• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ସୋମବାର ଆପଣଙ୍କର ଆଜିର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
October 18, 2021
in ଓଡ଼ିଶା, ପୁରୀ, ମହାନଗର, ରାଶିଫଳ, ହୋମ୍
0
ଜାଣନ୍ତୁ ସୋମବାର ଆପଣଙ୍କର ଆଜିର ରାଶିଫଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ଭୁବନେଶ୍ଵର :- ମେଷ : ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ। କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଆଜି ଆପଣଙ୍କ ମନ ଅଧିକ ଚଞ୍ଚଳ ରହିବ। ଏହି କାରଣରୁ ଆପଣଙ୍କୁ ନିର୍ଣ୍ଣୟ ନେବାରେ ବହୁତ ଅସୁବିଧା ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନା କରିବାକୁ ପଡ଼ିପାରେ। ନୂଆ କାମ କରିବାକୁ ପ୍ରେରଣା ମିଳିବ। ଲମ୍ବା ସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଅପରାହ୍ନରେ ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ମିତ୍ର ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କ ସହିତ ସମୟ ଆନନ୍ଦରେ ବ୍ୟତୀତ ହେବ। ତାଙ୍କ ସହିତ କୌଣସି ସମାରୋହ କିମ୍ବା ପର୍ଯ୍ୟଟନରେ ଯିବାର ସମ୍ଭାବନା ଦେଖାଯାଉଛି। ସଦଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ।

ବୃଷ : କୌଣସି କାର୍ଯ୍ୟକୁ ମନୋବଳ ଏବଂ ଆତ୍ମବିଶ୍ଵାସ ସହିତ କରିବେ ତେବେ ସେଥିରେ ସଫଳତା ମିଳିବ। ପିତାଙ୍କ ତରଫରୁ ଆପଣଙ୍କୁ ଲାଭ ମିଳିପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ସରକାରୀ କାର୍ଯ୍ୟରେ ଆର୍ଥିକ ସଫଳତା ମିଳିପାରେ। ଭାଇ-ବନ୍ଧୁମାନଙ୍କର ପ୍ରେମ ତଥା ସହଯୋଗ ମିଳିବ। କଲାକାର, କାରୀଗର ଏବଂ ଲେଖକମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟର ଉଚିତ ପ୍ରଶଂସା ମଧ୍ୟ ହେବ। ସାମାଜିକ ରୂପରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଆଜି ଆପଣଙ୍କ ବାଣୀର ଜାଦୁ କାହାକୁ ଅଭିଭୂତ କରି ଆପଣଙ୍କୁ ଲାଭ ଦେବ। ବାଣୀର ମାଧୁର୍ଯ୍ୟ ନୂଆ ସମ୍ବନ୍ଧ ସ୍ଥାପିତ କରିବାରେ ସହାୟତା କରିବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ । ପଠନ-ଲେଖନ ପରି ସାହିତ୍ୟ ପ୍ରବୃତ୍ତିଗୁଡ଼ିକରେ ଅଭିରୁଚି ବଢ଼ିବ। ପରିଶ୍ରମ ଅପେକ୍ଷିତ ପରିଣାମ ମିଳିବ ନାହିଁ ଏହା ସତ୍ତ୍ୱେ ଆପଣଙ୍କ କାମରେ ତତ୍ପରତା ଏବଂ କୁଶଲତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ସମ୍ଭବ ହୋଇପାରେ। ପେଟର ଅସୁବିଧା ଚିନ୍ତିତ କରିବ।

