• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନ୍ଧ୍ରପ୍ରଦେଶର ବିଶାଖପାଟଣା ସ୍ଥିତ ଏକ ଘୋରେ଼ଇ ହସ୍ପିଟାଲ ପକ୍ଷରୁ ; ବିନାଟ୍ରିଟମେଣ୍ଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର -୫ଲକ୍ଷ ଟଙ୍କା ହଡ଼ପ

Proprietor Abhimanyu Maharana by Proprietor Abhimanyu Maharana
October 27, 2021
in ଓଡ଼ିଶା, ଗଜପତି, ହୋମ୍
0
ଆନ୍ଧ୍ରପ୍ରଦେଶର ବିଶାଖପାଟଣା ସ୍ଥିତ ଏକ ଘୋରେ଼ଇ ହସ୍ପିଟାଲ ପକ୍ଷରୁ ; ବିନାଟ୍ରିଟମେଣ୍ଟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର -୫ଲକ୍ଷ ଟଙ୍କା ହଡ଼ପ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ଆନ୍ଧ୍ରପ୍ରଦେଶରବିଶାଖପାଟଣାସ୍ଥିତଏକଘୋରେ଼ଇହସପିଟାଲରେ ବିନା କୋଣସି ଟ୍ରିଟମେଣ୍ଟ’ ରେରୋଗୀ’ଙ୍କ ପରିବାର ବର୍ଗ’ଙ୍କ ଠାରୁ BSKYବିଜୁ ସ୍ୱାସ୍ଥ୍ୟ କଲ୍ୟାଣଯୋଜନା’ର ୫ ଲକ୍ଷ ଟଙ୍କା ମିଥ୍ୟା’ରେ ବିଭିନ୍ନ କାରଣ ଦର୍ଶାଇ ହଡପ କରି ନେଇଯାଇଥିବାଅଭିଯୋଗ ହୋଇଛିଛ । ଏଭଳି ଏକ ସମ୍ବେଦନ ଶୀଳ ଘଟଣା ଘଟିଥିବା ନେଇ ଦୃଢ଼ ଭାବେ ଅଭିଯୋଗ କରିଛନ୍ତି ଚିକିତ୍ସିତ ପାରିବାର l ସମ୍ପୃକ୍ତ ରୋଗୀ’ର ପତ୍ନୀ ତାଡେଲା ଭାଗ୍ୟଲକ୍ଷ୍ମୀ ଓ ଶାଳକ ଗେଦଲା ଜଗଦୀଶ’ଙ୍କ ପକ୍ଷରୁ । ଏଭଳି ଘଟଣା’ର ବିହିତ ତଦନ୍ତ କରାଯାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ହଡପ କରି ନେଉଥିବା ହସପିଟାଲ ପ୍ରତି ସରକାର , ଦୃଷ୍ଟାନ୍ତ ମୂଳକ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୋଗୀ’ଙ୍କ ପରିବାର ପକ୍ଷ’ରୁ ଦୃଢ ଦାବି କରା ଯାଇଛି ।

ଅଭିଯୋଗ’ରେ ରୋଗୀ’ ଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ , ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଦୁଭାଙ୍ଗି ପଞ୍ଚାୟତ’ର ଚୁଡଙ୍ଗପୁର ଗ୍ରାମ ନିବାସୀ ୫୧ ବର୍ଷ ବୟସ୍କ- ତାଡେଲା ଆପାନ୍ନା’ଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିସ୍ୟାଳୟ’ରେ ଚିକିସ୍ୟା ପାଇଁ ଭର୍ତ୍ତି କରା ଯାଇଥିଲା । ସେଠାରେ ୩ ଦିନ ରହିବା ମଧ୍ୟରେ ତାଙ୍କର ବିଭିନ୍ନ ପରୀକ୍ଷା ଓ ଚିକିସ୍ୟା କରାଯିବା ପରେ ମଧ୍ୟ ସଠିକ ରୋଗ ଚିହ୍ନଟ ହୋଇ ପାରିଲା ନାହିଁ । ପରେ ଡାକ୍ତର’ଙ୍କ ପରାମର୍ଶ କ୍ରମେ ରୋଗୀ’କୁ ବ୍ରହ୍ମପୁର ସ୍ଥିତ MKCG ବଡ଼ ମେଡିକାଲ’କୁ ନେଇ ଭର୍ତ୍ତି କରିଥିଲେ ।

