• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦ୍ୟୁତ ବିଭାଗର ତ୍ରୁଟି ସମ୍ପର୍କରେ, ରଘୁଦିବାକର ଆସୋସିଏସନ ତରଫରୁ ଶହୀଦ ରଘୁଦିବାକର ମଞ୍ଚ ର ଦ୍ୱିତୀୟ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
October 18, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବିଦ୍ୟୁତ ବିଭାଗର ତ୍ରୁଟି ସମ୍ପର୍କରେ, ରଘୁଦିବାକର ଆସୋସିଏସନ ତରଫରୁ ଶହୀଦ ରଘୁଦିବାକର ମଞ୍ଚ ର ଦ୍ୱିତୀୟ ବୈଠକ
Share on FacebookShare on TwitterWhatsapp

ଟାଟା ଉକ୍ତ କାର୍ଯ୍ୟର ପରିଚାଳନା ଦାୟିତ୍ବ ନେବା ପରେ ରଣପୁର ର ଏନଏସି ରେ ବହୁତ ଲୋକ ବର୍ତ୍ତମାନ ସେମାନଙ୍କ ଅଭିଯୋଗ କୁ ଶୁଣାଣି ନକରି ଜୋର ଜବରଦସ୍ତ ତାଙ୍କ ଠାରୁ ବିଗତ ପରିଚାଳନା ଗତ ତ୍ରୁଟି ଦୃଷ୍ଟି କୋଣରୁ ତାଙ୍କ ଉପରେ ଥିବା ଶୁଳ୍କ ଆଦାୟ କରିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଅକ୍ଟୋବର,ରବିବାର ) ରଣପୁର :- ଆଜି ରଘୁଦିବାକର ଆସୋସିଏସନ ତରଫରୁ ନିର୍ମିତ ହୋଇଥିବା ଶହୀଦ ରଘୁଦିବାକର ମଞ୍ଚ ର ଦ୍ୱିତୀୟ ବୈଠକରେ ବିଗତ ଦିନରେ ରଣପୁର ଏନେସିରେ ସର୍ବସାଧାରଣଙ୍କ ପାଇଁ ଲାଗୁ ହୋଇଥିବା ହୋଲଡିଂ ଟ୍ୟାସ୍କ ଉପରେ ଏହି ବିଚାର ମଞ୍ଚ ପ୍ରତିବାଦ ପକ୍ଷରୁ ତାହାକୁ ସମିତି ଗଠନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ବେଳେ ବର୍ତ୍ତମାନ ଏନଏଏସି ରେ ବିଗତ ଦିନ ରେ ବିଦ୍ୟୁତ ବଣ୍ଟନ କାର୍ଯ୍ୟ କୁ ପରିଚାଳନା କରିବା ପାଇଁ ଷ୍ଟେଟ ଇଲେକ୍ଟ୍ରିସିଟି କାମ କରୁଥିବା ବେଳେ ପରବର୍ତ୍ତୀ କାଳରେ ସେସ୍କୋ , ଫିଡ୍କୋ ବର୍ତ୍ତମାନ ଟାଟା ପରିଚାଳନା କରୁଛି । ଟାଟା ଉକ୍ତ କାର୍ଯ୍ୟର ପରିଚାଳନା ଦାୟିତ୍ବ ନେବା ପରେ ରଣପୁର ର ଏନଏସି ରେ ବହୁତ ଲୋକ ବର୍ତ୍ତମାନ ସେମାନଙ୍କ ଅଭିଯୋଗ କୁ ଶୁଣାଣି ନକରି ଜୋର ଜବରଦସ୍ତ ତାଙ୍କ ଠାରୁ ବିଗତ ପରିଚାଳନା ଗତ ତ୍ରୁଟି ଦୃଷ୍ଟି କୋଣରୁ ତାଙ୍କ ଉପରେ ଥିବା ଶୁଳ୍କ ଆଦାୟ କରିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।

