• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିମ-ମାନବଜାତିକୁ ପ୍ରକୃତିର ଉପହାର

Proprietor Abhimanyu Maharana by Proprietor Abhimanyu Maharana
September 21, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ନିମ-ମାନବଜାତିକୁ ପ୍ରକୃତିର ଉପହାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :-  ନିମ ହେଉଛି ପ୍ରକୃତିର ଏକ ପବିତ୍ର ଉପହାର । ଜାତିସଂଘ ପକ୍ଷରୁ ଏହି ଅତୁଲ୍ୟ ଉଦ୍ଭିଦକୁ ଏକବିଂଶ ଶତାବ୍ଦୀର ବୃକ୍ଷ ଭାବେ ଘୋଷଣା କରାଯାଇଛି । ପ୍ରାଚୀନ ବେଦ, ଉପନିଷଦ ଆଦିରେ ନିମକୁ “ସର୍ବ ରୋଗ ନିବାରିଣୀ’ ଭାବେ ବର୍ଣ୍ଣନା କରାଯାଇଛି ଯାହାର ଅର୍ଥ ହେଉଛି ଏଥିରେ ଥିବା ଔଷଧୀୟ ଗୁଣ ସବୁ ରୋଗ ଭଲ କରିବ । ଆୟୁର୍ବେଦ, ୟୁନାନି ଓ ହୋମିଓପାଥି ଔଷଧରେ ଏହାକୁ ବ୍ୟାପକ ଭାବେ ବ୍ୟବହାର କରାଯାଉଛି । ନିମରେ କିଟ ନିୟନ୍ତ୍ରଣ ଓ ଔଷଧୀୟ ଗୁଣ ରହିଛି । ଅଧିକ ଗୁରୁତ୍ୱୂର୍ଣ୍ଣ ହେଉଛି ଏହି ଦୈବିକ ବୃକ୍ଷରୁ ତିଆରି ହେଉଥିବା କିଟନାଶକ ସିନ୍ଥେଟିକ କିଟନାଶକ ତୁଳନାରେ ଅଧିକ ସୁରକ୍ଷିତ ଓ ଜୈବ ବିଘଟିତ ମଧ୍ୟ । ଏଥିରେ ମଣିଷ କିମ୍ବା ପଶୁଙ୍କ ପାଇଁ କୌଣସି ବିଷକ୍ରିୟ ସୃଷ୍ଟିକାରୀ ଉପାଦାନ ନାହିଁ । ଏହି ଗଛର ପତ୍ରରେ ଜୀବାଣୁନିରୋଧୀ ଓ ଫଙ୍ଗସ ନିରୋଧୀ ଗୁଣ ରହିଛି । ଭାରତର ପ୍ରିମିୟର ବ୍ୟବସାୟ ପ୍ରତିଷ୍ଠାନ ଆଇଟିସି ଲିମିଟେଡ୍ ପକ୍ଷରୁ ନିମର ଭଲ ଗୁଣକୁ ନେଇ ୧୦୦% ପ୍ରାକୃତିକ ଚଟାଣ ସ୍ୱଚ୍ଛତା ପ୍ରଦାନକାରୀ ନିମାଇଲ୍‌କୁ ଉନ୍ମୋଚନ କରାଯାଇଛି । ଚଟାଣ ହେଉଛି ଘରର ସବୁଠୁ ସମ୍ବେଦନଶୀଳ ଓ ଦେଖାଯାଉଥିବା ଅଂଶ ଯାହା ମଇଳା ହୋଇଥାଏ ଏବଂ ଏଥିରେ ଜୀବାଣୁ ରହିଥାଏ । ଅଧିକାଂଶ ଚଟାଣ ସଫା କରା ସାମଗ୍ରୀ କ୍ଲୋରିନ୍ ଉପରେ ପର୍ଯ୍ୟବେସିତ ଏବଂ ସେଥିରେ ବି.ଳ ପରିମାଣର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଛି ଯାହା ଜୀବାଣୁ ସହିତ ଲଢ଼େଇ କରେ ।

