No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ପାରଳାଖେମୁଣ୍ଡି : – ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନକୁ ତ୍ୱରାନ୍ମିତ କରିବା, ପ୍ରତ୍ୟେକ ସହର ଓ ଗାଁର ହିତାଧିକାରୀ ଲୋକ ଯେପରି ଏହି କାର୍ତର ଫାଇଦା ନେଇ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଭାଗିଦାରୀ ହୋଇପାରିବେ ସେହି ଉଦ୍ଦେଶ୍ୟରେ ବୁଧବାର ମଧ୍ଯ।ହ୍ମରେ

ବ୍ଳକ ପରିସରରେ ଦୁଇଟି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ସ୍ଥାନୀୟ ବିଡିଓ ସାର୍ଥକ ସୌରଭ ମହାପାତ୍ର ନଡ଼ିଆ ଭାଙ୍ଗି ନୀଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗାଁ ଗାଁ ବୁଲି ରଥ ଲୋକଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ସମ୍ପକୀୟ ବାର୍ତ୍ତା ଦେବା ସହ ସଚେତନ କରାଇବା ବୋଲି ଜଣାପଡିଛି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result