ଆଜିର ଉକ୍ତ ବୈଠକରେ ନିର୍ଦ୍ଧାରଣ କରାଗଲା କି ରଣପୁର ଅଂଚଳ ପରିଷଦ ର ସମସ୍ତ ୱାର୍ଡ ର ବିଦ୍ୟୁତ ଉପଭୋକ୍ତା ମାନେ ଏକ ଦାବି ପତ୍ର ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ତାହା ୧୫ ଟି ୱାର୍ଡ ରେ ଉପଭୋକ୍ତା ମାନଙ୍କ ସ୍ଵାକ୍ଷର ସମ୍ବଳିତ ହୋଇଆଗାମୀ ସାତ ଦିନ ଭିତରେ ସ୍ଥାନୀୟ ଜେଇ କୁ ପ୍ରଦାନ କରାଯିବ । ବର୍ତ୍ତମାନ ଯେଉଁ ବକେୟା ଗତ ପରିଚାଳନା ଦୃଷ୍ଟିରୁ ଗ୍ରାହକ ମାନଙ୍କ ଆଡେ ଅଛି ଉପଭୋକ୍ତା ମାନଙ୍କୁ ନୋଟିସ କରିବା ସେମାନଙ୍କ ସମସ୍ୟା କୁ ବିଚାର କରି ସମାଧାନ କରିବା ସଙ୍ଗେ ସଙ୍ଗେ ପୂର୍ବବର୍ତ୍ତି ବକେୟା ନେଗୋସେସନ ଭିତରେ ଆଦାୟ କରିବା ପାଇଁ ଆବେଦନ କରାଯିବ । ଏତଦବ୍ୟତୀତ ଯେଉଁ ଗରୀବ ନିରୀହ ଲୋକମାନଙ୍କୁ ସରକାର ମାଗଣାରେ ବିଦ୍ୟୁତ ସଂଯୋଗ ଦେଇଥିଲେ ତାଙ୍କୁ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଦୁଇ ବର୍ଷ ଅନ୍ତର ମଧ୍ୟରେ ବହୁ ବଡ଼ ରକମ ର ବକେୟା ବିଲ ଦିଆଯାଇଥିବା ଜଣାଯାଇଛି । ଯାହାକୁ ନେଇ ସରକାର ଯୋଜନା ଜରିଆରେ ବିଦ୍ୟୁତ ସଂଯୋଗ କରାଇଥିବା ଗରିବ ର ତଣ୍ଟି ଚିପି ପଇସା ଆଦାୟ କରାଯିବା ଭଳି ହଠାତ ସେମାନଙ୍କ ହାତରେ ଲମ୍ବା ବକେୟା ବିଲ ପ୍ରଦାନ କରିବା କେତେଦୂର ଯଥାର୍ଥ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ଦାବିପତ୍ର ଉପସ୍ଥାପନ ହେବ । ତେଣୁ ଯଦି ସେମାନଙ୍କ ଉପରେ ଏତେ ବକେୟା ଥିଲା ତାହା କାହିଁକି ଥିଲା ଏବଂ ମାସିକିଆ ଅର୍ଥ ଆଦାୟ ନକରି ଦୁଇ ତିନି ମାସ ଠାରୁ ଅଧିକ ମାସ ବିଗତ ପରେ ଅର୍ଥ ବୃଦ୍ଧି ପାଇ ୫୦,୦୦୦ ରୁ ଉର୍ଦ୍ଧ୍ବ ଅର୍ଥ ଏକାକାଳୀନ ଆଦାୟ ହେବା ପରିବର୍ତ୍ତେ ମାସିକିଆ ଅର୍ଥ ଆଦାୟ କରାଯାଉ ଯଦି କେହି ଦୁଇ ତିନି ମାସ ପର୍ଯ୍ୟନ୍ତ ଦେଉନାହାନ୍ତି ତେବେ ତାକୁ ନୋଟିସ ପ୍ରଦାନ କରି ୧୫ ଦିନ ସମୟ ଦିଆଯାଉ ସେହି ଦିନ ଭିତରେ ଅର୍ଥ ପ୍ରଦାନ ନକଲେ ବିଦ୍ୟୁତ ବିଚ୍ଛେଦ କରାଯାଉ ଏବଂ ଏକକାଳୀନ ଅଧିକ ଟଙ୍କା ପ୍ରଦାନ କରିବାକୁ କୁହାନଯାଉ ବୋଲି ନିଷ୍ପତ୍ତି ନିଆଗଲା । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶ୍ରେଷ୍ଠ ମନ୍ତ୍ରୀ ଓ ସୁଚାରୁ ରୂପେ ଦାୟିତ୍ୱ ତୁଲାଉଥିବା ଜନନାୟକ ଥାଉଁ ଥାଉଁ ଓଡ଼ିଶାର ବୈଦୁତିକ ଶୁଳ୍କ ଲୋକଙ୍କ ଉପରେ ଭାରଯୁକ୍ତ ହୋଇ ରହିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ରାଜ୍ୟ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିଲା ବେଳେ ଆମ ବିଦ୍ୟୁତ ଯୋଗାଣ ରେ ଅଧିକା ଅର୍ଥ ଆଦାୟ ହେଉଅଛି ।

