• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହୋଣ୍ଡା ପକ୍ଷରୁ ଆମେରିକା ବଜାରରେ ହୋଣ୍ଡା ନାଭି ମିନିମୋଟୋ ର ସମ୍ପ୍ରସାରଣ

Proprietor Abhimanyu Maharana by Proprietor Abhimanyu Maharana
November 23, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ହୋଣ୍ଡା ପକ୍ଷରୁ ଆମେରିକା ବଜାରରେ ହୋଣ୍ଡା ନାଭି ମିନିମୋଟୋ ର ସମ୍ପ୍ରସାରଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର , ମଙ୍ଗଳବାର ) ଭୁବନେଶ୍ୱର :-  ଆମେରିକା ବଜାରରେ କାରବାର କରୁଥିବା ଆମେରିକା ହୋଣ୍ଡା ପକ୍ଷରୁ ନାଭି ମିନିମୋଟୋ ର ବିକ୍ରି କରାଯିବା ବିଷୟରେ ଘୋଷଣା କରାଯାଇଛି । ଛୋଟ, ସୁବିଧାରେ ମିଳୁଥିବା, ଉପଭୋଗ୍ୟ ଓ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦାମ୍‌ରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ନାଭି ମିନିମୋଟୋ ୨୦୨୨ ବର୍ଷ ମଡେଲ୍‌ରେ ଏକ ଇନ୍ଧନ ମିତବ୍ୟୟୀ ୧୧୦ ସିସି ଇଞ୍ଜିନ ଓ ସ୍ୱୟଂକ୍ରିୟ ଟ୍ରାନ୍ସମିସନ୍ ରହିବ । ଏହାର ସିଟ୍‌ର ଉଚ୍ଚତା ୩୦.୧ ଇଂଚ ଥିବାରୁ ଅଧିକାଂଶ ଚାଳକ ଏହା ଉପରେ ବସିବା ପରେ ସେମାନଙ୍କ ଦୁଇ ଗୋଡ଼ ଭୂମିକୁ ସ୍ପର୍ଶ କରିପାରିବ । ସହରର ଭିଡ଼ ଭିତରେ ଓ କଡ଼ାକଡ଼ି ପାର୍କିଂ ବ୍ୟବସ୍ଥା ଥିବା ସ୍ଥାନରେ ଏହାକୁ ନେଇ ସହଜରେ ଆଗକୁ ବଢ଼ିହେବ । ଏଥିରେ ଜ୍ୟାକେଟ୍‌, ସ୍ନାକ୍ସ ଓ ବହି ଆଦି ରଖିହେବ ।

ଆମେରିକା ହୋଣ୍ଡାର ସ୍ପୋର୍ଟ ଆଣ୍ଡ୍ ଏକ୍ସପେରିଏନ୍‌ସିଆଲ୍‌ ମ୍ୟାନେଜର ବ୍ରାଣ୍ଡ୍‌ନ୍ ୱିଲସନ୍ କହିଛନ୍ତି ଯେ, “ମିନିମୋଟୋ ମଡେଲ୍‌ ପ୍ରସ୍ତୁତ କରିବାର ଏକ ଲମ୍ବା ପରମ୍ପରା ହୋଣ୍ଡାର ରହିଛି ଏବଂ ଏହା ନୂଆ ଚାଳକଙ୍କ ନୂତନ ଦ୍ୱାର ଖୋଲିବ ଓ ନାଭି ଏହି ଧାରାକୁ ଆଗକୁ ବଢ଼ାଇବ । ସହଜରେ ପରିଚାଳନା, ଏକ କୌତୁକିଆ ଡିଜାଇନ୍‌, କମ୍ ପରିଚାଳନା ଖର୍ଚ, ହୋଣ୍ଡାର ଭରସା ଆଦି ସବୁ କିଛିକୁ ନୂଆ ଚାଳକଙ୍କ ପାଇଁ ମିନିମୋଟୋ ରେ ଯାଂଚ କରାଯାଇଛି । ଏହାର ଦାମ୍ ୨୦୦୦ ଡଲାର୍ ରୁ କମ୍ ରହିଛି । ଆମେରିକାରେ ନାଭିକୁ ଉପଲବ୍ଧ କରି ଅଧିକ ଚାଳକଙ୍କ ପାଇଁ ଆମେ ମୋଟରସାଇକଲ୍ ସମ୍ଭବ କରିପାରିଛୁ ।’’ ହୋଣ୍ଡା ନାଭି ମିନିମୋଟୋ ର ମୂଲ୍ୟ ୧୮୦୭ ଡଲାର୍ ରଖାଯାଇଛି । ଏହା ରେଡ୍‌, ଗ୍ରାସ୍‌ହୁପର୍ ଗ୍ରିନ୍‌, ନଟ୍ ବ୍ରାଉନ୍‌, ରେଂଜର୍ ଗ୍ରିନ୍ ଭଳି ରଙ୍ଗରେ ମିଳିବ । ୨୦୨୨ ଜାନୁଆରି ଠାରୁ ଏହା ଆମେରିକା ବଜାରରେ ଉପଲବ୍ଧ ହେବ । କାଲିଫର୍ଣିଆରେ ଏହା ଫେବ୍ରୁଆରିରୁ ମିଳିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version