• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଝାରସୁଗୁଡ଼ା ପାୱାର ପ୍ଲାଂଟକୁ ସର୍ବୋତ୍କୃଷ୍ଟ ୱାଟର ଏଫିସିଏଂଟ ପ୍ଲାଂଟ ପୁରସ୍କାର

Proprietor Abhimanyu Maharana by Proprietor Abhimanyu Maharana
September 25, 2021
in ଓଡ଼ିଶା, ମହାନଗର, ହୋମ୍
0
ବେଦାନ୍ତ ଝାରସୁଗୁଡ଼ା ପାୱାର ପ୍ଲାଂଟକୁ ସର୍ବୋତ୍କୃଷ୍ଟ ୱାଟର ଏଫିସିଏଂଟ ପ୍ଲାଂଟ ପୁରସ୍କାର
Share on FacebookShare on TwitterWhatsapp

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ଭାରତର ବୃହତ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ପାୱାର ପ୍ଲାଂଟ ଏନର୍ଜି ଫାଉଣ୍ଡେସନ ଆନୁକୁଲ୍ୟରେ ପରିଚାଳିତ ୱାଟର ଅପଟିମାଇଜେସନ କନଫରେନସରେ ସର୍ବୋତ୍କୃଷ୍ଟ ୱାଟର ଏଫିସିଏଂଟ ପୁରସ୍କାର ଲାଭ କରିଛି । ବେଦାନ୍ତର ୨୪୦୦ ମେଗାୱାଟ ଥର୍ମାଲ ପାୱାର ପ୍ଲାଂଟ ଓ ୧୨୧୫ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଂଟ ‘୫୦୦ ମେଗାୱାଟ ଏବଂ ‘ ୫୦୦ ମେଗାୱାଟ ବର୍ଗରେ ସେମାନଙ୍କ ମୂଲ୍ୟ ଶୃଙ୍ଖଳାରେ ଉପଯୋଗୀ ଜଳ ଖର୍ଚ୍ଚ କରିବା ସହ ପୁନଚକ୍ରଣ ଜଳ ଓ ଜଳର ପୁନ ବ୍ୟବହାର ପାଇଁ ଏହି ପୁରସ୍କାର ଲାଭ କରିଛି । .

ଜଳ ସଂରକ୍ଷଣରେ ଏହାର ପଦକ୍ଷେପକୁ ଆଉ ପାଦେ ଆଗକୁ ନେବା ପାଇଁ ବେଦାନ୍ତ ସଂପ୍ରତି ରିଭର୍ସ ଓସୋମସିସ ୱାଟର ଟ୍ରିଟମେଂଟ ପ୍ଲାଂଟକୁ ଏହାର ଝାରସୁଗୁଡ଼ାର ଟିପିପିରେ ଆରମ୍ଭ କରିଛି । ୫୦୦ଏମ୩/ଘ. କ୍ଷମତାର ଜଳ ଉପଚାର ପ୍ଲାଂଟ ବିଭିନ୍ନ ଉତ୍ସରୁ ବର୍ଜ୍ୟ ଜଳ ସଂଗ୍ରହ କରି ଏହି ଜଳକୁ ପୁନଚକ୍ରଣ ସହ ବ୍ୟବହାର ଉପଯୋଗୀ କରିବ । କଂପାନିର ଏହି ପଦକ୍ଷେପ ସଂପର୍କରେ ଶ୍ରୀ ଦୀପକ ପ୍ରସାଦ, ଡେପୁଟି ସିଇଓ, ବେଦାନ୍ତ ଲିଃ ଝାରସୁଗୁଡ଼ା କହିଥିଲେଯେ ଆମ ସଂସ୍ଥାରେ ଜଳ ସଂରକ୍ଷଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛୁ ଏବଂ ଆଜିର ଏହି ପୁରସ୍କାର ଆମର ଏହି ପ୍ରୟାସକୁ ସ୍ୱିକୃତି ଦେଇଛି ।

ଆମର ଲକ୍ଷ୍ୟ ରହିଛି ଶୂନ୍ୟ କ୍ଷତି, ଶୂନ୍ୟ ବର୍ଜ୍ୟ ଓ ଶୂନ୍ୟ ନିଷ୍କାସନ ଏହାଛଡା ଆମେ ସବୁ ପ୍ଲାଂଟରେ ଜଳର ପୁନଚକ୍ରଣ ଓ ବ୍ୟବହାର ଉପଯୋଗୀ କରିବା ପାଇଁ ବିଭିନ୍ନ ପଦକ୍ଷପ ଗ୍ରହଣ କରିଛୁ । ଆର୍ଥିକ ବର୍ଷ ୨୧ରେ ବେଦାନ୍ତ ଝାରସୁଗୁଡ଼ା ମୋଟ ୮୬ ଲକ୍ଷ ଲିଟର ଜଳ ପୁନଚକ୍ରଣ କରିଛି । କଂପାନି ମୂଲ୍ୟ ଚେନ ଶୃଙ୍ଖଳାରେ ପର୍ଯ୍ୟାପ୍ତ ଜଳ ପୁନଚକ୍ରଣ କରିବ ଓ ତାହାକୁ ପୁନବ୍ୟବହାର ଉପଯୋଗୀ କରିବାକୁ ପ୍ରୟାସ ଜାରି ରଖିଛି ଯଥା  :

