• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଟିରା ଠାରେ କୋରାଇ କଂଗ୍ରେସର ଜନଜାଗରଣ ଓ ସାଧାରଣ ସଭା

Proprietor Abhimanyu Maharana by Proprietor Abhimanyu Maharana
November 28, 2021
in ଓଡ଼ିଶା, କଟକ, ଯାଜପୁର, ରାଜନୀତି, ହୋମ୍
0
ବଟିରା ଠାରେ କୋରାଇ କଂଗ୍ରେସର ଜନଜାଗରଣ ଓ ସାଧାରଣ ସଭା
Share on FacebookShare on TwitterWhatsapp

‘ଆଗାମୀ ତ୍ରିସ୍ତରୀୟ ଓ ପୌର ନିର୍ବାଚନରେ ସରକାରଙ୍କୁ ଜବାବ ଦେବାକୁ ଆହ୍ୱାନ’ 

ମାଡି ଚାଲ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) କୋରାଇ :- କୋରାଇ ମାଟି ଏକ ପବିତ୍ର ମାଟି । ଯାହାର ଉତରରେ ପବିତ୍ର ବୈତରଣୀ ଓ ଦକ୍ଷିଣରେ ଖାରସ୍ରୋତା ନଦୀ ପ୍ରବାହିତ ହେଉଥିବାରୁ ଏଅଂଚଳ ଚିର ସବୁଜ, ଶସ୍ୟଶ୍ୟାମଳା ଭରା ଏଅଂଚଳ । ଏଠାକାର ଅଧିବାସୀଙ୍କୁ କେବେବି ଅଭାବ ଛୁଇଁପାରିବ ନାହିଁ ବୋଲି ଜଟିଣୀ ବିଧାୟକ ସୁରେଶକୁମାର ରାଉତ ରାୟତରାୟ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । କୋରାଇ କଂଗ୍ରେସ ପକ୍ଷରୁ ଆଜି ବଟିରା ଠାରେ ଅନୁଷ୍ଠିତ ଜନଜାଗରଣ ଅଭିଯାଜନ ଓ ସାଧାରଣ ସଭାରେ ମୁଖ୍ୟଅତିଥିଭାବେ ଶ୍ରୀ ରାଉତରାୟ ଯୋଗଦେଇ କୋରାଇ ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର ଅଂଚଳ ବୋଲି କହିବା ସହ କଂଗ୍ରେସ ପ୍ରତି ବ୍ୟାପକ ସମର୍ଥନ ରହିଥିବା ସଭାରୁ ସୂଚିତ ହେଉଥିବା କହିଥିଲେ ।

ଅଖିଳଭାରତୀୟ କଂଗ୍ରେସ କମିଟିର ନେତ୍ରୀ ସେନିଆ ଗାନ୍ଧୀଙ୍କ ିନର୍ଦେଶ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶରେ ଆହୂତ ଏହି ଜନଜାଗରଣ ଅଭିଯାଜନ ସଭାରେ ଉଦ୍‌ଘାଟକରୂପେ ଯୋଗଦେଇ ପୂର୍ବତନ ରାଜ୍ୟସଭା ସାଂସଦ ତଥା କୋରାଇର ପୂର୍ବତନ ବିଧାୟକ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଲୋକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତ ପୂର୍ଣ୍ଣ ଜନମାରଣ ନୀତି, ରନ୍ଧନ ଗ୍ୟାସ ଆଦି ତୈଳଦର ବୃଦ୍ଧି, ରାସନ ସାମଗ୍ରୀ, ଖାଇବା ତେଲ ଆଦିର ଅହେତୁକ ଦରବୃଦ୍ଧି, କୃଷି ଓ କୃଷକ ମାରଣ ନୀତି, ବେକାରୀ ସମସ୍ୟା, ଦଳିତମାନଙ୍କୁ ଅଧିକାରରୁ ବଂଚିତ କରୁଛି । ସେଥିପାଇଁ ଜନ ନସଚେତନତା ଜରୁରୀ ବୋଲି କହିବା ସହ ଏହାର ଜବାବ ଆଗାମୀ ପଂଚାୟତ ଓ ପୌରନିର୍ବାଚନରେ ରାଜ୍ୟ ଓ କେନ୍ଦ୍ର ସରକାକାରଙ୍କୁ ଦେବାକୁ ଡକ୍ଟର ଖୁଂଟିଆ କହିଥିଲେ ।

ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ତଥା କୋରାଇ ବିଧାୟିକା ପ୍ରାର୍ôଥନୀ ବନ୍ଦିତା ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କୋରାଇ ବ୍ଲକ କଂଗ୍ରେସ କମିଟର ସଭାପତି ଅକ୍ଷୟକୁମାର ଜେନା ସଂଚାଳନା କରିଥିଲେ । ମୁଖ୍ୟବକ୍ତାଭାବେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ରାଜ୍ୟ ଶାସନକରୁଥିବା ନବୀନ ସରକାରଙ୍କ ଦୀର୍ଘ ୨୧ବର୍ଷ ମଧ୍ୟରେ ବଳାତ୍କାଳରୀ କ୍ଷେତ୍ରରେ ରାଜ୍ୟ ଏକନମ୍ବର ହୋଇଥିଲା ବେଳେ ନାରୀ ଅସୁରକ୍ଷିତ କ୍ଷେତ୍ରରେ ରାଜ୍ୟ ଦେଶର ୩ନମ୍ବର ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ତଥା ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ, ରାଜ୍ୟ ଛାତ୍ରକଂଗ୍ରେସ ସଭାପତି ୱାରିସ ନୱାଜ, କଂଗ୍ରେସର ଯାଜପୁର ଜିଲା ପ୍ରଭାରୀ ରଜତ ଚୌଧୁରୀ, ଯାଜପୁର ଜିଲା ସଭାପତି ମନୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଆଗାମୀ ତ୍ରିସ୍ତରୀୟ ଓ ପୌର ନିର୍ବାଚନରେ ପରାସ୍ତକରି ପ୍ରତିଷୋଧ ମୂଳକ ପଦକ୍ଷପ ନେବାଲାଗି ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପନଗରପାଳ ପ୍ରମୋଦ କୁମାର ପରିଡା, ହୃଦାନନ୍ଦ ସାମଲ, ପଦ୍ମାକର ଗୁରୁ, ସନ୍ତୋଷ କୁମାର ନନ୍ଦ, ବାବୁଲା ଗୁରୁ, ଘନଶ୍ୟାମ ପଣ୍ଡା, ନିରଞ୍ଜନ ନାୟକ, ମାର୍କଣ୍ଡ ମିଶ୍ର, ଶ୍ୟାସୁନ୍ଦର ଜେନା, ନରହରି କୁଅଁର, ପ୍ରସନ୍ନ ସ୍ୱାଇଁ, ପରୀକ୍ଷିତ ମଲିକ, ତପନ ନାୟକ, ମିହିର କୁମାର ମିଶ୍ର, ଫୁରକାନ ହଜାରୀ, ଯାହାବାଗ ଖାଁ, ଏସ. କେ ମସୁଦ, ନୀଳମଣି ମହାପାତ୍ର, ନିର୍ମଳା ମଲିକ, ଦିଲ୍ଲୀପ କୁମାର ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷର କୋରାଇ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପୂର୍ବରୁ ଅତଥିଙ୍କୁ ବୈତରଣୀ ରୋଡ ଠାରେ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ସଭାସ୍ଥଳୀକୁ ଅଣାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋରାଇ ବ୍ଲକର ୨୮ପଂଚାୟତ ସଭାପତି ଓ କର୍ମକର୍ତା ପରିଚାଳନା କରିଥିଲା ବେଳ ବହୁସଂଖ୍ୟାରେ କର୍ମୀ ଓ ଜନସାଧାରଣ ସଭାରେ ସାମିଲ ହୋଇଥିଲୋ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

June 16, 2026
ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

June 16, 2026
ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

ଗଜପତି ଜିଲ୍ଲା ରାୟଗଡ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ

June 16, 2026
ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ

ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ

June 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

June 16, 2026
ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳନ

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version