No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :-ଶାରଦୀୟ ପୂଜା ଓ ଭାଷାଣି ରାଜ୍ୟ ସରକାର ଙ୍କ କୋଭିଡ ନିୟମ ଅନୁଯାୟୀ ପାଳନ କରି ତାହାକୁ ପୂଜା କମିଟି କୁ ବୁଝେଇ ଅତି ସୁନ୍ଦର ଭାବେ ବାଙ୍କୀ ରେ ସଂପନ୍ନ ହୋଇଛି।ସରକାର ନିୟମ ଅନୁସାରେ ପୂଜା ମଣ୍ଡପ ରେ ୪ଫୁଟ ମୃତ୍ତି ନିର୍ମାଣ ହୋଇଥିଲା। ଭାଷାଣି ପାଇଁ ଆମେ ଏନଏସି ପକ୍ଷରୁ କୋଭିଡ କେଆର କେନ୍ଦ୍ର ପଛ ପଟେ ଏକ ଅସ୍ଥାୟୀ ପୁଷ୍କରିଣୀ ନିର୍ମାଣ ହୋଇ ସେଠାରେ ବିସର୍ଜନ କରାଯାଇଥିଲା।ମୁଁ ବ୍ୟକ୍ତିଗତ ଭାବେ ବାଙ୍କୀ ର ସମସ୍ତ ପୂଜା ମଣ୍ଡପ ଓ ଜନ ସାଧାରଣ ଙ୍କୁ ଧନ୍ୟବାଦ ଦେବୀ ସୁଚାରୁ ରୁପେ ବାଙ୍କୀ ରେ ଶାରଦୀୟ ପୂଜା ଓ ଭାଷାଣି କୁ ସମ୍ପାଦିତ କରିଥିଲେ।
No Result
View All Result