No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ବାଙ୍କୀ :- କଟକ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ତଥା ବାଙ୍କୀ ବିଜେଡିର ସକ୍ରିୟ ସଭ୍ୟ ରମାକାନ୍ତ ସେଠୀ ଆଜି କଟକ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ପଦ ଓ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ସେ ତାଙ୍କ ଇସ୍ତଫାପତ୍ର ଦଳିୟ ପଦାଧିକାରୀଙ୍କୁ ପଠାଇଥିବା ସହ ପ୍ରକାଶ କରିଛନ୍ତି । ବିଜେଡି ଦଳରେ କଣ ଠେସା ସହ ତାଙ୍କର ଗୁରୁତ୍ୱ ଦଳ ଦେଉନଥିବା ବାରୁ ଶ୍ରୀ ସେଠି ଦଳ ଛାଡିଥିବା ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି ।
No Result
View All Result