No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା “ମୁକ୍ତା ” ଯୋଜନା ମାଧମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିତ କରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପ ର ମଞ୍ଜୁରୀ ସକାଶେ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ନିବେଦନ କରାଯଇଛି l
ଗଜପତି ଜିଲ୍ଲାର ପୌରପରିଷଦର ଜନସାଧାରଣ ସହର ଭିତ୍ତିଭୁମି ର ବିକାଶ ନିମନ୍ତେ ୫୯ଟି ପ୍ରକଳ୍ପ ପାଇଁ ୪ କୋଟି ୯୧ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାପ ଦିଆଯାଇଛି l ଗଜପତି ଜିଲାରେ ରାଜ୍ୟ ପ୍ରଯ୍ୟବେକ୍ଷକଶ୍ରୀ ଅତୁନ ସବ୍ୟସଚି ସାହୁ ଉପସ୍ଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ସହର ସ୍ୱୟଂସହାୟକ ଗୋଷ୍ଠୀ ସମସ୍ତ ପ୍ରକଳ୍ପ ମଞ୍ଜୁର କରିବାକୁ 5ଟି ସଚିବକୁ ଅନୁରୋଧ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ପୌରପରିଷଦ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେଲା ମୀନ ପାର୍କ, ଓପେନଜିମ, ଚିଲଡ଼ ପ୍ଲେ ଷ୍ଟେସନ, ୱାକିଙ୍ଗ ଟ୍ରକ, ଲୂ, ଭେଣ୍ଡି ଜନ ହେବାର ବୈଠକ ରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଜ୍ଞାନରଞ୍ଜନ ମାଝୀ ନିର୍ବାହ ଅଧିକାରୀ ଉପସ୍ଥିତ ଥିଲେ

No Result
View All Result