• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ୫ ଲକ୍ଷ ଫଳ ଗଛ ଲଗାଇବା ପାଇଁ ଯୋଜନା – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
April 23, 2020
in Uncategorized, ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ୫ ଲକ୍ଷ ଫଳ ଗଛ ଲଗାଇବା ପାଇଁ ଯୋଜନା –  ଭୁବନେଶ୍ୱର
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) ୫ ଲକ୍ଷ ଫଳ ଗଛ ଲଗାଇବା ପାଇଁ ଯୋଜନା,୨୩ ଏପ୍ରିଲ, ଗୁରୁବାର : – କୋଭିଡ୍‌-୧୯ର ଏହି ସଙ୍କଟ ସମୟରେ ଯେତେବେଳେ ଭବିଷ୍ୟତକୁ ନେଇ ନିରାଶା ଓ ଅନିଶ୍ଚିତତା ଜାରି ରହିଛି, ସେତେବେଳେ ବୃକ୍ଷ ରୋପଣ କରିବାର ଶପଥ ହେଉଛି ସମଗ୍ର ବିଶ୍ୱର ଆବଶ୍ୟକତା । ଏପ୍ରିଲ ୨୨ ତାରିଖରେ ପୃଥିବୀ ଦିବସ ପାଳନ କରାଯାଉଥିବାରୁ ଜାତିସଂଘ ଆଧାରିତ ପୁନଃବନୀକରଣ ଅଣଲାଭକାରୀ ସଂସ୍ଥା ୱାନ୍ ଟ୍ରୀ ପ୍ଲାନ୍‌ଟେଡ୍‌ ପକ୍ଷରୁ ଚଳିତ ବର୍ଷ ମୌସୁମୀ ଋତୁ ସମୟରେ ଦେଶବ୍ୟାପୀ ୫ ଲକ୍ଷ ଫଳ ଗଛ ରୋପଣ କରି ସହଯୋଗ କରିବାକୁ ପ୍ରତିବଦ୍ଧ ହୋଇଛି । ଏହି ଗଛଗୁଡିକୁ ଭାରତର ସୀମାନ୍ତ ଓ କ୍ଷୁଦ୍ର ଚାଷୀଙ୍କ ଜମିରେ ଲଗାଯିବ । ଏହି ଚାଷୀ ପରିବାରଗୁଡିକ ପାଇଁ ଫଳ ଗଛ ବିନା ଖର୍ଚ୍ଚରେ କେବଳ ଏକ ଉତମ ପୋଷଣ ନୁହେଁ ବରଂ ଏହି ଫସଲ ସେମାନଙ୍କୁ ଏକ ସକାରାତ୍ମକ ସାମାଜିକ ଓ ଆର୍ଥିକ ପ୍ରଭାବ ପାଇଁ ଅନୁପୂରକ ଆୟ ପ୍ରଦାନ କରିବ ।

ଏଭଳି ଏକ ସମୟରେ ଯେତେବେଳେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ନିଜ ଜନ୍ମମାଟିକୁ ଫେରୁଛନ୍ତି, ଯାହାକି ଏକ କଠୋର ବାସ୍ତବତା, ସେତେବେଳେ ଏଭଳି ଦ୍ରୁତ ଫଳପ୍ରଦ ଗଛ ଯେପରିକି କଦଳୀ, ଅମୃତଭଣ୍ଡା ଆଦି ସେମାନଙ୍କ କ୍ଷୁଦା ଦୂର କରିପାରିବ । ସଜନା, ଅମୃତଭଣ୍ଡା ଓ କଦଳୀ ଭଳି ଗଛ ରୋପଣର ମାତ୍ର ୮ରୁ ୧୦ ମାସ ମଧ୍ୟରେ ଖାଦ୍ୟ ଓ ଫଳ ଉତ୍ପାଦନ କରିପାରିଥାନ୍ତି । ଲେମ୍ବୁ, ପିଜୁଳି, ଆପ୍ରିକଟ, ପିୟର, ପିଚ୍ ଓ ଜୁଜୁବେ ଆଦି ଫଳ ୩ୟ ବର୍ଷରେ ଫଳ ଉତ୍ପାଦନ କରିଥାନ୍ତି । ଦୀର୍ଘାବଧି ଲାଭ ଯଥେଷ୍ଟ ଅଧିକ ରହିଥାଏ ।

ବର୍ଷ ପରେ ବର୍ଷ ପ୍ରାୟ ୫୦ରୁ ୬୦ ବର୍ଷ ପାଇଁ ପ୍ରତ୍ୟେକ ଗଛ ବାର୍ଷିକ ସର୍ବନିମ୍ନ ୧୦୦୦ ଟଙ୍କାର ଫଳ ଓ ପୋଷଣ ପ୍ରଦାନ କରିଥାନ୍ତିଏବଂ ୫ ଲକ୍ଷ ଫଳ ଗଛ ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ଫଳ ଓ ପୋଷଣ ପ୍ରଦାନ କରିଥାନ୍ତି । ଏହି ପ୍ରକଳ୍ପ ଫଳ ଗଛ ସହ ପୁନଃବନୀକରଣର ପୋଷକ ଓ ସାମାଜିକ ଲାଭ ବ୍ୟତୀତ ସ୍ୱଚ୍ଛ ବାୟୁ ପ୍ରଦାନରେ ସହଯୋଗ କରିବା ସହ ଜଳବାୟୁ ପରିବର୍ତନର ପ୍ରଭାବକୁ ହ୍ରାସ କରିବ । ଏହି ଫଳଗଛଗୁଡିକର ରୋପଣ ଓ ପୋଷଣ ସ୍ଥାନନୀୟ ସହଯୋଗୀଙ୍କ ଦ୍ୱାରା ସ୍ଥାୟୀ ସବୁଜ ଅଭିଯାନ ଦ୍ୱାରା କାର୍ଯ୍ୟକାରୀ ହେବ । ଏମାନଙ୍କ ସହ ୱାନ୍ ଟ୍ରୀ ପ୍ଲାନ୍‌ଟେଡ୍‌ ସଂସ୍ଥା ଭାରତରେ ପୂର୍ବରୁ ୩ ଲକ୍ଷ ବୃକ୍ଷ ରୋପଣ କରିଛି । ଏହି ପୁନଃବନୀକରଣ ଚଳିତ ବର୍ଷ ଜୁନ୍ ୫ରେ ବିଶ୍ୱ ପରିବେଶ ଦିବସଠାରୁ ଆରମ୍ଭ ହେବ ଏବଂ ଏହାକୁ ଉତର ପ୍ରଦେଶ, ହରିଆନା ଓ ଓଡିଶାରେ ସ୍ଥାନୀୟ ସମୁଦାୟ ସହ କାର୍ଯ୍ୟକାରୀ କରାଯିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version