No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) କଳାହାଣ୍ଡି :- ନର୍ଲାରୋଡ ଦୁର୍ଗା ମଣ୍ଡପ ଗୃହରେ ରେଳଯାତ୍ରୀ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇ ସମିତିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ରେଳ ଯାତ୍ରୀ ସୁରକ୍ଷା ସମିତିର ସଭାପତି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କୁ ମନୋନୀତ କରାଯାଇଛି । ଏଥିରେ ଉପସଭାପତି ରୂପେ ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଓ ବିନାୟକ ମହନ୍ତ, ସାଧାରଣ ସମ୍ପାଦକ ଭାବରେ ସର୍ଗିଗୁଡାର ପୂର୍ବତନ ସରପଂଚ ହମେଶ ଜୈନ, ସହ ସମ୍ପାଦକରେ ତୀର୍ଥ ବୁଦ୍ଧିଆ ଓ କୋଷାଧ୍ୟକ୍ଷ ଭାବେ ପଦ୍ମଲୋଚନ ଜାଲଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି ।
କାର୍ଯ୍ୟକାରୀ ସଦସ୍ୟରେ ସମୀର ଚାନ୍ଦ, ନରସିଂହ ଥପା, ଲିଙ୍ଗରାଜ ମିଶ୍ର, ସରୋଜ ମାଝୀ, ଅମର ରାଉତ, ଲୋକନାଥ ବିଶ୍ୱାଳ, କାହ୍ନୁ ମାଝୀ, ବାବୁଲା ରାଉତ, ଯୁଗେଶ ପୁଟେଲ, ବସନ୍ତ ମିଶ୍ର, ଅବଦୁଲ କରିମ୍ ରହିଛନ୍ତି । ସେହିପରି ଉପଦେଷ୍ଟା ମଣ୍ଡଳୀରେ କୁମୁଦ ଚନ୍ଦ୍ର ନାଏକ, କୁବେର ସାହୁ, ପର୍ଶୁରାମ ପଣ୍ଡା, ଜହରଲାଲ ବିଶ୍ଵାଳ, ଥବିର ବୁଦ୍ଧିଆ, ଗିରିଧାରୀ ଗଉଡ, ବିମଳ କୁମାର କେଡିଆ, ଶତ୍ରୁଘ୍ନ ସେନାପତି, ତୀର୍ଥ ପଧାନ ,ସାଧୁ ରାମ ସରାଫଙ୍କୁ ସାମିଲ କରାଯାଇଛି ।
No Result
View All Result