No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- ଚଳିତ ପୂଜା ରେ ପୋଲିସ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି।ବାଙ୍କୀ ଜନ ସାଧାରଣ ବିଶେଷ ଭାବେ ବାହାରକୁ ଆସି ପୂଜା ମଣ୍ଡପ ରେ କି ମନ୍ଦିର ରେ ଭିଡ଼ କରିନାହାନ୍ତି।ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରିଲିଂ କରାଯାଇଛି।ଆଜି ଭାଷାଣି ରେ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ ନିଜ ନିଜ ମୃତ୍ତି କୁ ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଖରୀ ରେ ବିସର୍ଜନ କରିଥିଲେ।
No Result
View All Result