• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତୀୟ ଜଙ୍ଗଲ ବିଭାଗର ସେବାରେ ୨୪ତମ ସ୍ଥାନ ପାଇଲେ ଫତେହୁନ ଆଜିଜ ‘ଲୋକଙ୍କ ଉନ୍ନତିପାଇଁ କାର୍ଯ୍ୟକରି ଜଣେ ସଫଳ ଅଧିକାରୀ ହେବାକୁ ଆଶା’

Proprietor Abhimanyu Maharana by Proprietor Abhimanyu Maharana
October 30, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ଭାରତୀୟ ଜଙ୍ଗଲ ବିଭାଗର ସେବାରେ ୨୪ତମ ସ୍ଥାନ ପାଇଲେ ଫତେହୁନ ଆଜିଜ ‘ଲୋକଙ୍କ ଉନ୍ନତିପାଇଁ କାର୍ଯ୍ୟକରି ଜଣେ ସଫଳ ଅଧିକାରୀ ହେବାକୁ ଆଶା’
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅକ୍ଟୋବର ଶନିବାର ) କୋରାଇ :- ଭାରତୀୟ ଜଙ୍ଗଲ ବିଭାଗ ସେବା ୨୦୨୦(ଆଇଏଫଏସ)ର ପରୀକ୍ଷ ଫଳପ୍ରକାଶ ପାଇଛି । ଏହି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୪ତମ ସ୍ଥାନରେ ଓଡିଶାର ଏମଡି. ଫତେହୁନ ଆଜିଜ ଖାଁ ରହି ରାଜ୍ୟ ପାଇଁ ସଫଳତା ଆଣିଛନ୍ତି । ଚୁଡାନ୍ତ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ମୋଟ ୮୯ ଜଣଙ୍କୁ ଚୟନ କରାଯାଇଥିଲା । ସେଥିମଧ୍ୟରୁ ୨୪ ନମ୍ବର ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଫତେହୁନ ଆଜିଜ । ସେ ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ତୁଳତି ପଂଚାୟତ ଇସଲାମପୁର(ଜାଇତିରା) ଗ୍ରାମର ଏମଡି ଆଇ. ଜେଡ ଖାଁ ଓ ନିଶାତ ଖାଁଙ୍କ ପୁଅ ଅଟନ୍ତି । ଏହି ସଫଳତା ତାଙ୍କ ବାପ ଓ ମାଆଙ୍କ ପ୍ରେରଣୀ ଓ ସାଙ୍ଗମାନଙ୍କ ଉତ୍ସହ ଯୋଗୁ ପାଇବାରେ ସହାୟକ ହୋଇଛନ୍ତି ବୋଲି କହିଛନ୍ତି ଫତେହୁନ ଆଜିଜ । ଏହି ସଫଳତା ପୂର୍ବରୁ ଫତେହୁନ ଆଜିଜ ଭୁବନେଶ୍ୱର ସ୍ଥିତ ସିଟ କଲେଜରୁ ବି-ଟେକରେ ବାଓଟେକ୍ନୋଲୋଜି ପାସ କରିଛନ୍ତି ।

ସେ ସଂପୃକ୍ତ ବିଭାଗରେ ଯୋଗଦେଇ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକରି ଜଣେ ସଫଳ ଅଧିକାରୀ ହେବା ପାଇଁ ଆଶା ରଖିଛନ୍ତି । କୋରାଇ ଅଂଚଳପାଇଁ ଏହି ଗୌରବ ଆଣିଥିବାରୁ ଫତେହୁନ ଆଜିଜଙ୍କୁ କୋରାଇର ପୂର୍ବତନ ବିଧାୟକ ତଥା ‘ମୋ କଲେଜ ଅଧ୍ୟକ୍ଷ’ଆକାଶ ଦାସନାୟକ, ପୂର୍ବତନ ବିଧାୟକ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, କୋରାଇ ବ୍ଲକର ଅଧ୍ୟକ୍ଷ ମାଳତୀ ଟୁଡୁ, ପୂର୍ବତନ ଅଧ୍ୟକ୍ଷ ଅବଦୁଲ ୱାହିଦ ଖାଁ, ତୁଳତୀ ସରପଂଚ ଦୀପ୍ତିମୟୀ କୁଅଁର, ସାଦକପୁର ସରପଂଚ ରଶ୍ମିରେଖା ଗାହାଣ, ପୂର୍ବତନ ସରପଂଚ ଅଭିମନ୍ୟୁ ମିଶ୍ର, ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା, କୋରାଇ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡକ୍ଟର ମୋହନଚରଣ ଖୁଂଟିଆ, ଶିକ୍ଷାବିତ ଫୁରକାନ ହଜାରୀ, ଲାଲା ହଜାରୀ,

ସେକ ମୁଜିବୁର ରେହେମନ(ଗୋରା), ସେକ କାଲିଆ, ସେକ ଫୁରକାନ ହଜାରି, ଗୋଲାମ ସରବର, ଆଫିଜ ମସୁଦ, କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦକିଶୋର ସିଂହ, କାର୍ଯ୍ୟନିର୍ବାହୀ ସଭାପତି ପ୍ରଫେସର ଶିବଚରଣ ମାଝି, ସଂପାଦକ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ଅଧ୍ୟାପକ ମଳୟକୁମାର ମଲ୍ଲିକ, ସ୍ମୃତିଲିପି ସଂପାଦକ ଭୁବନମୋହନ ମହାନ୍ତି, ଆଜ୍ଞାନମସ୍କାର ସଂପାଦକ ବାଇଧର ମାଝି, କୋରାଇ ପ୍ରେସକ୍ଲବ ସଭାପତି ସୁବସ ଧଳ ପ୍ରମୁଖ ଶିକ୍ଷାବିତ, ସାହିତ୍ୟିକ,ବୁଦ୍ଧଜୀବୀ ଆଦି କୋରାଇ ଅଂଚଳବାସୀ ଶୁଭେଚ୍ଛା ଜଣାଇବା ସହ ଉତରୋତର ଉନ୍ନତି କାମନା କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

Axis Bank Freezes Bhubaneswar Firm’s Account for Over 15 Days Despite High Court Relief

October 24, 2026
କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

October 24, 2026
Odisha AM/NS India Kho Kho High Performance Centre athletes excel at 56th Odisha State Senior Kho Kho Championship 2026

୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର ଆଥଲେଟ୍ ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

Axis Bank Freezes Bhubaneswar Firm’s Account for Over 15 Days Despite High Court Relief

October 24, 2026
କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ

October 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version