ମିଥୁନ : ନୂଆ ଯୋଜନାର ପ୍ରାରମ୍ଭ ପାଇଁ ଆଜି ଅନୁକୂଳ ଦିନ। ସରକାରୀ ଲାଭ ତଥା ଉଚ୍ଚାଧିକାରିମାନଙ୍କଠାରୁ କାର୍ଯ୍ୟର ଉଚିତ ଫଳ ମିଳିପାରେ। ଭାଇ-ବନ୍ଧୁମାନଙ୍କମଧ୍ୟରେ ଥିବା ମନମାଳିନ୍ୟ ଦୂର ହୋଇପାରେ। ବୈଚାରିକ ରୂପରେ ପରିବର୍ତ୍ତନର ସମ୍ଭାବନା ଅଛି। ଆର୍ଥିକ ବିଷୟଗୁଡ଼ିକରେ ସାବଧାନ ରୁହନ୍ତୁ। ଆଜିର ଦିନ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସତେଜ ଏବଂ ପ୍ରସନ୍ନତା ଅନୁଭବ କରିବେ। ସ୍ଵାଦିଷ୍ଟ ଭୋଜନ ଏବଂ ଭଲ କପଡ଼ା ପିନ୍ଧିବାକୁ ମିଳିବ। ଭେଟ-ଉପହାର ମିଳିପାରେ। ଆର୍ଥିକ ଲାଭ ହେବ। ଦ୍ୱନ୍ଦ୍ୱ ଯୋଗୁଁ ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେ ନାହିଁ। ବୈଚାରିକ ଝଡ଼ରେ ମାନସିକ ଅସୁସ୍ଥତା ଅନୁଭବ କରିବେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥରୁ ସାବଧାନ ରୁହନ୍ତୁ। ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲାରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ସୁସ୍ଥତାର ଅଭାବ ରହିବ।

କର୍କଟ : ନକାରାତ୍ମକ ବ୍ୟବହାରରୁ ଦୂରରେ ରୁହନ୍ତୁ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଅନୁଭବ କରିବେ। ନିରାଶା ଏବଂ ଅସନ୍ତୋଷ ଭାବନା ମନରେ ଆଣନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରୁ ଭଲ ସମାଚାର ମିଳିବ। ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ଆଜି ଆପଣଙ୍କ ମନରେ ଆଘାତ ଏବଂ ଭୟ ଅନୁଭବ କରିପାରନ୍ତି। ପରିବାରରେ ମତଭେଦ ହେବାରୁ ପାରିବାରିକ ବାତାବରଣ ଅଶାନ୍ତିପୂର୍ଣ୍ଣ ରହିବ। ମନରେ ଦ୍ୱନ୍ଦ୍ୱ ରହିପାରେ। ନିଜର ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ଆଜି ଅତ୍ୟଧିକ ଖର୍ଚ୍ଚ ହୋଇପାରେ। ଶାରୀରିକ ଏବଂ ମାନସିକ ସତେଜତାର ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥିରେ ସାକ୍ଷାତକରି ହେବ। ସାଥିମାନଙ୍କଠାରୁ ଲାଭ ହେବ। ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ଅଟେ। କାର୍ଯ୍ୟର ସଫଳତା ଏବଂ ପ୍ରିୟ ବ୍ୟକ୍ତିଙ୍କ ସାଥି ମିଳିବାରୁ ଆପଣ ଆନନ୍ଦିତ ରହିବେ। ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧିର ସମ୍ଭାବନା ଅଛି। ଛୋଟ ଯାତ୍ରା ହେବ। ମାନ- ସମ୍ମାନରେ ବୃଦ୍ଧି ହେବ।

