• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ରଣପୁର ବ୍ଲକ୍ : ଆୟୋଜିତ ପ୍ରଶାସକଙ୍କର ଅବ୍ୟବସ୍ଥିତ ଢଙ୍ଗ ଜନମାନସରେ ଆଲୋଚନା ବିଷୟ

Proprietor Abhimanyu Maharana by Proprietor Abhimanyu Maharana
December 14, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
0
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ରଣପୁର ବ୍ଲକ୍ : ଆୟୋଜିତ ପ୍ରଶାସକଙ୍କର ଅବ୍ୟବସ୍ଥିତ ଢଙ୍ଗ ଜନମାନସରେ ଆଲୋଚନା ବିଷୟ
Share on FacebookShare on TwitterWhatsapp

ନିର୍ବାଚନ ମଣ୍ଡଳୀର ଦାୟିତ୍ଵ ଗ୍ରହଣ ଥିବା ବ୍ୟକ୍ତିବିଶେଷ ଓ ନିର୍ବାଚନ ମଣ୍ଡଳୀର ମୁଖିଆ ତଥା ସମସ୍ତଙ୍କ ପ୍ରିୟ ବୋଲାଉଥିବା ବାଦଲଭାଇ ଙ୍କ ଉପସ୍ଥିତିରେ ଜଗତର ନାଥ ତଥା କୋଟି କୋଟି ଓଡ଼ିଆଙ୍କ ପ୍ରାଣବିନ୍ଦୁ ଶ୍ରୀ ଜଗନ୍ନାଥ ଯଦି ଅବହେଳିତ ଅସମ୍ମାନିତ ତେବେ ଜନତାଙ୍କର ଗୋଟିଏ ପ୍ରଶ୍ନ ” ଆମେ କୋଉଠି”

ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ ନିମନ୍ତେ ଆୟୋଜିତ ପ୍ରଶାସକଙ୍କର ଅବ୍ୟବସ୍ଥିତ ଢଙ୍ଗ ଜନମାନସରେ ଆଲୋଚନା ବିଷୟ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) ନୟାଗଡ ଜିଲ୍ଲା,ରଣପୁର .ଏନ.ଏସି :- ଜନମାନସର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଭରଚୁଆଲ ମିଟିଂ ମାଧ୍ୟମରେ ନୟାଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ ର ବ୍ୟବସ୍ଥା କରାଇଥିଲେ । ନୟାଗଡ ଜିଲ୍ଲା ରଣପୁର ଏନଏସି ରେ ବାଘସମନ୍ତ ପଡିଆ ଠାରେ ଉକ୍ତ କାର୍ଯ୍ୟକ୍ରମ ପ୍ରଶାସକ ଯଥାକ୍ରମେ BDO , କାର୍ଯ୍ୟନିର୍ବାହୀ ଅଧିକାରୀ ରଣପୁର NAC ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ରଣପୁର ର ବିଧାୟକ ସତ୍ୟ ନାରୟଣ ପ୍ରଧାନ ମହୋଦୟ ଯୋଗଦାନ କରିଥିଲେ।

ଆୟୋଜକଙ୍କ ସୁସଜ୍ଜିତ ମଞ୍ଚ ବିଧାୟକ ତଥା କାର୍ଡ ଗ୍ରହଣ କରିବାକୁ ଆସିଥିବା ବ୍ୟକ୍ତିଗଣଙ୍କୁ ସ୍ବାଗତ ଜଣାଇଥିଲା ସତ ମାତ୍ର ମଞ୍ଚରେ ସ୍ଥାପିତ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କୁ ପାସୋରି ଦେଇଥିବାରୁ ଆୟୋଜକ ତଥା ବିଧାୟକ ଆଲୋଚନାର ବିଷୟବସ୍ତୁ ପାଲଟିଥିଲେ । ଭଗବାନ ଙ୍କ ସମ୍ମୁଖରେ ନତମସ୍ତକ ନହୋଇ ପ୍ରଦୀପ ପ୍ରଜ୍ବଳନ ନ କରାଇ ଭରଚୁଆଲ ମିଟିଂ ର ଆରମ୍ଭ କରାଯାଇଥିଲା ।

