ଏନ୍ ଏସ ଏସ ଯୁବକ ମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ +୩ ଡିଗ୍ରୀ କଲେଜ୍ ଏନ୍ ଏସ ଏସ ଛାତ୍ର ମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏସ ଏସ ପୋଗ୍ରାମ୍ ଅଫିସର ତଥା ରାଜନୀତି ବିଜ୍ଞାନ ଅଧ୍ୟାପିକା ସୋଫିଆ ସିଂ ଦେଓ ଙ୍କ ତତ୍ତ୍ଵାବଧାନରେ ଏନ୍ ଏସ ଏସ ଛାତ୍ର ମାନେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର,

ନୂଆଗାଁ ହାଇସ୍କୁଲ୍, ଆମ୍ବଝରି ଗ୍ରାମ ପରିବେଶ ,ନୂଆଗାଁ କଲେଜ୍ ଚତୁଃପାର୍ଶ୍ଵ ସଫେଇ କରିଥିଲେ।ଓଡ଼ିଆ ଅଧ୍ୟାପକ ଉପେନ୍ଦ୍ର ସାହୁ ସହଯୋଗ କରିଥିଲେ ।