No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :-ଚଳିତ ବର୍ଷ ବାଙ୍କୀ ରେ ସରକାର କୋଭିଡ ଗାଇଡ଼ ଲାଇନ ଅନୁଯାଇ ୪ଫୁଟ ର ମୃତ୍ତି ନିର୍ମାଣ କରି ପ୍ରଥମ ତଃ ବାଙ୍କୀ ବଜାରରେ ଦୁଇଗୋଟି ମଣ୍ଡପ ରେ ଶିବ ଙ୍କର ମୄର୍ତି ସ୍ଥାପନ ହୋଇ ଷଷ୍ଠୀ ଠାରୁ ପୂଜା ଅର୍ଚ୍ଚନା ଆରମ୍ଭ ହୋଇ ପର୍ଦା ପ୍ରଥା ରେ ସ୍ୱଳ୍ପ ସଂଖ୍ୟକ ଭକ୍ତ ଦର୍ଶନ କରିଥିଲେ।ଷଷ୍ଠୀ ଠାରୁ ମେନରୋଡ ପୂଜା କମିଟି ରେ ଶିବ ଜଳନ୍ଧର ବଧ ପୂଜା ପାଉଥିବା ବେଳେ ବାଙ୍କୀ ହାଟ ଭିତର ମହାଦେବ ମଣ୍ଡପରେ ତ୍ରିପୁରା ଅସୁର ବଧ ମୄର୍ତି ନିର୍ମାଣ ହୋଇ ପ୍ରାଣ ପ୍ରତିଷ୍ଠା ପାଇ ପୂଜା ପାଉଥିଲେ।ଏତତ ଦଶହରା ପରେ
କୁମାର ପୂର୍ଣ୍ଣିମା ଉପଲକ୍ଷେ ସରକାର ଙ୍କ କୋଭିଡ ନିୟମ ଅନୁଯାୟୀ ଥାନା ଛକ ପୂଜା ମଣ୍ଡପରେ ଗଜଲଷ୍ମୀ ,ଯୁବଶକ୍ତି ସଂଘ ବ୍ୟାଙ୍କ ଛକ ଠାରେ ସାଇବାବା, ନୃସିଂହ ଛକ ପୂଜା ମଣ୍ଡପ ରେ ନୃସିଂହ ପ୍ରଭୁ ,ଲଷ୍ମୀ ବଜାର ପୂଜା କମିଟି ପକ୍ଷରୁ ମା ଲଷ୍ମୀ ,ଆଦିମାତା ପୂଜା କମିଟି ପକ୍ଷରୁ ମା ଲଷ୍ମୀ ,ମେଡିକାଲ ରୋଡ ପୂଜା କମିଟି ପକ୍ଷରୁ ଗଣେଶ, ମେଡିକାଲ ଛକ ପୂଜା କମିଟି ପକ୍ଷରୁ ଜଗନ୍ନାଥ ଙ୍କ ପ୍ରତିମା ନିର୍ମାଣ କରାଯାଇ ଥିଲା ।ଆଜି ବାଙ୍କୀ ପ୍ରଶାସନ ପକ୍ଷରୁ ପୂଜା କମିଟି ଶାନ୍ତି କମିଟି ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନଏସି ପକ୍ଷରୁ ନିର୍ମାଣ ହୋଇଥିବା ଆସ୍ଥାଇ ଜଳାଶୟ ରେ କୋଭିଡ ନିୟମ ଅନୁଯାୟୀ ମୃତ୍ତି ବିସର୍ଜନ କରାଯାଇଥିଲା।
No Result
View All Result