ମାନ୍ୟବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ . ଅରୁଣ କୁମାର ସାହୁ  , ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ତଥା ସାଢେ଼ ଚାରି କୋଟି ଓଡ଼ିଆଙ୍କର ନେତା ନବୀନ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତଦିନର ଗୁରୁତ୍ଵ ଭରଚୁଆଲ ମିଟିଂ ହିଁ ଥିଲା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ପରେ ଉପସ୍ଥିତ ନେତୃବୃନ୍ଦ ତଥା ସମସ୍ତ ଜନତା ଭରଚୁଆଲ ମିଟିଂ ର ପରିସମାପ୍ତି ଘଟିଥିବା ଚିନ୍ତା କରି ନିଜ ନିଜର ସ୍ଥାନ ଛାଡ଼ୁଥିବା ସମୟରେ ଉକ୍ତ ସମୟକୁ ବୈଠକର ପ୍ରାରମ୍ଭ ବୋଲି ଘୋଷଣା କରିଥିଲେ ମାନ୍ୟବର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ।

କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଅତିଥି ଏବଂ ସ୍ଥାନୀୟ ବିଧାୟକ ପ୍ରଶାସକ ଯଥାକ୍ରମେ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ ), କାର୍ଯ୍ୟନିର୍ବାହୀ ଅଧକାରୀ ରଣପୁର ଏନଏସି, ଅତିରିକ୍ତ ତହସିଲଦାର ଙ୍କ ସମେତ ସ୍ୱର୍ଣ୍ଣପ୍ରକାଶ ରାଉତରାୟ, ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଶାନ୍ତ ନାୟକ ଏବଂ ପୂର୍ବତନ ରଣପୁର ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରାଙ୍କ କାର୍ଯ୍ୟକଳାପ ତଥା ଗତିବିଧି କୁ ଦେଖି ମଞ୍ଚତଳେ ଥିବା ବରିଷ୍ଠ ତଥା କନିଷ୍ଠ କର୍ମୀମାନେ କାର୍ଯ୍ୟକ୍ରମ ର ସମାପ୍ତି ବୋଲି ଜାଣି ସ୍ଥାନ ତ୍ୟାଗ କଲେ । ସେଠାରେ କେବଳ ସ୍ବାସ୍ଥ୍ୟ ବୀମା କାର୍ଡ ପାଇବା ପାଇଁ ଉପସ୍ଥିତ ୧୦୦ କର୍ମୀ ଙ୍କୁ ଛାଡ଼ିଦେଲେ ବାକି ସମସ୍ତ ଚୌକି ଖାଲି ପଡିଥିଲା ।

ସ୍ଥାନୀୟ ବିଧାୟକ ନିଜର ଅଭିଭାଷଣ ରଖିବା ଆଗରୁ ସ୍ଥାନ ପରିତ୍ୟାଗ କରି ଫେରିଯାଇଥିବା କର୍ମୀମାନଙ୍କୁ ମଞ୍ଚ ରେ ଉପବେଶନ ହେବା ନିମିତ୍ତେ ବାରମ୍ବାର ମାଇକ ରେ କହିବା ସତ୍ତ୍ୱେ କେହି ସେଠାରେ ଉପସ୍ଥିତ ହୋଇନଥିଲେ । ପରେ ପରେ ବିଧାୟକ ମହୋଦୟ ଉପସ୍ଥିତ ବ୍ୟକ୍ତି ମାନଙ୍କୁ କାର୍ଡ ବଣ୍ଟନ କରି ନିଜର ଅଭିଭାଷଣ ରଖି ମଞ୍ଚ ଛାଡ଼ିବା ଆଗରୁ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

ପ୍ରଶାସନର ଦାୟିତ୍ୱରେ ଥିବା ପ୍ରଶାସକ ତଥା ରାଜନୈତିକ ସଂଗଠନ ର ମୁଖ୍ୟ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଓ ମଞ୍ଚାସିନ ଅତିଥି ମାନଙ୍କର ଜଗତରନାଥ ଜଗନ୍ନାଥଙ୍କ ପ୍ରତି ଅବହେଳା ଓ ଅସମ୍ମାନ ସତରେ କେତେ ଦୁଃଖଦାୟକ ।

ବ୍ୟବସ୍ଥିତ ବ୍ୟକ୍ତିବିଶେଷଙ୍କ ଅବ୍ୟବସ୍ଥିତ ଢଙ୍ଗରେ ସରକାରୀ କାର୍ଯ୍ୟକ୍ରମ ପରିଚାଳନା ଜନମାନସ ରେ ହାସ୍ୟସ୍ପଦ ଅଟେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra

July 28, 2026
ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି  ଟିପିସିଓଡିଏଲ୍‌

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍‌

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version