ବ୍ରହ୍ମପୁର ମେଡିକାଲ’ରେ ୮ ଦିନ ଧରି ରୋଗୀ’ର ବିଭିନ୍ନ ପରୀକ୍ଷା ଓ ଚିକିସ୍ୟା କରାଯିବା ପରେ ଜଣା ପଡିଲା ଯେ , ରୋଗୀ ଆପାନ୍ନା’କୁ ସ୍ନାୟୁ ଜନିତ ରୋଗ ରହିଛି । ହେଲେ ଏହି ସ୍ନାୟ ଜନିତ ରୋଗ ଉପରେ ସମ୍ପୃକ୍ତ ହସପିଟାଲ’ରେ କୋଣସି ପ୍ରକାର ଚିକିସ୍ୟା ସୁବିଧା ଉପଲବ୍ଧ ନାହିଁ । ହସପିଟାଲ ଡାକ୍ତର ମଧ୍ୟ ରୋଗୀକୁ ଅନ୍ୟତ୍ର ସରକାରୀ ହସପିଟାଲ ଯେଉଁ ଠାରେ ଏହି ରୋଗ ଦୂର ହୋଇପାରିବ , ସେଠାକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଶୁଣି ଓ ଜାଣି ଅତ୍ୟନ୍ତ ନିରାଶ ହୋଇ ପରିବାର ଲୋକେ ନିଜ ଗ୍ରାମ ଚୁଡଙ୍ଗପୁର ଗ୍ରାମ’କୁ ଚାଲି ଆସିଥିଲେ। ।

ରୋଗୀ ଆପନ୍ନା ଜଣେ କ୍ଷୁଦ୍ର ଚାଷୀ ଓ ଅତ୍ୟନ୍ତ ଗରିବ ଶ୍ରେଣୀର ସହ ଆର୍ଥିକ ସ୍ଥିତି ମଧ୍ୟ ତାଙ୍କର ଭଲ ନାହିଁ । ଅନ୍ୟପକ୍ଷ’ରେ ଏହିଭଳି ରୋଗ’ର ଚିକିସ୍ୟା ପାଇଁ ଲକ୍ଷ ଲକ୍ଷ ଟଙ୍କା’ର ଆବଶ୍ୟକ ରହିଛି । ଏଥିପାଇଁ ପରିବାର ବର୍ଗ ପକ୍ଷରୁ BSKY – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ରୋଗୀ’ର ଅଧିକ ଚିକିସ୍ୟା କରାଇବା ପାଇଁ ସେମାନେ ପଡୋଶୀ ଆନ୍ଧ୍ର’ର ବିଶାଖାପାଟଣା ସ୍ଥିତ ମେଡିକାବାର ହସପିଟାଲ’କୁ ନେଇଥିଲେ । ସେଠାରେ ରୋଗୀ’ର ବିଭିନ୍ନ ପରୀକ୍ଷା ଓ ଚିକିସ୍ୟା କରାଯିବା ପରେ ଡାକ୍ତର ମାନେ ରୋଗୀ’ର ପରିବାର ବର୍ଗ’ଙ୍କୁ ଆଶ୍ବାସନ ଦେଇ କହିଥିଲେ ଯେ , ଏହି ରୋଗ ଏଠାରେ ଅଳ୍ପଦିନ ମଧ୍ୟରେ ଓ କମ ଟଙ୍କାରେ ଭଲ ହୋଇଯିବ ବୋଲି କହିଥିଲେ ।

ଡାକ୍ତର’ଙ୍କ ଠାରୁ ଏଭଳି ନିର୍ଭରଯୋଗ୍ୟ ଆଶ୍ବାସନା ଓ ପ୍ରତିଶ୍ରୁତି ପାଇ ରୋଗୀର ପରିବାର ଲୋକେ ଅତ୍ୟନ୍ତ ବିଶ୍ବାସଭାଜନ ଓ ଦୃଢ଼ଆଶା ରଖି ଆମେ ଅଧିକ ଉପଯୁକ୍ତ ଚିକିସ୍ୟା ପାଇଁ ସେହି ହସପିଟାଲ’ରେ ଏଡମିଟ କରିଦେଲୁ ରୋଗୀ ଆପନ୍ନା’ଙ୍କୁ । ସେହି ମେଡିକାବାର ହସପିଟାଲ’ରେ ଦୀର୍ଘ ୧୯ ଦିନ ଧରି ରୋଗୀ’କୁ ICU’ ରେ ରଖା ଯାଇଥିଲା । ହେଲେ ସେହି ICU, ଭିତରେ ସମ୍ପୃକ୍ତ ରୋଗୀ’କୁ ପ୍ରତିଦିନ କଣ ଚିକିସ୍ୟା କରୁଥିଲେ ଓ କଣ ଔଷଧ ଦିଆ ଯାଉଥିଲା , ତାହା ଆମକୁ କୋଣସି କିଛି ନ ଜଣାଇ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରଖା ଯାଉଥିଲା । କେବଳ ଡାକ୍ତର ରାଉଣ୍ଡ’କୁ ଆସିଲା ବେଳେ ରୋଗୀର ସମ୍ପର୍କୀୟ ଜଣ’କୁ ହିଁ , ଦେଖିବା ପାଇଁ ମାତ୍ର ୪/୫ ମିନିଟ ପାଇଁ ଭିତର’କୁ ଛାଡ଼ୁଥିଲେ ।

