• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବୈରୀ ପୋଲିସ ର ଚଢ଼ାଉ, ଵିଦ୍ୟାଧର ପୁର ଗ୍ରାମରୁ ବିପୁଳ ପରିମାଣର ନକଲି‌ ଶ୍ରା ଗୋପାଳ ଜର୍ଦ୍ଦା କାରଖାନା ଠାଵ – ଦୁଇ ଅଟକ ।

Proprietor Abhimanyu Maharana by Proprietor Abhimanyu Maharana
October 27, 2021
in ଅପରାଧ, ଓଡ଼ିଶା, କଟକ, ଯାଜପୁର, ହୋମ୍
0
ବୈରୀ ପୋଲିସ ର ଚଢ଼ାଉ, ଵିଦ୍ୟାଧର ପୁର ଗ୍ରାମରୁ ବିପୁଳ ପରିମାଣର ନକଲି‌ ଶ୍ରା ଗୋପାଳ ଜର୍ଦ୍ଦା କାରଖାନା ଠାଵ – ଦୁଇ ଅଟକ ।
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ଛତିଆ :- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଥାନା ବିଦ୍ୟାଧର ପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ସାମଗ୍ରୀ ସହିତ ଦୁଇ ଭାଇଙ୍କୁ ଥାନାରେ ଅଟକ। ପ୍ରତି ବର୍ଷ ଭଳି ଠିକ ଏହି ସମୟରେ ପର୍ବ ପର୍ବାଣୀ ଭଳି ଯାଜପୁର ଜିଲ୍ଲାର ଛତିଆ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେନକଲି ଜର୍ଦା କାରଖାନା ଠାବ ହେବା ସହ ବିପୁଳ ପରିମାଣର ନକଲି ଜର୍ଦା ସମେତ , ପ୍ରସ୍ତୁତି ରେ ବ୍ୟବହୃତ ଯନ୍ତ୍ରାଂଶ ,ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ୱାରା ଜବତ ହେଉଛି  । ଜଣା ପଡୁଛି ଏହା ଏକ ସେଠାକାର ପାରମ୍ପରିକ ବ୍ୟବସାୟ । ଛତିଆ ଫାଣ୍ଡି ଠାରୁ ମାତ୍ର କିଛି ବାଟରେ ଏପରି ବେଆଇନ କାରବାର ଚାଲୁଥିଲେ ମଧ୍ୟ ପୋଲିସ ର ଅଜାଣତ ରେ କେମିତି ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ନା ପୋଲିସି ଜାଣତ ରେ ହେଉଛି ନା ପୋଲସି ଓ ବେବସାୟୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ତାହା ଏକ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଜି ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା ବିଦ୍ୟାଧରପୁର ରେ ଚଢ଼ାଉ କରାଯାଇ । ଏସବୁ କୁ ଜବତ କରାଯିବା ସହ ଦୁଇ ଜଣ କୁ ଅଟକ ରଖା ଯାଇ ପଚରା ଉଚରା ଜାରି ରହିଛି । ଏହି ଚଢ଼ାଉରେ ବୈରି ଥାନା ସମେତ ସ୍ପେଶାଲ ସ୍କ୍ୱାର୍ଡ ସାମିଲ ଥିଲେ ।

ସୂଚନା ଥାଉକି, ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧର ପୁର ଗାଁ ପାଲଟିଛି ନକଲି ଜର୍ଦ୍ଦା କାର ବାରର କୁଟୀର ଶିଳ୍ପ । ବିଗତ ଦିନରେ ବୈରୀ ପୋଲିସ ପକ୍ଷ ରୁ ବିଭିନ୍ନ ସମୟରେ ଚଢ଼ାଉ କରି ନକଲି ବେ-ଆଇନ ଜର୍ଦ୍ଦା କାର ବାରକାରୀଙ୍କୁ ଗିରଫ କରିବା ସହିତ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ ମଧ୍ୟ କରିଥିଲେ। ତେବେ ଏହି ବେ-ଆଇନ କାରବାର ଉପରେ ଥାନା ପକ୍ଷରୁ ନଜର ରଖା ଯାଇ ଥିବା ବେଳେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତ୍ରିରେ ବୈରୀ ଥାନା ପକ୍ଷରୁ ଵିଦ୍ୟାଧର ପୁର ଗ୍ରାମର ସୁନାକର ବାଇ ଙ୍କ ଘରେ ଚଢ଼ାଉ ହୋଇଥିଲା । ଘଟଣା ସ୍ଥଳରୁ ତାଙ୍କର ଦୁଇ ପୁଅ ରମାକାନ୍ତ ବାଇ( ବନା) ୪୫, ରତିକାନ୍ତ ବାଇ (କୁନା) ୩୯ ବର୍ଷ ଙ୍କୁ ବୈରୀ ପୋଲିସ ଉଠାଇ ଆଣିଥିବା ବେଳେ ଘରୁ ୧୩ ବସ୍ତା ନକଲି ଜର୍ଦ୍ଦା ଯାହାର ଓଜନ ଆନୁମାନିକ ପ୍ରାୟ ୮ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ବ ହେବ, ତତ୍ ସହିତ ୧ଟି ପ୍ୟାକିଙ୍ଗ ମେସିନ,୫ଗୋଟି ଜାରରେ ୧୦୦ଲିଟର ବ୍ୟବହୃତ ହେବାକୁ ଥିବା କେମିକାଲ, ଜର୍ଦ୍ଦା ତିଆରି ଲେବୁଲ, ଇତ୍ୟାଦି ବହୁ ବ୍ୟବହୃତ ସାମଗ୍ରୀ ଜବତ କରି ବୈରୀ ଥାନାରେ ରଖା ଯାଇ ଥିବା ଦେଖିବାକୁ ମିଳିଛି ।

ତେବେ ଏହି ଜର୍ଦ୍ଦା କାରବାର ନ କଲି ନୁହେଁ ବରଂ ଅସଲି ବୋଲି ଦାବି କରିଛନ୍ତି ଅଟକ ଥିବା ବ୍ୟକ୍ତି ଙ୍କ ଜନୈକ ସମ୍ପର୍କୀୟ । ତେବେ ଯଦି ସରକାରୀ ସ୍ୱୀକୃତି ପାଇ ଅଟକ ଥିବା ବ୍ୟକ୍ତି ଜଣକ ନିୟମ ଅନୁସାରେ ବ୍ୟବସାୟ ଦୀର୍ଘ ଦିନ ଧରି କରିଆସୁଥିଲେ, ତେବେ ପୋଲିସ କେଉଁ ତଥ୍ୟ ଆଧାରରେ ବ୍ୟବହୃତ ସମସ୍ତ କଞ୍ଚା ମାଲ ,ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ତାଙ୍କ ଘରୁ ଜବତ କରିଥିଲା ଏବଂ ବାଇ ଙ୍କ ଦୁଇ ପୁଅକୁ ମଧ୍ୟ ଥାନାରେ ଅଟକ ରଖିଥିଲେ ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ବଚି ସୃଷ୍ଟି କରିଛି..?? ତେବେ ଏ ଅଧିକ ତଦନ୍ତ ଥାନା ପକ୍ଷରୁ ଜାରି ରହି ଥିବା ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version