ସିଂହ : ଆଜି ସମ୍ପୂର୍ଣ୍ଣ ଆତ୍ମବିଶ୍ଵାସ ରହିବ। କୌଣସି କାର୍ଯ୍ୟକୁ କରିବା ପାଇଁ ଆପଣ ତ୍ଵରିତ ନିର୍ଣ୍ଣୟ ନେଇପାରନ୍ତି। ପିତାଙ୍କ ତରଫରୁ ଲାଭ ହେବ। ସାମାଜିକ ମାନ-ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। ଆଜି ବ୍ୟାପାରରେ ଲାଭ ଏବଂ ଆୟରେ ବୃଦ୍ଧି ହେବ। ଉତ୍ତମ ଭୋଜନ ପ୍ରାପ୍ତ ହେବ। ମିତ୍ରମାନଙ୍କ ସହିତ ରମଣୀୟ ସ୍ଥାନକୁ ଯାଇପାରନ୍ତି। ମହିଳା ମିତ୍ର ଆଜି ବିଶେଷ ସହାୟକ ହେବେ। କୌଣସି ଶୁଭ ପ୍ରସଙ୍ଗ ହୋଇପାରେ। ବୈବାହିକ ଜୀବନ ଉତ୍ତମ ରହିବ ତଥା ଜୀବନସାଥୀମାନଙ୍କ ସହଯୋଗ ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ସୁଖ- ଶାନ୍ତିରେ ଦିନ କଟିବ। ତାଙ୍କର ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କଠାରୁ ବିଶେଷ ସହାୟତା ପ୍ରାପ୍ତ କରିପାରିବେ। ଦୂରସ୍ଥ ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ସଂପର୍କ କିମ୍ବା ସନ୍ଦେଶ ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ। ନିଜର ପ୍ରଭାବଶାଳୀ ବାଣୀରେ ଅନ୍ୟ ଲୋକମାନଙ୍କର ଧ୍ୟାନ କେନ୍ଦ୍ରିତ କରି ପାରିବେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ କମ ସଫଳତା ମିଳିବ।

କନ୍ୟା : ଆପଣଙ୍କ ଅହଂକାର କ୍ଷତି କରିବ, ତେଣୁ ଧ୍ୟାନ ଦେବେ। ଶାରୀରିକ ଆଳସ୍ୟ ଏବଂ ମାନସିକ ଚିନ୍ତା ହୋଇପାରେ। ମିତ୍ରମାନଙ୍କ ସହିତ କୌଣସି କଥାରେ ଆପଣଙ୍କ ମନମାଳିନ୍ୟ ହୋଇପାରେ। ସ୍ଵଭାବରେ କ୍ରୋଧର ମାତ୍ରା ଅଧିକ ରହିବ। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ। ଆଜିର ଦିନ ଲାଭପ୍ରଦ ରହିବ। ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ। ପିତାଙ୍କର ତରଫରୁ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣରେ ଖୁସି ରହିବ। ଆଜି ଲାଭଦାୟକ ଦିନ। ଆପଣଙ୍କ ବୈଚାରିକ ସମୃଦ୍ଧି ବଢ଼ିବ। ବାକଚାତୁରୀ ଏବଂ ମୀଠା ବାଣୀରେ ଆପଣ ଲାଭପ୍ରଦ ସମ୍ବନ୍ଧ ବିକସିତ କରି ପାରିବେ। ଉତ୍ତମ ଭୋଜନ, ଭେଟ ଉପହାର ଏବଂ ବସ୍ତ୍ର ପ୍ରାପ୍ତି ହେବ। ଶାରୀରିକ ତଥା ମାନସିକ ସୁସ୍ଥତା ରହିବ। ଆନନ୍ଦ ପ୍ରାପ୍ତି, ଜୀବନସାଥୀଙ୍କର ନିକଟତା ଏବଂ ଯାତ୍ରା ତଥା ପର୍ଯ୍ୟଟନରେ ଆପଣଙ୍କ ଆଜିର ଦିନ ଖୁସି ରହିବ।

