No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଚାଲିଛି ପିପିଲି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୩ ରାଉଣ୍ଡ ଗଣତି ହୋଇଥିବା ବେଳେ ବିଜେଡି ଆଗୁଆ ରହିଛି। ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୫,୦୪୪ ଭୋଟ୍ରେ ଆଗୁଆ ରହିଛନ୍ତି।
ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୩,୬୧୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୮,୫୬୭ ଓ କଂଗ୍ରେସକୁ ୧,୧୮୦ଟି ଭୋଟ୍ ମିଳିଛି। ପୂର୍ବ ଦୁଇଟି ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଥିଲା ।
No Result
View All Result