No Result
View All Result
୨୫ ରାଉଣ୍ଡ : ବହୁ ଆଗରେ ବିଜେଡି -୨୦,୬୦୭ଖଣ୍ଡ ଭୋଟ ଆଗରେ
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଶେଷ ହୋଇଛି । ବିଜେଡି ୨୦,୬୦୭ଖଣ୍ଡ ଭୋଟ ୨୫ତମ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ।
ବିଜେଡି ପାଇଛି ୯୬,୧୯୬ଖଣ୍ଡ , ବିଜେପି ୭୫,୫୮୯ଖଣ୍ଡ ଓ କଂଗ୍ରେସ ୪୨୨୮ଖଣ୍ଡ ପାଇଥିବା ଜଣାପଡିଛି ।
No Result
View All Result