 ଶୂନ୍ୟ ନିଷ୍କାସନ ପଦ୍ଧତିକୁ ପରିଚାଳନା କରି ଜଳର ଗୁଣବତାରେ ଉନ୍ନତି ଆଣିବା ସହ ଉପଯୁକ୍ତ ଯାଂଚ ବ୍ୟବସ୍ଥା

 ସବୁ ପ୍ରକଳ୍ପ ପାଇଁ ନିଷ୍ପତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଜଳ ପରିଚାଳନା ସମନ୍ୱୟତା

 ଜଳ ଗୁଣବତା ମାପଦଣ୍ଡକୁ କ୍ରମାଗତ ଓ ଅନଲାଇନ ମନିଟରିଂ, ଏହା ସହ ନିର୍ଦ୍ଧିଷ୍ଟ ଜଳ ଅପଚୟ ନିୟନ୍ତ୍ରଣ

 ନିୟମିତ ଜଳ ଖର୍ଚ୍ଚ ସମ୍ବନ୍ଧିତ ସମୀକ୍ଷା ଓ ଉତ୍କର୍ଷତା ବୃଦ୍ଧି ପାଇଁ ଉପଯୁକ୍ତ ପଦକ୍ଷେପ ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଚଙ୍କଭକ୍ଷସମ (ଉ୪)

 ଏସସିଏଡିଏ ଜରିଆରେ ଜଳ ଅନୁଧ୍ୟାନ ଓ ନିୟନ୍ତ୍ରଣ

 ଅତ୍ୟାଧୁନିକ ଏଫ୍ଲୁଏଂଟ ଟ୍ରିଟମେଂଟ ପ୍ଲାଂଟ ଜରିଆରେ ସର୍ବାଧିକ ଜଳ ପୁନଚକ୍ରଣ ଦ୍ୱାରା ଜଳ ଉପଯୋଗୀତା ବୃଦ୍ଧି, ଅଧିକ ଅଲଟ୍ରା ଫିଲଟରେସନ ଓ ରିଭର୍ସ ଓସମୋସିସ ଓ ମଲଟି ଇଭାପୋରେସନ ସିଷ୍ଟମ ବ୍ୟବସ୍ଥା ପରିଚାଳନା ।

 ଅପ୍ରତ୍ୟାଶିତ ପରିସ୍ଥିତି ପାଇଁ ଜଳ ଉତ୍ସ ନିକଟରେ ଅନସାଇଟ ରିଜର୍ଭୟର ପ୍ରତିଷ୍ଠା କରାଯାଇଛି

 ଅତ୍ୟଧିକ ପାଣିପାଗ ପରିସ୍ଥିତି ଓ ଅପ୍ରତ୍ୟାଶିତ ବର୍ଷା ପାଇଁ ତୁରନ୍ତ ଉଦ୍ଧାରକାରୀ ଦଳକୁ ନିୟୋଜନ

 ଗ୍ରୀଷ୍ମ ଋତୁରେ ଆଖ ପାଖ ଅଂଚଳକୁ ଜଳ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନକୁ ସହାୟତା

 କୃଷକମାନଙ୍କୁ ସହାୟତା ପାଇଁ ବୁନ୍ଦା ଜଳସେଚନ, ଟ୍ରେଡଲ ପଂପ, ସୌରଶକ୍ତି ଚାଳିତ ପଂପ, ବର୍ଷା ଜଳ ଅମଳ ନିର୍ମାଣ ଯଥା ପେରେଲୋକେସନ ଟ୍ୟାଙ୍କ ଇତ୍ୟାଦିକୁ କାର୍ଯ୍ୟକ୍ଷମ କରାଇବା ଦ୍ୱାରା ଚାଷ ପାଇଁ ଜଳସେଚନ ସହ ଘରୋଇ ଉପଯୋଗୀତା ବୃଦ୍ଧି

 ସଂସ୍ଥା ପକ୍ଷରୁ ଗୋଷ୍ଠୀ ପାଇଁ ଅନେକ ଗୁଡ଼ିଏ ଜଳ ଭିତିଭୂମିର ପ୍ରତିଷ୍ଠା କରାଯାଇଛି ଯଥା ନଳକୂପ, ବୋରୱେଲ, ପୋଖରୀ, ପେରେଲୋକେସନ ଟ୍ୟାଙ୍କ ଇତ୍ୟାଦି । ବେଦାନ୍ତ ହେଉଛି ସବୁଜ ଧାତୁ, ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ । ଏହା ବିଶ୍ୱଶ୍ରେଣୀର ୧.୬ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ ।

ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

June 15, 2026
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version