No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- ମା ଚର୍ଚ୍ଚିକା ଙ୍କ କୃପାରୁ ବାଙ୍କୀ ଉପଖଣ୍ଡ ରେ କୋଭିଡ କଟକଣା ରେ ବାଙ୍କୀ ଟାଉନ, ତୁଳସୀପୁର, ଜାତମୁଣ୍ଡିଆ,ଡମପଡା, ଭାଗୀପୁର, କଳାପଥର, ବୈଦେଶ୍ୱର, ସୁବର୍ଣ୍ଣପୁର ଆଦି ଅନେକ ସ୍ଥାନରେ ରାଜ୍ୟ ସରକାର ଙ୍କ କୋଭିଡ କଟକଣା ରେ ପାର୍ବଣ ଅନୁଷ୍ଠିତ ହୋଇ ଆଜି ଭାଷାଣି ଶେଷ ହୋଇଛି ।
ବିଭନ୍ନ ଅଧିକାରୀ, ତହସିଲଦାର,ପୋଲିସ ଏବଂ ମୁଁ ନିଜେ ବିଭିନ୍ନ ପୂଜା ମଣ୍ଡପ କୁ ଯାଇ ସେଠାରେ ତନଖି ବା ସହ କୋଭିଡ ନିୟମ ପାଳନ ହେଉଛି କି ନାହିଁ ଦେଖି ଥିଲୁ।ଆଜି ଭାଷଣୀ ମଧ୍ୟ ବିଭିନ୍ନ ସ୍ଥାନରେ ସୁନ୍ଦର ଭାବେ ସମ୍ପାଦିତ ହୋଇଛି ।
No Result
View All Result