ତୁଳା : ଆଜିର ଦିନ ଶୁଭଫଳଦାୟୀ ଅଟେ। ବିଭିନ୍ନ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ମିତ୍ରମାନଙ୍କ ସହିତ ମିଳାମିଶା ଏବଂ ଯାତ୍ରାର ମଧ୍ୟ ଯୋଗ ଅଛି। ଗୃହସ୍ଥ ଜୀବନରେ ସନ୍ତାନ ଏବଂ ଜୀବନସାଥୀଙ୍କର ସୁଖ ପ୍ରାପ୍ତି ହେବ। ଧନପ୍ରାପ୍ତିର ଯୋଗ ଅଛି। ଆଜି ଆପଣ ନୂଆ କାମ ପ୍ରାରମ୍ଭ କରିବା ପାଇଁ ଚେଷ୍ଟା କରିବେ। ତୀର୍ଥ ଯାତ୍ରା କରିବାପାଇଁ ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ରମାନଙ୍କ ଏବଂ ବନ୍ଧୁମାନଙ୍କର ଭଲ ସମାଚାର ପ୍ରାପ୍ତ ହେବ ଯାହାଫଳରେ ଅଧିକ ପ୍ରସନ୍ନତା ଅନୁଭବ କରିବେ। ଆଜି କୌଣସି ଚର୍ଚ୍ଚା କିମ୍ବା ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଆଜିର ଦିନ କିଛି ଅନିୟନ୍ତ୍ରଣ ଏବଂ ଅନୈତିକ ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବାଣୀର ଶିଥିଲତା ଉଗ୍ର ଯୁକ୍ତି କରାଇବାର ସମ୍ଭାବନା ଅଛି। ସ୍ୱବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହେବ। ମନୋରଞ୍ଜନ କିମ୍ବା ବୁଲିବା ପଛରେ ଅର୍ଥ ଖର୍ଚ୍ଚ ହେବ। କାମ ଇଚ୍ଛା ପ୍ରବଳ ରହିବ। ଶାରୀରିକ, ମାନସିକ ବ୍ୟଗ୍ରତା କମ କରିବା ପାଇଁ ଆଧ୍ୟାତ୍ମିକତା ସହାୟକ ପ୍ରମାଣିତ ହେବ।

ବିଚ୍ଛା : ଆଜିର ଦିନ ଶୁଭଫଳଦାୟୀ ଅଟେ। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ଉଲ୍ଲାସ ରହିବ। ଆପଣଙ୍କ ସମସ୍ତ କାର୍ଯ୍ୟ ବିନା ଅବରୋଧରେ ସଂପନ୍ନ ହେବ। ମାନ-ସମ୍ମାନ ମିଳିପାରେ। ଚାକିରି, ବ୍ୟବସାୟରେ ଉନ୍ନତିର ଯୋଗଅଛି। ସ୍ୱାସ୍ଥ୍ୟ ଭଲ ରହିବ। ଧନଲାଭର ଯୋଗ ଅଛି। ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। ଆଜି ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଜଳକ୍ଷେତ୍ର ନିକଟରେ ସଜାଗ ରୁହନ୍ତୁ। ଆଜି ଆପଣ ଖର୍ଚ୍ଚ ଅଧିକ କରିପାରନ୍ତି। ଚାକିରି- ଧନ୍ଦା କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରି, ଯାତ୍ରାର ଆୟୋଜନ କରିବେ, ବିବାହୋତ୍ସୁକ ଯୁବକ-ଯୁବତୀମାନଙ୍କର ବିବାହ ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ପୁତ୍ର ତଥା ପତ୍ନୀଙ୍କଠାରୁ ଲାଭ ହେବ। ବୃଦ୍ଧ ଏବଂ ବୃଦ୍ଧ ବନ୍ଧୁ ମଧ୍ୟ ଆପଣଙ୍କ ଲାଭରେ ନିମିତ୍ତ ବନିବେ। ସ୍ନେହୀଜନ ଏବଂ ମିତ୍ରମାନଙ୍କ ତରଫରୁ ଲାଭ ମିଳିବ। ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।

