No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ସମ୍ପ୍ରତି ଇଟାଲୀରେ ହେବାକୁ ଥିବା ହ୍ୱିଲ୍ ଚେୟାର ଫେନ୍ସି ବିଶ୍ୱକପ୍ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ଗଜପତି ଜିଲ୍ଲାର ପୂଜାସ୍ୱନୀ ନାୟକ ମୋନନୀତ ହୋଇଥିବାର ଜଣାପଡିଛି । ଏହା ସହ ଓଡିଶାର ପୂଜାସ୍ୱନୀ ନାୟକଙ୍କ ସହ ଗଞ୍ଜାମର ଭି.ରମେଶ ରାଓଙ୍କ ସମେତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟତମ ଓଡିଆହେଲେ ରେଖାଲ କୁମାର ସେଠୀ ପ୍ରମୁଖଲୀର ପିସା ସହରରେ ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ହ୍ୱିଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ଅନୁଷ୍ଠିତ ହେବ ।
ହ୍ୱିଲ୍ ଚେୟାର ଫେନ୍ସିଂ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ହରିୟାଣା ରାଜ୍ୟର କର୍ଣ୍ଣାଲରେ ।ୟୋଜିତ ଜାତୀୟ ଶିବିରରେ ମନୋନୀତ ଖେଳିମାନେ ଭଲ ଅଭ୍ୟାସ କରିଥିବାର ଜଣାପଡିଛି । ଏହି ହ୍ୱିଲ ଚେୟାର ଫେନ୍ସିଂ ବିଶ୍ୱ କପ୍ରେ ଭଲ ପ୍ରଦର୍ଶନ ସହ ପଦକ ଜିତି ଭାରତ ପାଇଁ ଗୌରବାନ୍ୱିତ କରିବେ ବୋଲି କହିଛନ୍ତି ପୂଜାସ୍ୱନୀ । ଏଥି ଯୋଗୁଁ ସମଗ୍ର ଜିଲ୍ଲାବାସୀ ଆଶାବାଦୀ ଅଛନ୍ତି । ଏନେଇ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାଶୀ ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନ ଠାରୁ ଶୁଭେଛାର ଶୁଅଛୁଟାଇଛନ୍ତି

No Result
View All Result