No Result
View All Result
204 ଗୋଟି ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିବା : ରାୟଗଡ ତହସିଲଦାର ସୁଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଂଚାୟତର ବିଭିନ୍ନ ଗ୍ରାମରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି. ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦେଶ କ୍ରମେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଗଙ୍ଗାବାଡ଼ ପଂଚାୟତର ବେଙ୍ଗାସାହିରେ 16 ଗୋଟି ପରିବାର , ମୁଁଠାସାହି, ଶଗଡ଼ିଆ, କଣ୍ଟାକୁମ୍ଭ,
ଦେଉଳା, ବୁରୁସୁଣ୍ଡା,ବାରଘରର କିଛି ପରିବାର ଙ୍କ ସହ 118ଗୋଟି ପରିବାର ସହ ବାରଘରଗ୍ରାମର ରହିଥିବା ପରିବାର ଓ ବଡ଼ପାଚେଡ଼ିଆ, ସାନପାଚେଡ଼ିଆ,ଡ଼ିମିରିଗାଁ,ଆଦି ଗ୍ରାମରେ 70ଗୋଟି ପରିବାର ମାନଙ୍କୁ ରାୟଗଡ ତହସିଲ ତରଫରୁ ସର୍ବ ମୋଟ 204 ଗୋଟି ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିବା
ରାୟଗଡ ତହସିଲଦାର ସୁଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l ଏହି ବଣ୍ଟନ ବେଳେ ରାୟଗଡ ତହସିଲ କର୍ମଚାରୀ ମାନଙ୍କ ସହ ଗଙ୍ଗାବାଡ଼ ପଂଚାୟତ ର ହାରିବନ୍ଧୁ କାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ l
No Result
View All Result