• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖନ୍ଦବନ୍ଦରେ ମହିଳାଙ୍କ ମଧ୍ୟରେ ଡିଜିଟାଲ୍‌ ସାକ୍ଷରତାର ପ୍ରସାର

Proprietor Abhimanyu Maharana by Proprietor Abhimanyu Maharana
November 2, 2021
in ଓଡ଼ିଶା, ମହାନଗର, ହୋମ୍
0
ଖନ୍ଦବନ୍ଦରେ ମହିଳାଙ୍କ ମଧ୍ୟରେ ଡିଜିଟାଲ୍‌ ସାକ୍ଷରତାର ପ୍ରସାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଯୋଡ଼ା  :- ଏହି ମହାମାରୀ ସମୟରେ ସାରା ବିଶ୍ୱ ପର୍ଯ୍ୟାୟକ୍ରମେ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରବେଶ କରୁଛି । ସମସ୍ତ ପ୍ରକାରର ବୈଠକ, ସେମିନାର, ସମ୍ମିଳନୀ ଓ ଅନ୍ୟ ପ୍ରକାରର ସମ୍ମେଳନ ଡିଜିଟାଲ୍ ମାଧ୍ୟମରେ ହେଉଛି । ଆଦିବାସୀ ଅଂଚଳର ମହିଳାମାନେ ଯେଭଳି ଡିଜିଟାଲ୍ ଦୁନିଆ ସହ ତାଳ ଦେଇ ଆଗକୁ ବଢ଼ିପାରିବେ ତାହା ନିଶ୍ଚିତ କରିବା ଲାଗି ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ଯୋଡ଼ା ୟୁନିଟ୍ ପକ୍ଷରୁ ମହିଳାମାନେ ଯେଭଳି ନିଜ ସ୍ମାର୍ଟଫୋନ୍‌ରେ ଇଟଂରନେଟ୍ ସୁବିଧା ପାଇପାରିବେ ସେ ବିଷୟରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏକ ଅଭିଯାନ ଆରମ୍ଭ କରାଯାଇଛି ।

ଖନ୍ଦବନ୍ଦ ଅଂଚଳରେ ମହିଳାମାନଙ୍କ ଛୋଟ ଛୋଟ ଦଳକୁ ନେଇ ଡିଜିଟାଲ୍‌ ସାକ୍ଷରତା ଶିକ୍ଷଣୀୟ ଉପରେ କର୍ମଶଳା ଆୟୋଜନ କରାଯାଉଛି । କିଛି ହାତଗଣତି ମହିଳାଙ୍କୁ ଚୟନ କରାଯାଉଛି ଯେଉଁମାନେ ସେମାନଙ୍କ ଅଂଚଳର ଅନ୍ୟ ମହିଳାମାନଙ୍କୁ ଶିଖାଉଛନ୍ତି । ଅଧିକ ମହିଳାଙ୍କ ପାଖରେ ପହଂଚିବା ଲାଗି ଦଳଗୁଡ଼ିକୁ ପଡ଼ାରେ ଭାଗ କରାଯାଉଛି । ଲୋକମାନଙ୍କୁ ସଦ୍ୟତମ ସୂଚନା ପ୍ରଦାନ କରିବା ଏବଂ ଯେତେବେଳେ ଦରକାର ସେମାନଙ୍କ ପ୍ରଶ୍ନର ଉତର ଦେବା ଲାଗି ଏକ ହ୍ୱାଟସ୍‌ଆପ୍ ଗ୍ରୁପ୍ ଗଠନ କରାଯାଇଛି ।

ଏହି ଅଭିଯାନ ସେମାନଙ୍କୁ ବିଭିନ୍ନ ପ୍ରକାର ବୈଠକ, କର୍ମଶାଳା, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମରେ ଭାଗ ନେଇପାରୁଛନ୍ତି ଏବଂ ସେମାନଙ୍କ କୌଶଳ ବଢ଼ାଇ ପାରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦୦ ମହିଳାଙ୍କୁ ଧ୍ୟାନରେ ରଖାଯାଇଛି ଏବଂ ଏହି ଅଂଚଳର ପ୍ରତିଟି ପରିବାରରେ ପହଂଚିବା ଲକ୍ଷ୍ୟ ରହିଛି । ଖନ୍ଦବନ୍ଦର ବାସନ୍ତୀ ମୁଣ୍ଡଶ ଯିଏ ଗୋଟିଏ ଅଧିବେଶନରେ ଯୋଗ ଦେଇଥିଲେ ସେ କହିଛନ୍ତି ଯେ, “ଭିଡିଓ କନଫରେନ୍ସିଂ ଜରିଆରେ ନୂଆ ପ୍ରଯୁକ୍ତ ଜ୍ଞାନକୌଶଳ ବିଷୟରେ ଶିଖିଥିବାରୁ ମୁଁ ବହୁତ ଖୁସି ଯାହା ଦ୍ୱାରା ମୁଁ ଦୂରରେ ଥିବା ପରିବାର ଓ ସ୍କୁଲ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ରହିପାରୁଛି ।