ଧନୁ : ଆଜି କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ଆପଣଙ୍କୁ କଠିନତାରେ ପକାଇପାରେ। କୌଣସି କାର୍ଯ୍ୟ କରିବା ପାଇଁ ଉତ୍ସାହର ଅଭାବ ହୋଇପାରେ। ଶାରୀରିକ ତଥା ମାନସିକ ରୂପରେ ବ୍ୟଗ୍ରତା ଏବଂ ଚିନ୍ତାଜନକ ସମୟ ବ୍ୟତୀତ ହେବ। ମିତ୍ରମାନଙ୍କ ସହିତ ଭଲ ଦିନ ବିତିବ। ସ୍ଵାଦିଷ୍ଟ ଭୋଜନ ତଥା ନୂଆ କପଡ଼ା ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ବିଶେଷ ଆକର୍ଷଣ ରହିବ ଏବଂ ତାଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଆଜି ଆପଣଙ୍କ ବିଚାରରେ ସ୍ଥିର ରହିବ ନାହିଁ। ଭାଗିଦାରୀରେ ଲାଭ ହେବ। ଆଜିର ଦିନ ଶୁଭ ଫଳ ପ୍ରଦାନ କରିବ। ଗୃହସ୍ଥଜୀବନ ଆନନ୍ଦପ୍ରଦ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ଯାତ୍ରା ହୋଇପାରେ। କାର୍ଯ୍ୟଭାରରେ ବୃଦ୍ଧି ହେବ। ତଥାପି ମଧ୍ୟ ଆର୍ଥିକ ଯୋଜନା ବହୁତ ଭଲ ଭାବରେ କରି ପାରିବେ।

ମକର : ଅଫିସ୍ ଏବଂ ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ। ଅଫିସ୍ ର କାର୍ଯ୍ୟ ଆପଣ ନିପୁଣତାସହିତ କରି ପାରିବେ। ବ୍ୟାବହାରିକ ତଥା ସାମାଜିକ କାର୍ଯ୍ୟରେ ଛୋଟ ଦୂର ଯାତ୍ରା କରିପାରନ୍ତି। ଖାଇବା ପିଇବା ଏବଂ ବୁଲିବା ଉପରେ ନିଜର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ଯଶ, କୀର୍ତ୍ତି ଏବଂ ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭର ଯୋଗ ଅଛି। ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବା ପାଇଁ ସମୟ ଭଲ ଅଟେ। ଆର୍ଥିକ ଲାଭ ଏବଂ ଯାତ୍ରାର ସମ୍ଭାବନା ଅଛି। ଆଜିର ଦିନ ଆପଣଙ୍କପାଇଁ ଅନୁକୂଳତା ଏବଂ ପ୍ରତିକୂଳତାର ମିଶ୍ରିତ ଫଳ ମିଳିବ। ବୌଦ୍ଧିକ କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂଆ ବିଚାରରେ ପ୍ରଭାବିତ ହେବେ ଏବଂ ତାହା ଆପଣାଇବେ। ସୃଜନାତ୍ମକ କ୍ଷେତ୍ରରେ ସୃଜନଶକ୍ତିର ମଧ୍ୟ ଆପଣ ପରିଚୟ ଦେବେ। ତଥାପି ମଧ୍ୟ ମାନସିକରୂପରେ ଆପଣଙ୍କର ସ୍ଵାସ୍ଥ୍ୟ ଭଲ ରହିବ ନାହିଁ। ସନ୍ତାନମାନଙ୍କ ସମ୍ବନ୍ଧିତ ପ୍ରଶ୍ନ ଆପଣଙ୍କୁ ଦୁଃଖୀ କରିବେ। ଧନର ନିରର୍ଥକ ବ୍ୟୟରେ ସମ୍ଭାଳି କରି ଚାଲିବେ। ମାନସିକରୂପରେ ଅସୁସ୍ଥତାର ଅନୁଭବ ହେବ। ଛୋଟ ଯାତ୍ରା ଆପଣଙ୍କପାଇଁ ଆନନ୍ଦପ୍ରଦ ରହିବ। ସରକାରୀ ସଂକଟ ଉପସ୍ଥିତ ହୋଇପାରେ। ପ୍ରତିଦ୍ୱନ୍ଦିମାନଙ୍କ ସହିତ ସମ୍ଭବ ହେଲେ ବାଦ-ବିବାଦ କରିବେ ନାହିଁ।

