• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଅଁଳ ବୟସରେ ପେଟପାଇଁ ନାଟ ବାଉଁଶରାଣୀ ଖେଳ ଦେଖାଇ ରଜଗାର କରୁଛନ୍ତି ଟଙ୍କା

Abhimanyu Maharana by Abhimanyu Maharana
October 28, 2021
in ଓଡ଼ିଶା, କୋରାପୁଟ, ବଲାଙ୍ଗିର, ହୋମ୍
0
କଅଁଳ ବୟସରେ ପେଟପାଇଁ ନାଟ ବାଉଁଶରାଣୀ ଖେଳ ଦେଖାଇ ରଜଗାର କରୁଛନ୍ତି ଟଙ୍କା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଅକ୍ଟୋବର ବୁଧବାର ) ବୈପାରିଗୁଡା :- ପେଟ ଚାଖଣ୍ଡ ପାଇଁ ଦୁନିଆରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପନ୍ତା ଅବଲମ୍ବନ କରନ୍ତି। କଅଁଳ ବୟସରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ପରିବାର ପ୍ରତିପୋଷଣ ପାଇଁ ବାପାମାଆଙ୍କ ବୋଝକୁ ନିଜ କାନ୍ଧରେ ଲଦି ବିଭିନ୍ନ ପ୍ରକାର ଦୁଶ୍ୟାକ ପଦକ୍ଷେପ ନେଇଥାନ୍ତି। କିଏ ପରିବାରକୁ ନେଇ କୁଲି ମଜୁରୀ କାମ କରେ ତ ଆଉ କିଏ ନିଜ ପରିବାରକୁ ନେଇ ବିଭିନ୍ନ ପ୍ରକାର ଖେଳ, ମେଜିକ ସୋ ଦେଖାଇ ନିଜ ପରିବାର ପ୍ରତିପୋଷଣ କରେ । ଏଭଳି ଏକ ଯାଯାବର ପରିବାରର କୁନି ୨ଟା ଝିଅ ନିଜ ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଭୂମି ଠାରୁ ପ୍ରାୟ ୧୦ ଫୁଟ ଉଚ୍ଚତାରେ ବାଉଁଶ ରାଣୀ ଖେଳ ଦେଖାଇ କୁନି ଝିଅଟି ଦର୍ଶକଙ୍କୁ ମନମୁଗ୍ଧ କରାଏ ।

ଦର୍ଶକଙ୍କ ତାଳିରେ ବିଭୋର ହୋଇପଡେ କୁନି ଝିଅ । ପେଟ ଚାଖଣ୍ତ ପାଇଁ ପରିବାରର ମା’ ବାପା କଅଁଳ ବୟସରେ ତାକୁ ବାଉଁଶ ରାଣୀ ଖେଳ ପାଇଁ ପଶିକ୍ଷଣ ଦେଉଥିବାର ଜଣାପଡିଛି ! ଯେଉଁ ବୟସରେ ସାଙ୍ଗ ସାଥି ମେଳରେ ପାଠପଡା ସହ ଖେଳିବୁଲି ଦିନ କଟିବାର ବେଳେ ସେହି ବୟସରେ ବାଉଁଶ ରାଣୀ ଖେଳ ଦେଖାଇ ଦୁଇ ପଇସା ରୋଜଗାର କରେ ଏହି ଛୋଟ ଝିଅଟି ।
କୋରାନା ପାଇଁ ୨ ବର୍ଷରୁ ଅଧିକ ସମୟ ହେବ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ବାପାଙ୍କ କିଛି ରଜଗାର ହେଉ ନଥିବାରୁ ଏହି ଖେଳ ପାଇଁ ସାହାର୍ଯ୍ୟ କରୁଛୁ ବୋଲି କହିଛନ୍ତି ବାଉଁଶରାଣୀ ଖେଳ ଦେଖାଉଥିବା କୁନି ଝିଅ ! ତେବେ ଏମାନେ ଛତିଶଗଡ ରାଜ୍ୟର ବିଲାସପୁର ଗ୍ରାମରୁ ବାହାରି ରାଜ୍ୟ ରାଜ୍ୟ ଗ୍ରାମ ଗ୍ରାମ ବୁଲି ପେଟ ଚାଖଣ୍ଡ ପାଇଁ ବାଉଁଶରାଣୀ ଦେଖାଇ କିଛି ଟଙ୍କା ରଜଗାର କରୁଛନ୍ତି !

ଏକ ଦଉଡି ଉପରେ ବିଭିନ୍ନ ପ୍ରକାର ଖେଳ ସହ ବାଦ୍ୟର ତାଳେତାଳେ ନାଚି ଉଠେ ଏହି କଅଁଳ ବୟସର କନ୍ୟା । ସେ ଜାଣେ ନାହିଁ ଯେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନ ପ୍ରତି ବିପଦ ଅଛି । ପ୍ରତିଦିନ ବିଭିନ୍ନ ଗ୍ରାମ ବୁଲି ବୁଲି ଏହି ବାଉଁଶ ରାଣୀ ଖେଳ ଦେଖାଇ ଦର୍ଶକଙ୍କୁ ମନ ମୁଗ୍ଧ କରି କିଛି ଟଙ୍କା ରୋଜଗାର କରି ପରିବାର ପତିପୋଷଣ କରିଥାନ୍ତି ଏହି ଯାଯାବର ପରିବାର । ଏମାନଙ୍କର ନିର୍ଦ୍ଦିଷ୍ଟ ଏକ ଗ୍ରାମର ପରିଚୟ ନଥାଏ । କେତେ ବେଳେ ମୁଖ୍ୟ ଛକ ତ କେବେ ବେଳେ ଅନ୍ୟ କୌଣସି ଜନ ଗହଳି ପୂର୍ଣ୍ଣ ରାସ୍ତା ଏମାନଙ୍କ ଖେଳ ଦେଖାଇବା ସ୍ଥାନ ! କରୋନାରେ ନିଜ ଜୀବିକା ହରାଇ ପରିବାର ପ୍ରତିପୋଷଣ ପାଇଁ ବାହାରି ପଡନ୍ତି ନିଜ ପରିବାରକୁ ସାଙ୍ଗରେ ନେଇ ।

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

July 5, 2022
ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ବରାହ ନୃସିଂହ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପାରଳାଖେମୁଣ୍ଡି ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି : ୬୦ ଅଭିଯୋଗ ଶୁଣିଲେ – ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

July 5, 2022
ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

July 5, 2022
  • About
  • Advertise
  • Privacy & Policy
  • Contact

© 2020 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2020 Odisha Taza News.