• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଙ୍କୀ ତାଲୁକ ଆଇନ ସେବା ପକ୍ଷରୁ ଆର୍ନ୍ତଜାତିକ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳିତ,କେବେ କାର୍ଯ୍ୟକାରୀ ହେବ ମେଣ୍ଟେନାସ ଟ୍ରିବ୍ୟୁନାଲ୍ 

Proprietor Abhimanyu Maharana by Proprietor Abhimanyu Maharana
October 2, 2021
in ଓଡ଼ିଶା, କଟକ, ହୋମ୍
0
ବାଙ୍କୀ ତାଲୁକ ଆଇନ ସେବା ପକ୍ଷରୁ ଆର୍ନ୍ତଜାତିକ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳିତ,କେବେ କାର୍ଯ୍ୟକାରୀ ହେବ ମେଣ୍ଟେନାସ ଟ୍ରିବ୍ୟୁନାଲ୍ 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ବାଙ୍କୀ :- ଆଜି ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ ବାଙ୍କୀ ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ଆର୍ନ୍ତଜାତିକ ବୟୋଜ୍ୟେଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ବାଙ୍କୀ ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷ ତଥା ସିନିୟାର ଡିଭିଜନ ସିଭିଲ ଜଜ୍ ଦୀପଙ୍କର ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଆଇନଗତ ସାହାଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ସଚେତନତା କରାଇବା ଆଜିର ଦିବସ ମୂଳ ଲକ୍ଷ୍ୟ । ସେମାନଙ୍କୁ ସୁରକ୍ଷା ଦେବାପାଇଁ ପୋଲିସ୍ ଓ ବିଚାର ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣବୋଲି କହିଥିଲେ ।

୨୦୦୭ ନିୟମ ଅନୁସାରେ ଉପଖଣ୍ଡ ସ୍ତରରେ   ମେଣ୍ଟେନାସ ଟ୍ରିବ୍ୟୁନାଲ୍  ଗଠନ ହୋଇ  ବୃଦ୍ଧ ପିତାମାତାଙ୍କୁ ହଇରାଣ କରୁଥିବା ସନ୍ତାନ ସନ୍ତତିମାନେ ସର୍ବୋଚ୍ଚ ୧୦ହଜାର ଟଙ୍କା କ୍ଷତି ପୂରଣ ଦେବେ ଓ ଏହି ଆଇନ ଅନୁଯାୟୀ ବରିଷ୍ଠ ନାଗରିକ କଲ୍ୟାଣ  ବ୍ୟବସ୍ଥା ରହିଛି । ବରିଷ୍ଠ ନାଗରିକ ପାଇଁ ଆଇନରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ରହିଥିବା ଶ୍ରୀ ପଟ୍ଟନାୟକ କହିଥିଲେ । ବାଙ୍କୀ ଥାନା ଇନିସ୍ପେକ୍ଟର ସୌମେନ୍ଦ୍ର ତ୍ରିପାଠୀ ମୁଖ୍ୟ ବକ୍ତଭାବରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସୁବିଧା ଅସୁବିଧା ପାଇଁ ଥାନାରେ ହେଲ୍ପ ଡେସ୍କ ଖୋଲା ଯାଇଛି ଏବଂ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଥାନା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । 

ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ପୂର୍ବତନ ଚିକିତ୍ସା ଅଧିକାରୀ ତଥା ବରିଷ୍ଠ ଡାକ୍ତର ପଦ୍ମଲୋଚନ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାପାଇଁ ଡାକ୍ତରମାନେ ତତ୍ପରତା ପ୍ରକାଶ କରିବା ସହିତ ସେମାନଙ୍କର ଚିକିତ୍ସା କରାଯାଇ ପାରିବ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସଭାପତି ଆଇନଜୀବୀ ବିରଞ୍ଚି  ଦାସ ସଭାପତିତ୍ୱ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଆଇନ୍‌ ସଂପର୍କରେ ଆଲୋଚନା କରିଥିଲେ । ବାଙ୍କୀ ଉପଖଣ୍ଡ ରେ ଆଜି ପର୍ଯ୍ୟନ୍ତ ମେଣ୍ଟେନାସ ଟ୍ରିବ୍ୟୁନାଲ୍ ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଖୋଲି ନାହିଁ ଯାହା ଫଳରେ ବୃଦ୍ଧ ପିତା ମାତା ଙ୍କ ଭରଣ ପୋଷଣ ଓ ବରିଷ୍ଠ ନାଗରିକ ଙ୍କ କଲ୍ୟାଣ ସୁବିଧା ରେ ହୋଇପାରିନି ୨୦୦୭ ଆଇନ ଅନୁଯାୟୀ ଏହା ପ୍ରତ୍ୟେକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ରେ ଏହି  ମେଣ୍ଟେନାସ ଟ୍ରିବ୍ୟୁନାଲ୍ ହେବା କଥା ।

ଏ ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କୁ ପଚାରିବାରୁ ସେ କହିଲେ ଏହି ଆଇନ କାର୍ଯ୍ୟ କାରୀ ଆଇନ ହୋଇଛି ମାତ୍ର ଏଥିରେ ୨ଜଣ ସରକାର ଙ୍କ ପ୍ରତିନିଧି ରହିବେ ।ମାତ୍ର ସରକାର ଙ୍କ ଠାରୁ କୌଣସି ଚିଠି ଆସିନାହିଁ ଚିଠି ଆସିଲେ ଆମେ ଉକ୍ତ ବେଞ୍ଚ ଖୋଲିବୁ ।ବରିଷ୍ଠ ନାଗରିକ ଙ୍କ ଯଦି କିଛି ସମସ୍ୟା ହେଉଛି ସେମାନେ ସିଧାସଳଖ ମୋ ପାଖକୁ ଆସନ୍ତୁ ମୁଁ ଆଇନ ଅନୁଯାୟୀ ସାହାଯ୍ୟ କରିବି।ଏହି କାର୍ଯ୍ୟକ୍ରମ ରେ  ଉପସଭାପତି ଅଇନଜୀବୀ ବ୍ରଜବନ୍ଧୁ ପାଲ୍ ସ୍ୱାଗତ ଭାଷଣ ଦେବା ସହିତ ସଂପାଦକ କୃତ୍ତିବାସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ବୈଠକରେ ବରିଷ୍ଠ ନାଗରିକ କମଳା କାନ୍ତ ମିଶ୍ର, ଉମେଶ ମିଶ୍ର,ସତ୍ୟବ୍ରତ ରଥ, ଭଗବାନ ସାମଲ, ସାମ୍ବାଦିକ ବଳଭଦ୍ର ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ସାହୁ,ସମରେନ୍ଦ୍ର ମହାପାତ୍ର, ଉମେଶ ପଟ୍ଟନାୟକ, ନୀଳ ମାଧବ ମିଶ୍ର ଙ୍କ ସମିତ ବହୁ ବରିଷ୍ଠ ନାଗରିକ କୋଭିଡ଼ କଟକଣା ରେ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version