କୁମ୍ଭ : ପ୍ରଣୟ ପ୍ରସଂଗ ଆପଣଙ୍କ ଦିନକୁ ଆନନ୍ଦିତ କରିବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ପରିଚୟ ହେବ ଏବଂ ମିତ୍ରତା ବଢ଼ିବ। ଛୋଟ ଯାତ୍ରାରେ ଆନନ୍ଦପ୍ରଦ ପର୍ଯ୍ୟଟନ ହେବ। ସମାଜିକ ମାନ-ସମ୍ମାନରେ ବୃଦ୍ଧି ହେବ। ବାହନସୁଖ ପ୍ରାପ୍ତ ହେବ। ଭାଗିଦାରୀରେ ଲାଭ ହେବ। ବାଣୀ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ। ଯାତ୍ରାରେ ଅସୁବିଧା ହୋଇପାରେ। ମନ ଅଶାନ୍ତ ହୋଇପାରେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ। ଉଚ୍ଚ ଅଧିକାରୀମାନଙ୍କ ଦ୍ୱାରା ଆପଣଙ୍କ ସହିତ କରାଯାଇଥିବା ବ୍ୟବହାରରେ ଦୁଖ ପହଁଚିପାରେ। ଅନୈତିକ କାର୍ଯ୍ୟରୁ ଦୂରରେ ରହିବାକୁ ଉପଦେଶ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଏହାଦ୍ୱାରା ପାରିବାରିକ ଝଗଡ଼ାକୁ ଆପଣ ଟାଳି ପାରିବେ। ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ କିମ୍ବା ଘଟଣାକୁ ସକାରାତ୍ମକ ଦୃଷ୍ଟିକୋଣରେ ଦେଖିବେ। ଖର୍ଚ୍ଚ ଅଧିକ ହେବାର କାରଣରୁ ଧନର ସଂକଟ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆର୍ଥିକ ରୂପରେ ଚିନ୍ତିତ ରହିବେ। ଶାରିରିକ ଏବଂ ମାନସିକରୂପରେ ଅସୁସ୍ଥତା ରହିବ।

ମୀନ : ଆଜି ଆପଣଙ୍କ ଦିନ ଶୁଭ ଫଳଦାୟୀ ଅଟେ। ଆଜି ଆପଣଙ୍କ ମଧ୍ୟରେ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସଞ୍ଚାର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ଦୈନିକ କାର୍ଯ୍ୟ ଭଲ ଭାବରେ କରି ପାରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଆଗରେ ବିଜୟ ପ୍ରାପ୍ତ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ। ବନ୍ଧୁ ତଥା ମିତ୍ରମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅନେକ ଅସୁବିଧା ତଥା ବିରୋଧ ପରିସ୍ଥିତିର କାରଣରୁ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରଭାବିତ ହୋଇପାରେ। କୌଣସି କାଗଜପତ୍ରରେ ସାବଧାନ ରହିବେ। ମାନ ପ୍ରତିଷ୍ଠା ପ୍ରତି ଧ୍ୟାନ ରଖିବେ। ଦୈନିକ କାର୍ଯ୍ୟଗୁଡ଼ିକରେ ଛୁଟିକରି ଆଜି ବାହର ବୁଲିବାକୁ ଏବଂ ମନୋରଞ୍ଜନ ପ୍ରବୃତ୍ତି ପାଇଁ ସମୟ ବାହାର କରିପାରନ୍ତି। ପରିବାରର ଲୋକ ଏବଂ ମିତ୍ରମାନଙ୍କର ସମାବେଶ କରିବେ, ଯାହା କି ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ପୂରା ଦିନ ପ୍ରଫୁଲ୍ଲିତ ରହିବେ। ଆପଣଙ୍କ ମାନସମ୍ମାନରେ ମଧ୍ୟ ବୃଦ୍ଧି ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026

Recent News

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version