ଅନ୍ୟ ସମ୍ମାନିତ ଅତିଥି ରୂପେ ସେବା ର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଓ ମୁଖ୍ୟ ବକ୍ତା ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଯୋଗ ଦେଇଥିଲେ । ଉକ୍ତ କାର୍ଯକ୍ରମ ରେ ଆମନ୍ତ୍ରିତ ଅତିଥି ଗଣ ମାନସିକ ଅନଗ୍ରସର ଶିଶୁ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ସୁବିଧା,ସୁଯୋଗ ଓ ଆଇନ ସଂପର୍କରେ ଉପସ୍ଥିତ ଅଂଶଗ୍ରଣକାରୀଙ୍କୁ ବୁଝାଇ ଥିଲେ । ଶେଷରେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ( ରିପୋର୍ଟ -ରାମକୃଷ୍ଣ ରଥ )© 2023 Odisha Taza News.