No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ସ୍ଥାନୀୟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଭଉୟ ବାଳକ ଓ ବାଳିକା ବିଭାଗର ଜାତୀୟ ସେବା ସଂସ୍ଥା ଯୋଜନା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ଯକ୍ଷ ସୀମାଞ୍ଚଳ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷ ଶିକ୍ଷାର୍ଥୀମାନଙ୍କୁ ସ୍ଵଚ୍ଛତାର ମହତ୍ଵ, ଉଦେଶ୍ୟ ଓ ଆଵଶ୍ଯକତାର ଜରୁରୀ ସଂପର୍ବରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ଯୋଜନା ଅଧିକାରୀ ବରିଷ୍ଠ ଅଧ୍ଯ।ପକ ଉଗବାନ ବିଷୋୟୀ ଏବଂ ବାଲିକା ବିଭାଗର ଯୋଜନା ଅଧିକାରୀ ଅନ୍ୟଲ କୁମାର ତ୍ରିପାଠୀଙ୍କ ନେତ୍ଵତ୍ଵରେ ପରିସରର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ଓ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ପୂର୍ବତନ ଯୋଜନା ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ଗୌଡ, ଅଧ୍ଯ।ପକ ଏସ.ରମେଶ ଖେଳ ଶିକ୍ଷକ ମୀନଜେତନ ମିଶ୍ରଙ୍କ ସମେତ ବିବ୍ୟାନୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result