ନର୍ଲା ଯୁବ ବିଜେଡ଼ି କର୍ମକର୍ତ୍ତା ଚୟନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି :- ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଯୁବ ଗୋଷ୍ଠୀକୁ ଅଧିକ କ୍ରିୟାଶୀଳ ଓ ଦଳକୁ ସୁଦୃଢ କରିବା ପାଇଁ ବିଜେଡି ଦଳରୁ ଯୁବ କର୍ମକର୍ତ୍ତା ଚୟନ ଆରମ୍ଭ ହୋଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଯୁବ ବିଜେଡ଼ି କର୍ମକର୍ତ୍ତା ଚୟନ କରାଯାଇଛି । ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦ୍ଦେଶକ୍ରମେ ନର୍ଲା ଯୁବ ବିଜେଡ଼ି ସଭାପତି ରୂପେ ହରିଶଙ୍କର ମାଝୀ, ଉପସଭାପତି ସଦାନନ୍ଦ ବାଗ,

ଘନଶ୍ୟାମ ପଣ୍ଡା, ସାରଙ୍ଗଧର ପ୍ରଧାନ, ରାଜେନ୍ଦ୍ର ନାରାୟଣ ପୁଝାରୀ, ମଦନ ନାଗ, ସାଧାରଣ ସମ୍ପାଦକ ଧନୁଚନ୍ଦ୍ର ସା, ମନବୋଧ ବିଭାର, ଗୁଣନିଧି ମାଝୀ, ଭୀମସେନ ରଣା, ବସନ୍ତ ନାଏକ, ସତ୍ୟଜିତ କରୁଆଁ, ଚିନ୍ତାମଣି ବାଗ, ଭବାନୀ ସାହୁ, ଓମପ୍ରକାଶ ଛତ୍ରିଆ, ବୃନ୍ଦାବନ ଯୋଶୀ, ସମ୍ପାଦକ ଭାବରେ ତରୁଣ ସାହୁ, ମୁକୁନ୍ଦ ସାହୁ, ସରୋଜ କୁମାର ସାହୁ, ରାଜେଶ ପଧାନ, ଆଶିଷ କୁମାର ମାଝୀ, ସୁରେନ୍ଦ୍ର ମାହାର, ନବ ଗଉଡ, ଗୋପୀ ମାଝୀ, ଜିତୁ ନାଏକ ପ୍ରମୁଖ ଯୁବ ବିଜେଡ଼ି କର୍ମକର୍ତ୍ତା ରୂପେ ଚୟନ ହୋଇଛନ୍ତି ।