୨୦ ବର୍ଷର ପରମ୍ପରା ଥିବା ନିମାଇଲ ହେଉଛି କ୍ଲୋରିନ୍ ମୁକ୍ତ ଉତ୍ପାଦ ଯାହାକୁ ଚଟାଣରେ ଥିବା ଜୀବାଣୁକୁ ପ୍ରଭାବଶାଳୀ ଢଙ୍ଗରେ ନାଶ କରିବା ଭଳି ପ୍ରସ୍ତୁତ କରାଯାଇଛି । ନିମାଇଲ୍‌ରେ ଅନେକ ପ୍ରକାର ପ୍ରାକୃତିକ ଉପାଦାନ ବ୍ୟବହାର କରାଯାଇଛି ଏବଂ ସେଥିରେ କୌଣସି ପ୍ରକାର କ୍ଲୋରିନ୍ ବ୍ୟବହାର କରାଯାଇନଥିବାରୁ ତାହା ଛୋଟ ପିଲା ଓ ଶିଶୁଙ୍କ ପାଇଁ ସୁରକ୍ଷିତ । ଡକ୍ଟର ନନ୍ଦ କିଶୋର ଡୁକି ।ଟି, ଏମ୍‌ଡି, ଲିଭ୍‌ଲାଇଫ୍ ହସ୍ପିଟାଲ୍‌ସ, ଆଡଭାନ୍ସଡ୍ ଲାକ୍ରୋସ୍କୋପି ଆଣ୍ଡ୍‌ ଗ୍ୟାଷ୍ଟ୍ରୋଏଟେଂରୋଲୋଜି ବିଶେଷଜ୍ଞ କହିଛନ୍ତି ଯେ, “ନିମ ପୀଡ଼ାନାଶକ ଭାବେ କାର୍ଯ୍ୟ କରେ । ପ୍ରାଚୀନ କାଳରୁ ନିମର କବଳକୁ ପୀଡ଼ା ହାରକ ଭାବେ ବ୍ୟବହାର କରାଯାଉଛି ଯାହା ଜ୍ୱର ଭଲ କରିବାରେ ସହାୟକ ହୋଇଥାଏ । ଆୟୁର୍ବେଦିକ ଔଷଧରେ ମାଲେରିଆ ରୋଗ ଭଲ କରିବା ଲାଗି ନିମକୁ ବ୍ୟବହାର କରାଯାଏ । ଏହି ରୋଗ ମୌସୁମୀ ସମୟରେ ଅଧିକ ମାଡ଼ିଥାଏ । ନିକଟରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ ନିମରେ ଥିବା ଗେଡୁନିନ୍‌ ହେଉଛି ମ୍ୟାଲେରିଆ ବିରୋଧରେ କ୍ୱିନାଇନ୍ ଠାରୁ ଅଧିକ ପ୍ରଭାବଶାଳୀ । ନିମକୁ ସାଧାରଣ ଥଣ୍ଡା, କଫ, ଶ୍ୱାସ ରୋଗ ଓ ବ୍ରୋଙ୍କାଇଟିସ୍ ଓ ମୂତ୍ର ନଳୀର ଉପଚାର ଲାଗି ବ୍ୟବହାର କରାଯାଏ । ଆଲର୍ଜି ଠାରୁ ମଧ୍ୟ ଏହା ଉପଷମ ପ୍ରଦାନ କରିଥାଏ । ନିମାଇଲ୍‌ରେ ଥିବା ନିମର ଶକ୍ତି ଚଟାଣ ଓ ବିଭିନ୍ନ ସ୍ଥାନର ଉପରି ଭାଗରୁ କୋଭିଡ୍‌-୧୯ କରୋନା ଭୂତାଣୁକୁ ମଧ୍ୟ ନାଶ କରିଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version