ରୋଗୀ’ଙ୍କ ଅବସ୍ଥା ସମ୍ପର୍କ’ରେ ଡାକ୍ତର’ଙ୍କୁ ପଚାରିଲେ କୋଣସି କିଛି ଉତ୍ତର ମିଳୁ ନ ଥିଲା ବିନା କୋଣସି କାଗଜ , ବିନା ପରୀକ୍ଷା ଓ ଚିକିସ୍ୟା , ବିନା ଔଷଧ ଓ ବିଲ’ରେ ଦୀର୍ଘ ୧୯ ଦିନଧରି ରଖିବା ପରେ ୫ ଲକ୍ଷ’ରୁ ଉର୍ଦ୍ଧ୍ବ ଟଙ୍କା ଏହି ଚିକିସ୍ୟା ବାବଦ’ରେ ଖର୍ଚ୍ଚ ହୋଇଗଲାଣି , ତେଣୁ ରୋଗୀ’କୁ ତୁମେ ଘର’କୁ ନେଇଯାଅ ବୋଲି ହସପିଟାଲ ପକ୍ଷ’ରୁ କୁହା ଯାଇଥିଲା । ରୋଗୀ ବିଷୟ’ରେ ଚିକିସ୍ୟା କେଉଁ ବାବଦରେ କେତେ ଓ କଣ କଣ ଚିକିସ୍ୟା ଓ କେତେ କଣ ଖର୍ଚ୍ଚ ହେଲା ବୋଲି ପଚାରିବା’ରେ ସେମାନେ ଅତି କର୍କଶ ଭାବରେ କହିଲେ ଯେ , ରୋଗୀ’ର ଯାହାସବୁ ଚିକିସ୍ୟା କରିବା କଥା ଆମେ କରିଦେଇଛୁ , ଏବେ ତୁମେ ରୋଗୀ’କୁ ଘର’କୁ ନେଇଯାଅ ବୋଲି କହିଥିଲେ ।

ରୋଗୀ ଆପନ୍ନା’ଙ୍କ ପରିବାର ବର୍ଗ ପକ୍ଷରୁ ଦୃଢ଼ ଅଭିଯୋଗ କରି କୁହାଯାଇଛି ଯେ , ଆନ୍ଧ୍ର’ର ବିଶାଖାପାଟଣା ଠାରେ ଥିବା ସମ୍ପୃକ୍ତ ମେଡିକାଲ ମେଡିକାବାର ନିରୀହ ଲୋକଙ୍କୁ ଓ ରୋଗୀ’ଙ୍କ ସମ୍ପର୍କୀୟ ମାନଙ୍କୁ ମିଥ୍ୟା ଆଶ୍ୱାସନା ଓ ପ୍ରତିଶ୍ରୁତି ଦେଇ ଉପଯୁକ୍ତ ଚିକିସ୍ୟା ନାମ’ରେ ଲୋକଙ୍କୁ ଠକି କୋଣସି ଚିକିତ୍ସା ନ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିବାରେ ଲାଗିଛି । ରୋଗୀ ଆପନ୍ନା’ଙ୍କ ମେଡିକାବାର ହସପିଟାଲ’ରେ ଦୀର୍ଘ ୧୯ ଧରି ରହିବା ମଧ୍ୟରେ କଣ ସବୁ ଚିକିସ୍ୟା ଓ ଔଷଧ ସେବନ ଏବଂ କେଉଁ ବାବଦରେ କେତେ କଣ ଖର୍ଚ୍ଚ ହୋଇଛି , ତାର ପ୍ରକୃତ ବିଲ ପ୍ରଭୃତି’ର ବିହିତ ତଦନ୍ତ କରାଯିବାକୁ ରୋଗୀ’ର ପତ୍ନୀ ତାଡେଲା ଭାଗ୍ୟଲକ୍ଷ୍ମୀ ଓ ଶାଳକ ଗେଦଲା ଜଗଦୀଶ ଦାବି କରିଛନ୍ତି ।

