No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ନୟାଗଡ଼ :- ରିଖ ଦିନ ସ୍ବେଛାସେବୀ ଅନୁଷ୍ଠାନ ସେବା ନୟାଗଡ଼ ତରଫରୁ । ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ହୋଇଛି । ଉକ୍ତ କାର୍ଯକ୍ରମ ରେ ସେବା ମସ୍ତିଷ୍କ ପକ୍ଷାଘାତ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲୋକାଜିତ ପରିଡ଼ା, ସେବା ର କର୍ମୀ ଶ୍ରୀମତୀ ପାୟସ୍ଵିନି ରଥ, ଆଶୀର୍ବାଦ ଚୌଧୁରୀ ଓ ଆନନ୍ଦ କୁମାର ଚୌଧୁରୀ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ଟି ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା । ଉକ୍ତ କାର୍ଯକ୍ରମ ରେ ନୟାଗଡ଼ ବ୍ଲକ ର କିଛି ମସିଷ୍କ ପକ୍ଷାଘାତ ପିଲାଙ୍କୁ ଶୁଖିଲା ଖାଦ୍ୟ , ମାସ୍କ ଓ ସାନୀଟାଇଜର ବଣ୍ଟନ କରାଯାଇଥିଲା ।

No Result
View All Result