ପୂର୍ବରୁ ସେ କେବଳ କଥାବାର୍ତା ହେଉଥିଲେ, କିନ୍ତୁ ଏବେ ସେମାନଙ୍କୁ ଦେଖିପାରୁଛନ୍ତି ଏବଂ ଭିଡିଓ କନଫରେନ୍ସିଂ ଜରିଆରେ ବହୁତ ମଜା କରିପାରୁଛନ୍ତି ।’’ ଖନ୍ଦବନ୍ଦର ପଦ୍ମିନୀ ନାୟକ କହିଛନ୍ତି ଯେ ଡିଜିଟାଲ୍ ଭିଡିଓ କନଫରେନ୍ସିଂ ଶିକ୍ଷିତା ସେମାନଙ୍କୁ ଘରେ ସୁରକ୍ଷିତ ରହି ଆଲୋଚନା କରିବାରେ ସହାୟକ ହୋଇଛି ଏବଂ କୋଭିଡ୍ ସମୟରେ ଘରର ଦୈନନ୍ଦୀନ କାମକୁ କୌଣସି ପ୍ରକାରରେ ପ୍ରଭାବିତ ନକରି ସେ ବୈଠକରେ ଯୋଗ ଦେଇପାରୁଥିଲେ ।

ଭିଡିଓ କନଫରେନ୍ସିଂ ଜରିଆରେ ସେ ବିଭିନ୍ନ ଏସଏଚଜି ସଦସ୍ୟାଙ୍କ ସହ ଯୋଡି ହେବାର ସୁଯୋଗ ପାଇଥିଲେ ଏବଂ ନିଜର ଜ୍ଞାନ ବାଂଟିଥିଲେ ଓ ଅନ୍ୟ ଏସ୍‌ଏଚ୍‌ଜି ଦଳ କିଭଳି ବିଭିନ୍ନ ଅଭିବୃଦ୍ଧି କାର୍ଯ୍ୟକଳାପ ଶିଖିପାରିବେ ତାହା ଜଣାଇଥିଲେ । “ଭିଡିଓ କନଫରେନ୍ସିଂ ଜରିଆରେ ମୁଁ ବନ୍ଧୁ ମଧ୍ୟ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି ।’’ ଏହି ପ୍ରଶିକ୍ଷଣ ମହିଳାମାନଙ୍କୁ ଇଟଂରନେଟ୍‌ରେ ତତ୍କାଳ ଉପଲବ୍ଧ ଥିବା ସୂଚନାର ଏକ ଅନିର୍ଧିଷ୍ଟ ପ୍ଲାଟଫର୍ମ ହାସଲ କରିବାରେ ସଶକ୍ତ କରିବ । ଅତ୍ୟନ୍ତ ବ୍ୟବହାର ଉପଯୋଗୀ ଆପ୍‌ଗୁଡ଼ିକ ବିଷୟରେ ଏହା ସେମାନଙ୍କୁ ଜଣାଇବ ଏବଂ ବ୍ୟବହାରକାରୀଙ୍କ ହାତପାଆନ୍ତାରେ ବିଭିନ୍ନ ସୁବିଧା ପହଂଚାଇବ ।

ଏହି ପ୍ରଶିକ୍ଷଣରେ ବିଭିନ୍ନ ପ୍ରକାର ସର୍ଚ ଇଂଜିନ ହାସଲ କରିବା ଲାଗି ସ୍ମାର୍ଟଫୋନ୍ ବ୍ୟବହାର କରିବାର ଉତ୍ପାଦକ ଉପାୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଇଟଂରନେଟ୍‌କୁ ଭଲ ଭାବେ ବୁଝାଇବା ଲାଗି ୟୁଟ୍ୟୁବ୍ ଓ ସୋସିଆଲ୍ ମିଡିଆ ବିଷୟରେ ବୁଝାଯାଉଛି । ଏହି ପ୍ରଶିକ୍ଷଣ ଦ୍ୱାରା ଇଟଂରନେଟ୍‌ରେ ପ୍ରସ୍ତୁତ ହୋଇ ଉପଲବ୍ଧ ରହିଥିବା ବ୍ୟାପକ ସୂଚନା ହାସଲ କରିବା ଲାଗି ମହିଳାମାନଙ୍କୁ ସଶକ୍ତ କରାଯିବ । ଏଥିରେ ସେମାନଙ୍କୁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ ବିଭିନ୍ନ ଆପ୍ ବ୍ୟବହାର ଶିଖାଯିବ ଏବଂ ହାତ ପାଆନ୍ତାରେ ବହୁ ସୁବିଧା ପ୍ରଦାନ କରାଯିବ । ଆରୋଗ୍ୟ ସେତୁ ଆପ୍ ବ୍ୟବହାର ଉପରେ ପ୍ରଶିକ୍ଷଣ ଏବଂ ଅନଲାଇନ୍‌ରେ କାରବାର କରିବାର ସୁବିଧା ମଧ୍ୟ ପ୍ରଦାନ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version