No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ନୟାଗଡ,ଇଟାମାଟି :- ଇଟାମାଟି ବିଜୁମହାତବ ସ୍ବେଚ୍ଛାସେବୀ ସଂଗଠନ ତରଫରୁ କଳା, ସାହିତ୍ୟ, ସଂସ୍କୃତି ସମ୍ବର୍ଦ୍ଧନା ଉତ୍ସବ ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇ ଛି, ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଅଶୋକ କୁମାର ନାୟକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏସମ୍ବର୍ଦ୍ଧନା ଉତ୍ସବରେଇଟାମାଟି ଅଞ୍ଚଳ ର ପ୍ରାୟ 200ଜଣକୁ ସାହିତ୍ୟ, କଳା ସଂସ୍କୃତିବିଭିର୍ନ ବିଭାଗ ର ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଂକୁ ସମ୍ବର୍ଦ୍ଧିତ କରାଯାଇ ଥିଲା,

ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନ ଙ୍କ ସୌଜନ୍ୟ ରେ ଅନୁଷ୍ଠିତ ଏ ଉତ୍ସବ କୁ ସଂଯୋଜନା କରିଥିଲେ ନିକୁଲ ର ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ଅନ୍ୟମାନଙ୍କ ମଧ୍ୟରେ ଶରତ କୁମାର ସାହୁ, ଶ୍ରବଣ ରାମ, କିଶୋର ନାୟକ,କବି ଗୋଦାବରୀଶ ମିଶ୍ର, ଏ ଉତ୍ସବ ରେ ସାନମାନିତଅତିଥି ରୂପେ ଯୋଗ ଦେଇଥିଲେ,

ପୂର୍ବ ତନ ପୋଲିସ ଇନ୍ସ୍ପେକଟର ସରୋଜ ସାହୁ ସମ୍ବର୍ଦ୍ଧନା ର ଉତ୍ତର ରେ ନିଜେ ଲେଖିଥିବା କବିତା ଇଟାମାଟି ସାଂସ୍କୃତିକ ବୈଭବ ଏବଂ ଏ ଅଞ୍ଚଳ ର ମଣିଷ ମାନଙ୍କ ଆତିଥେୟତା କୁ ପ୍ରକାଶ କରି କବିତl ଆବୃତ୍ତି କରିଥିଲେ,, ଶେଷ ରେ ସମାଜ ସେବୀ ଭାଗିରଥି ବାଇ ଧନ୍ୟବାଦ ଅର୍ପଣ କରିଥିଲେ,

No Result
View All Result