ଏବଂ ଅନ୍ୟ ରାଜ୍ୟ ଯେଉଁଠି ବିଦ୍ୟୁତ ଉତ୍ପାଦନ କରାଯାଉ ନଥିଲେ ମଧ୍ୟ ସେମାନଙ୍କ ଉପଭୋକ୍ତା ଙ୍କ ପାଖରେ ଅଳ୍ପ ଶୁଳ୍କ ରେ ବିଦ୍ୟୁତ ଯୋଗାଇ ଦିଆଯାଉଛି । ତେବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧାରଣ ଓ ରଘୁ ଦିବାକର ଶହୀଦ ମଞ୍ଚ ତରଫରୁ ଏହି ବୈଦୁତିକ ଶୁଳ୍କ ଉପରେ ବିଚାର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି । କରୋନା କାଳରେ ଅର୍ଥହାନୀ ଘଟିଥିବା ବେଳେ ବିଦ୍ୟୁତ ଶୁଳ୍କ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ‘ବୋଝ ଉପରେ ଲଳିତା ବିଡା ‘ ସଦୃଶ ଅନୁଭବ ହେଉଛି ତେଣୁ ଏହାକୁ ବିଚାର କରିବା ପାଇଁ ରଘୁ ଦିବାକର ଶହୀଦ ମଞ୍ଚ ପକ୍ଷରୁ ଉପସ୍ଥାପନ କରାଯାଇଛି । ଏହି ବିଚାରମଞ୍ଚ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ହରିହର ନନ୍ଦ ସଭାପତିତ୍ୱ କରିଥିଲେ ଓ ରଘୁ ଦିବାକର ଆସୋସିଏସନ ର ସଭାପତି ସୁରେଶ ମିଶ୍ର , ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମହାରଣା , ସମାଜସେବୀ ସୁଶାନ୍ତ ମିଶ୍ର , ଚାନ୍ଦପୁର ପୂର୍ବତନ ସମିତିସଭ୍ୟ ମନୋଜ ଦାସ ଏବଂ ଗୌରାଙ୍ଗପୁର ର ପୂର୍ବତନ ସମିତିସଭ୍ୟ କିଶୋର ପଟ୍ଟନାୟକ , ସନ୍ତୋଷ ସାହୁ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ଏଥିରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 8, 2026
ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026
ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 8, 2026

Recent News

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 8, 2026
ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026
ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

କୁମ୍ଭାରପଡ଼ାରେ ମହାଶୈବ୍ୟ ଯଜ୍ଞ ମହୋତ୍ସବ

June 8, 2026
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version