No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) କଳାହାଣ୍ଡି :- ମମିତା ମେହେର ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ କଡ଼ା ମନ୍ତବ୍ୟ ଦେଇଛନ୍ତି । ୩୦ ତାରିଖ ସୁଦ୍ଧା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରା ନ ଗଲେ କଳାହାଣ୍ଡିରେ ବ୍ୟାପକ ଆନ୍ଦୋଳନ ହାତକୁ ନିଆଯିବ ଓ ସମଗ୍ର ଓଡ଼ିଶା ସହିତ ପଶ୍ଚିମ ଏବଂ ଦକ୍ଷିଣରେ ଆନ୍ଦୋଳନ ତିବ୍ର ହେବ ବୋଲି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି ।
ଏହା ଛଡ଼ା ରାଜ୍ୟ ସରକାର ଚୁପ୍ କାହିଁକି ଓ 5ଟି କଣ କରୁଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ନିକଟରେ ବିଜେଡ଼ି ନେତା ବବି ଦାସ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାକୁ କାହିଁକି ଆସିଥିଲେ । ପୂର୍ବରୁ ହିଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଚରିତ୍ର ଖରାପ ଥିବାରୁ ତାଙ୍କୁ ଅତିତରେ କଂଗ୍ରେସ ଟିକେଟ ଦେଇ ନ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।
No Result
View All Result