ବିନା ବିଲ’ରେ BSKY ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ର ୫ ଲକ୍ଷ ଟଙ୍କା ସହିତ ଆହୁରି ଅନ୍ୟାନ୍ୟ ବାବଦ ଖର୍ଚ୍ଚ ହୋଇଥିବା କହି ରୋଗୀ’ଙ୍କ ସମ୍ପର୍କୀୟ’ଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ହଡପ ଓ ଶୋଷଣ କରାଯାଇଛି ବୋଲି ଅଭିଯୋଗ ହୋଇଛି । ବିଶାଖାପାଟଣା ସ୍ଥିତ ସମ୍ପୃକ୍ତ ମେଡିକାବାର ହସପିଟାଲ’ ରେ ଯଦି ରଂଗୀ’ଙ୍କ ଉପଯୁକ୍ତ ଚିକିସ୍ୟା ହୋଇଥାନ୍ତା , ତେବେ ରୋଗୀ’ର ସ୍ୱାସ୍ଥ୍ୟବସ୍ଥା ଭଲ ହୋଇ ଯାଆନ୍ତା , କିନ୍ତୁ ସେଠାରେ ତାହା କଲେ ନାହିଁ ବର୍ତ୍ତମାନ ରୋଗୀ’ର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ବର୍ତ୍ତମାନ ରୋଗୀ ତାଡେଲା ଅପାନ୍ନା ପାରଳାଖେମୁଣ୍ଡି ସ୍ଥିତ ବଡ ଡାକ୍ତରଖାନା’ରେ ଚିକିସ୍ୟାଧିନ ଅବସ୍ଥା’ରେ ରହି , ସେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭୁବନେଶ୍ବର ରୁ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଆନ୍ଧ୍ରର ଟେକାଲି ନିକଟରେ ରେଳ ଧାରଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଜଣେ ଗୁରୁତର

ଭୁବନେଶ୍ବର ରୁ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଆନ୍ଧ୍ରର ଟେକାଲି ନିକଟରେ ରେଳ ଧାରଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଜଣେ ଗୁରୁତର

September 26, 2026
ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

September 26, 2026
ସିଆଇଆଇ ଓଡ଼ିଶା ମେଟାଲ୍ସ ଆଣ୍ଡ ମାଇନିଂ କନକ୍ଲେଭ୍ ୨୦୨୬ : ଭବିଷ୍ୟତ ପାଇଁ ଖଣି ଓ ଧାତୁ ଶିଳ୍ପର ରୂପରେଖ ପ୍ରସ୍ତୁତ

ସିଆଇଆଇ ଓଡ଼ିଶା ମେଟାଲ୍ସ ଆଣ୍ଡ ମାଇନିଂ କନକ୍ଲେଭ୍ ୨୦୨୬ : ଭବିଷ୍ୟତ ପାଇଁ ଖଣି ଓ ଧାତୁ ଶିଳ୍ପର ରୂପରେଖ ପ୍ରସ୍ତୁତ

September 26, 2026
ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏଆଇ, ଏକାଡେମିକ୍ସ ଓ ଗବେଷଣା ସହ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟ ଉପରେ ଏକଦିନିଆ ଏଫ୍‌ଡିପି

ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ୍ସ (AIMS) ଓଡ଼ିଶା ଚାପ୍ଟର ଏଆଇ, ଏକାଡେମିକ୍ସ ଓ ଗବେଷଣା ସହ ଏଣ୍ଟରପ୍ରାଇଜ୍ ରିସ୍କ ମ୍ୟାନେଜମେଣ୍ଟ ଉପରେ ଏକଦିନିଆ ଏଫ୍‌ଡିପି

September 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭୁବନେଶ୍ବର ରୁ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଆନ୍ଧ୍ରର ଟେକାଲି ନିକଟରେ ରେଳ ଧାରଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଜଣେ ଗୁରୁତର

ଭୁବନେଶ୍ବର ରୁ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଆନ୍ଧ୍ରର ଟେକାଲି ନିକଟରେ ରେଳ ଧାରଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଜଣେ ଗୁରୁତର

September 26, 2026
ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

September 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version