥିଲେ.
ଏହି ସ୍ମାର୍ଟ କାର୍ଡ ମାଧ୍ୟମରେ ପୁରୁଷ ବ୍ୟକ୍ତି 5 ଲକ୍ଷ ଓ ମହିଳା ମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ପାଇପାରିବେ ଓ ସରକାରୀ ବେସରକାରୀ ପ୍ରାୟ 200 ଟି ଡାକ୍ତରଖାନା ଓ କ୍ଲିନିକ ରେ ସୁବିଧା ଉପଲବ୍ଧି ହୋଇପାରିବେ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ.

No Result
View All Result